Daily Archives

December 29, 2023

ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼: କ୍ୟାମେରାରେ ଚପଲ ଫିଙ୍ଗା ଦୃଶ୍ୟ କଏଦ

କନକ ବ୍ୟୁରୋ: ଦକ୍ଷିଣଭାରତ ସିନେ ଜଗତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରେ ଚପଲ ମାଡ । ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇାରାଲ ହେଉଛି ଯେଉଁଥିରେ ବିଜୟଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଚପଲ ଫୋପାଡୁଥିବା ଘଟଣା ମୋବାଇଲ କ୍ୟାମେରାରେ କଏଦ ହୋଇଛି ।ତେବେ ବିଜୟଙ୍କ ଉପରେ ସିଧାସଳଖ ଚପଲ…

ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ଆଇସିସି । ୧୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ୨ପଏଂଟ କଟାଯାଇଛି । ନିର୍ଧାରିତ ସମୟ ମଧ୍ୟରେ…

ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ

କନକ ବ୍ୟୁରୋ: ୪ବର୍ଷ ପରେ ଏକ ପରିିତ୍ୟକ୍ତ ଘରୁ ମିଳିଲା ୫ଜଣ ବ୍ୟକ୍ତିଙ୍କ କଙ୍କାଳ । ପ୍ରାୟ ୪ବର୍ଷ ହେବ ପରିବାରର ସଦସ୍ୟଙ୍କ କୌଣସି ଖୋଜ ଖବର ନଥିଲା ହେଲେ ଏବେ ସେମାନଙ୍କ କଙ୍କାଳ ଜବତ ହୋଇଛି । ଏହି ଲୋମଟାଙ୍କୁରା ଖବର ଆସିଛି କର୍ଣ୍ଣାଟକ ଚିତ୍ରଦୁର୍ଗା ଅଂଚଳର । ମୃତକଙ୍କ ମଧ୍ୟରେ ବୃଦ୍ଧ…

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର,…

କନକ ବ୍ୟୁରୋ: ଆଉ କିଛି ଦିନରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏହା ଭିତରେ ବଡ ଖବର ସାମ୍ନାକୁ ଆସୁଛି ।   ଅଯୋଧ୍ୟାର ୭୦ ଏକରବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ ।…

ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ ହେବ ଆସନ ଭାଗବଂଟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜାନୁଆରି ପ୍ରଥମ ସପ୍ତାହରେ ସମସ୍ତ ସହଯୋଗୀ ଦଳ ସହିତ କଂଗ୍ରେସ ବୈଠକ କରିବ । ମେଂଟର ଏକମାତ୍ର ଲକ୍ଷ୍ୟ କିଭଳି ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରାଯିବ । ତେବେ ଆସନ ଭାଗବଂଟାକୁ ନେଇ ବିଭିନ୍ନ…

ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ ହଲଚଲ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ନୀତୀଶ କୁମାରଙ୍କୁ ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିହାର ରାଜନୀତିର ଏହି ବଡ ପରିବର୍ତନ ଉପରେ ବିଜେପି…