Daily Archives

December 14, 2023

ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ଝଙ୍କଡର ପ୍ରତ୍ୟକ୍ଷ ଦେବୀ ମା’ ଶାରଳା । କୁହାଯାଏ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେଇଥାନ୍ତି ମା । କିନ୍ତୁ ସକାଳୁ ସକାଳୁ ମାଙ୍କ ମନ୍ଦିରର ହୁଣ୍ଡି ଖୋଲାଥିବା ଦେଖି ତାଜୁବ ହୋଇ ଯାଇଥିଲେ ସେବାୟତ । ପାଖକୁ ଆସି ଦେଖିବା ବେଳକୁ ତଳେ ପଡିଛି ଭଂଗା ତାଲା । ପାଖରେ ରହିଛି ଏକ…

ବିଜ୍ଞାପନକୁ ନେଇ ବିଏମସିର ଅଜବ ନୀତି । ନେତାଙ୍କୁ ଅନୁରୋଧ, ଜନତାଙ୍କୁ ଫାଇନ୍!

କନକ ବ୍ୟୁରୋ : ଟୁ-ଲେଟ୍ ବା ଘରଭଡ଼ା ପାଇଁ ଭୁବନେଶ୍ୱରର ବିଦ୍ୟୁତ ଖୁଂଟ ଓ କାନ୍ଥରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ତିନୋଟି ଏପରି ବିଜ୍ଞାପନ ପାଇଁ ଦେଢ଼ ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରିବା ସହ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦିଆଯାଇଥିଲା…

ଶ୍ରେୟସଙ୍କ ଆୟରଙ୍କ ଉପରେ ଆସ୍ଥା ପ୍ରକଟ କରିଛି କୋଲକାତା ନାଇଟ ରାଇଡର । ଅଧିନାୟକ ଦାୟିତ୍ୱ ତୁଳାଇବେ ଶ୍ରେୟସ, ନୀତିଶ…

କନକ ବ୍ୟୁରୋ : ଅଧିନାୟକ ଘୋଷଣା କରିଛି କୋଲକାତା ନାଇଟ୍ସ ରାଇଡର୍ସ । ୨୦୨୪ ଆଇପିଏଲରେ ଅଧିନାୟକ ଭାବେ ନଜର ଆସିବେ ଶ୍ରେୟସ ଅୟର । ଅତୀତରେ ଅୟର କେକେଆର ପାଇଁ ୨୦୨୨ରେ କିଛି ମ୍ୟାଚ ଅଧିନାୟିକତ୍ୱ କରିଥିଲେ । ୨୦୨୩ ଆଇପିଏଲ ରେ ଆହାତ ପାଇଁ କେକେଆର ପକ୍ଷରୁ ଖେଳିପାରି ନଥିଲେ ଶ୍ରେୟସ । ଏବେ…

ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ମହାଅଭିଯୋଗରେ ହେବ ତଦନ୍ତ । ଏନେଇ ଆମେରିକା ସଂସଦ ମଂଜୁରୀ ପ୍ରଦାନ କରିି  । ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ବେନିୟମ ବିଦେଶୀ ଅର୍ଥକାରବାର ପାଇଁ ଏବେ ଫଶିଛନ୍ତି ଜୋ ବାଇଡେନ । ଅନ୍ୟପଟେ…

ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ୍ ଟେଷ୍ଟ…

କନକ ବ୍ୟୁରୋ : ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ ଟେଷ୍ଟ ପାଇଁ ଯେଉଁ କିଟର ବ୍ୟବହାର କରାଯାଉଛି ସେଗୁଠିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ପୁନିଆ ଅଭିଯୋଗ କରିଛନ୍ତି । ସାମଗ୍ରୀର ବ୍ୟବହାର ଅବଧି ସରିବା ସତ୍ୱେ…

ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା: ଶରୀରର ଆଭ୍ୟନ୍ତରୀଣ ଅଙ୍ଗରୁ ହେଉଛି ରକ୍ତସ୍ରାବ

କନକ ବ୍ୟୁରୋ: ସରୁନି କୁନିଶିଶୁର ଦୁଃଖ । ଏବେ ବି ଯନ୍ତ୍ରଣାରେ ଛଟପଟ ହେଉଛି ସମ୍ବଲପୁର ରେଙ୍ଗାଲିରେ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ବି ସୁସ୍ଥ ହୋଇନି । ଆଗାମୀ ୩ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡାକ୍ତର । ଯେଉଁ ନିଷ୍ପାପ ଛୁଆ ଭାଗ୍ୟରେ ଏତେ…