Daily Archives

December 17, 2023

ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା

କନକ ବ୍ୟୁରୋ : ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସ ସ୍ଥଳି ନିୟମଗିରି ବେଶ ପରିଚିତ । ଏଠାରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜିବିକା ନିୟମଗିରି ପାହାଡରୁ ହିଁ ମିଳିଥାଏ । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରି…

ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଙ୍କୀ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ । ପୂର୍ବରୁ କରୁଥିଲେ ପରିବା…

କନକ ବ୍ୟୁରୋ : ମନ୍ଦିର ଠାରୁ ମଶାଣି ପର୍ଯ୍ୟନ୍ତ ସବୁଠି ରହିଛି ଗେଣ୍ଡୁ ଫୁଲର ଚାହିଦା । ଅନ୍ୟ ଚାଷ ଅପେକ୍ଷା ଗେଣ୍ଡୁ ଫୁଲ ଚାଷରେ ଭଲ ଲାଭ ମିଳୁଥିବାରୁ ଏହି ଚାଷ ପ୍ରତି ଅନେକ ଚାଷୀ ଏବେ ମନ ବଳାଇଲେଣି । ବାଙ୍କୀ-ଡମପଡା ବ୍ଲକ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ ବେଉରା ନିଜ ଜମିରେ…

କୃଷ୍ଣପ୍ରସାଦ ଓଡିଆସାହି ଗାଁର ୧୬ ଜଣ ମହିଳା କରୁଛନ୍ତି ଛତୁ ଚାଷ । ୫୦ ହଜାର ଟଙ୍କାରୁ ଆରମ୍ଭ, ଏବେ ଲକ୍ଷାଧିକ ଟଙ୍କା…

କନକ ବ୍ୟୁରୋ : ମହିଳା ମାନେ ଏବେ ଘର କାମରେ ସୀମିତ ନରହି ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାରର ବାଟ ବାଛୁଛନ୍ତି । ସ୍ୱୟଂ ସହାୟକ ଗ୍ରୁପ୍ ମାଧ୍ୟମରେ ରୁଣ ନେଇ କିଏ ଛତୁ ଚାଷ କରୁଛନ୍ତି ତ ପୁଣି କିଏ ଛେଳି ଚାଷ କରୁଛନ୍ତି । ତେବେ କୃଷ୍ଣପ୍ରସାଦ ବ୍ଲକ ଭଗବାନପୁର ଓଡ଼ିଆସାହି ଗାଁର ମା’…

କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ

କନକ ବ୍ୟୁରୋ : ଓଡ଼ିଶାର ନାଗପୁର ଭାବେ ପରିଚିତ ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଳା ପଂଚାୟତ । କମଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଯୋଗୁଁ କୁଣ୍ଢେଇଗୋଳା ଅଂଚଳର ପ୍ରାୟ ୨୦ଟି ଗାଁର ଚାଷୀ କମଳା ଚାଷ କରିଛନ୍ତି । ବର୍ଷକୁ ୨ଥର କମଳା ଅମଳ ହେଉଥିବା ବେଳେ ପ୍ରତିବର୍ଷ ଏହି ଅଂଚଳରୁ ୨ହଜାର ମେଟ୍ରିକ ଟନ୍…

ଦିଲ୍ଲୀ ଯିବେ ବିଜେପି ନେତା । ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି !

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟି ୨୪ ନିର୍ବାଚନ ଲାଗି ଗୁରୁମନ୍ତ୍ର ନେବେ । ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ରାଜନୀତିରେ ତାତି । ବିଜେପି ଓ ବିଜେଡି ନେତାଙ୍କ ବୟାନକୁ ନେଇ ତେଜିଲା…

କନକ ବ୍ୟୁରୋ : ବଜେଡି-ବିଜେପି ଦୁଇ ଦଳର ବରିଷ୍ଠ ନେତାଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିର ତାତିକୁ ବଢ଼ାଇ ଦେଇଛି । ୨୦୨୪ ନିର୍ବାଚନ ପାଇଁ ବିଗୁଲ ବାଜିବାର ସଂକେତ ଦେଉଛି । ଦୁଇ ଦଳ ସେମାନଙ୍କ ରଣନୀତି ବଦଳାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗଇଛି ପୂର୍ବତନ ବିରୋଧୀ ଦଳ…