Daily Archives

December 24, 2023

ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳିତ । ଚିତ୍ରାଙ୍କନ ପ୍ରତିଯୋଗିତା ଜରିଆରେ ଛାତ୍ରଛାତ୍ରୀଙ୍କୁ କରାଗଲା…

କନକ ବ୍ୟୁରୋ : ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ବସନ୍ତପୁର ଦ୍ୱାରା ବିଶିଷ୍ଟ ସାଇ ଭକ୍ତ ତଥା ସାଇ ଆଧ୍ୟାତ୍ମିକ ଚେତନା ଏବଂ ଦର୍ଶନକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ଗୁରଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ…

ବିଏ ପାସ ପରେ ଚାକିରି ନମିଳିବାରୁ କରୁଛନ୍ତି ମେସିନ୍ ମରାମତି । ଭଲ କାମ କରୁଥିବାରୁ ଦୂରଦୂରାନ୍ତରରୁ ଆସୁଛନ୍ତି ଲୋକେ

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ନାରାୟଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ସେଠୀ । ଜଣେ ଗ୍ରାଜୁଏଟ ଛାତ୍ର । ପାଠପଢା ପରେ ଚାକିରି ନମିଳିବାରୁ ଟେଲର ମେସିନ ମରାମତି କାମକୁ ଆପଣେଇଛନ୍ତି । ଏହି ଅଂଚଳର ଅଧିକାଂଶ ଲୋକଙ୍କ ରୋଜଗାରର ମାଧ୍ୟମ କହିଲେ ଶାଳ ପତ୍ର ସିଲେଇ କରି ଖଲି ପ୍ରସ୍ତୁତ କରିବା ।…

ଚିଲିକା ମାଟିରେ ବିଦେଶୀ କୋଳି । ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରୁ ମିଳୁଛି ଭଲ ଲାଭ, ଥରେ ଗଛ ଲଗାଇଲେ ୫ ବର୍ଷ ଯାଏଁ…

କନକ ବ୍ୟୁରୋ : ଚିଲିକା ମାଟିରେ ବିଦେଶୀ ଫଳ । ୟୁଟ୍ୟୁବରୁ କୋଳି ଚାଷ ପ୍ରଣାଳୀ ଜାଣିବା ପରେ ଏଥିରେ ସଫଳ ହୋଇଛନ୍ତି କୃଷ୍ଣପ୍ରସାଦ ଅଂଚଳର ଯୁବଚାଷୀ ଅଳେଶ୍ୱର ପଲେଇ । ଅନଲାଇନ୍ରେ କଲିକତାରୁ ଚାରା କିଣି ଏକ ଏକର ଜମିରେ ଚାଷ କରିଛନ୍ତି ଅଳେଶ୍ୱର । ଗଛ ଲାଗିବାର ୮ ମାସ ପରେ ଗଛରେ ଫଳ ଆସିଛି ।…

ଫୁଲକୋବି ଚାଷର ଗାଁ ମଧୁରଚୁଆ । ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ, ଧର୍ମଶାଳା ଓ ରସୁଲପୁର ଅଂଚଳରେ କୋବି ଚାଷ…

କନକ ବ୍ୟୁରୋ : ଫୁଲକୋବି ଚାଷର ଗାଁ ମଧୁରଚୁଆ । ଯୁଆଡ଼େ ଚାହିଁବ, ସିଆଡ଼େ ଖାଲି କୋବି ହିଁ କୋବି । ସବୁଜ ପନିପରିବାରେ ଭର୍ତି ହୋଇଛି ପଡ଼ିଆ ଜମି । ଏହି ଗାଁର ପ୍ରାୟ ଅଧିକାଂଶ ଲୋକେ କୋବି ଚାଷୀ । ରୁତୁକାଳୀନ ଫସଲ ଭାବେ କୋବି ଚାଷ କରି ଅନେକ ଲୋକ ଜୀବିକା ନିର୍ବାହ କରନ୍ତି । ଗଂଜାମ ମଧୁରଚୁଆ…

ଏସଏଚଜି ମହିଳାଙ୍କ ଫୁଲଚାଷ । ୩ ଏକର ଜମିରେ ଗେଣ୍ଡୁ, ଗୋଲାପ ଓ ସେବତୀ ଫୁଲ ଚାଷ କରିଛନ୍ତି ସୁବର୍ଣ୍ଣପୁର…

କନକ ବ୍ୟୁରୋ : ଗେଣ୍ଡୁ, ଗୋଲାପ ଓ ସେବତି ଫୁଲରେ ହସୁଛି କ୍ଷେତ । ଶୀତ ସକାଳର କାକର ବିନ୍ଦୁ ଓ କଅଁଳିଆ ଖରା, ଫୁଲର ପାଖୁଡ଼ାକୁ ଆହୁରି ସତେଜ କରିଛି । ପବନରେ ଦୋଳି ଖେଳୁଛି ହଳଦୀ ରଙ୍ଗର ସେବତୀ, ଗେଣ୍ଡୁ ଓ ଲାଲ ଗୋଲାପ । ଏ ଦୃଶ୍ୟ ହେଉଛି ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗାଁର ଏକ ଫୁଲ…

‘ତେଲେଙ୍ଗାନା ସୋନା’ ଧାନ ଚାଷ କରି ଚର୍ଚ୍ଚାରେ ବିଂଝାରପୁରର ଚାଷୀ । ଡାଏବେଟିସ୍ ରୋଗୀ ଖାଇପାରିବେ ଏହି ଧାନରୁ…

କନକ ବ୍ୟୁରୋ : କ୍ଷେତରେ ଫଳିଥିବା ଏହି ଧାନର ନାଁ ହେଉଛି ଆରଏନଆର-ପନ୍ଦର-ଶୁନ୍-ଅଡଚାଳିଶ ତଥା 'ତେଲେଙ୍ଗାନା ସୋନା’ । ଗବେଷଣା ମୁତାବକ, ସାଧାରଣ ଧାନ ଠାରୁ ଏହି ଧାନରେ ୫୦ ପ୍ରତିଶତ କମ୍ କାର୍ବୋହାଇଡ୍ରେଟ୍ ରହିଥାଏ । ତେଣୁ ଏହି ଚାଉଳରୁ ପ୍ରସ୍ତୁତ ଭାତ ଖାଇପାରିବେ ଡାଏବେଟିସ୍ ରୋଗୀ । ଏହି…