Daily Archives

December 6, 2023

ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର

କନକ ବ୍ୟୁରୋ: ଏବେର ଯୁଗରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି । ସାଧାରଣତଃ ଗୁଗୁଲ୍ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ୍ ବିଜ୍ଞାପନ ମାଧ୍ୟମରେ ୱାର୍କ ଫ୍ରମ ହୋମ୍ ଏବଂ 'ଘରେ ରହି ଟଙ୍କା ରୋଜଗାର କରିବେ' ଭଳି କିୱାର୍ଡ ଜରିଆରେ ଠକେଇ ପାଇଁ ଜାଲ ବିଛାଯାଉଛି । ସୋସିଆଲ ମିଡିଆରେ ମାଳ…

ବାଲେଶ୍ୱର ଲୋକସଭା ଆସନରୁ ଏଥର କିଏ? ପ୍ରତାପ, ରବୀନ୍ଦ୍ର. ନବଜ୍ୟୋତି ନା ଆଉ କିଏ?

କନକ ବ୍ୟୁରୋ : ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ । ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ । ଏହି ଆସନରୁ ବର୍ତମାନ ସାଂସଦ ଥିବା ପ୍ରତାପ ଷଡଙ୍ଗୀ, ଏକ ଚଚ୍ଚିତ ଚେହେରା । ୨୦୧୯ରେ ସେ ନିର୍ବାଚିତ ହେବା ପରେ ତାଙ୍କୁ ନେଇ ସାରାଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଉତ୍ତର କୋରିଆ ତାନାଶାହଙ୍କ ଆଖିରେ ଲୁହ । ହେଲେ କାହିଁକି କାନ୍ଦିଲେ କିମ୍ ଜଙ୍ଗ୍-ଉନ୍?

କନକ ବ୍ୟୁରୋ: ନିଜ କଠୋର ନିଷ୍ପତି ତଥା ନିର୍ଦ୍ଦୟ ଚରିତ୍ର ପାଇଁ ସାରା ବିଶ୍ୱରେ ପରିଚିତ ଉତ୍ତର କୋରିଆର ଏକଛତ୍ରବାଦ ଶାସକ ହେଉଛନ୍ତି କିମ୍ ଜଙ୍ଗ୍-ଉନ୍ । ଆମେରିକା ଭଳି ଦେଶକୁ ଭୟ କରୁନଥିବା ଏହି ଏକଛତ୍ରବାଦ ଶାସକ କାହିଁକି କାନ୍ଦୁଛନ୍ତି ତାକୁ ନେଇ ଚର୍ଚ୍ଚା ବଢିଛି । କିମ୍ ଜଙ୍ଗ୍-ଉନ୍ ଏବେ…

୬ ମାସ ପାଇଁ ଏସମା ଲାଗୁକଲେ ରାଜ୍ୟ ସରକାର । ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସମା

କନକ ବ୍ୟୁରୋ : ଆଗକୁ ରହିଛି ସାଧାରଣ ନିର୍ବାଚନ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଥିରେ ହେବାକୁ ଯାଉଛି । ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬ମାସ ପାଇଁ ଏସମା ଲାଗୁ କରିଛନ୍ତି । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ…

କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା । ରାଜସ୍ଥାନରେ ପ୍ରତିବାଦ କରି ବନ୍ଦ ପାଳନ । କଂଗ୍ରେସ ନେତ୍ରୀ…

କନକ ବ୍ୟୁରୋ: ମଙ୍ଗଳବାର ଏକ ଘର ଭିତରେ କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା ଏବେ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି । ଯାହାର ପ୍ରତିବାଦ କରି ବନ୍ଦ ପାଳିଛନ୍ତି ରାଜପୁତ । ରାଜସ୍ଥାନର ଜୟପୁର, ଜୋଧପୁର, ଅଲବର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…

ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ : ନୂଆ ବର୍ଷରୁ ନୂଆ ରୂପ ପାଇବ ପୁରୀ ବଡ଼ଦାଣ୍ଡ । ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ । ଭକ୍ତଙ୍କ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ହେଉଛି ଲ୍ୟାଣ୍ଡ ସର୍ଭେ । ମରିଚିକୋଟ ଛକରୁ…