Daily Archives

December 10, 2023

ଚାଷୀଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାସୁମତି ଧାନ ଚାଷ । ଏକର ପିଛା ଅମଳ ହେଉଛି ୮ରୁ ୧୦ କ୍ୱିଂଟାଲ ଧାନ । ଆନ୍ଧ୍ର…

କନକ ବ୍ୟୁରୋ: ବାସୁମତି ଧାନ ଚାଷ ଦେଇଛି ପରିଚୟ । ଆଉ ଚାଷି ମାନଙ୍କ ପାଇଁ ପାଲଟିଛି ରୋଜଗାରର ମୁଖ୍ୟ ମାଧ୍ୟମ । ପ୍ରାୟ ୨ହଜାର ହେକ୍ଟର ଜମିରେ ବାସୁମତି ଧାନ ଚାଷ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି କେନ୍ଦ୍ରାପଡା ବ୍ଲକ ଖରୀନାସି ପଂଚାୟତର ଚାଷି ମାନେ । ଧାନ ଜମିରେ ମହ ମହ…

କୋବି ଚାଷରୁ ମିଳୁଛି ଭଲ ଲାଭ । କାମାକ୍ଷାନଗରରେ ଏକର ଏକର ଜମିରେ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।

କନକ ବ୍ୟୁରୋ: ଫୁଲକୋବି ଚାଷ କରି ସ୍ୱାବଲମ୍ବୀ ହେଲେ କାମାକ୍ଷାନଗର ରାଣୀବୋଲ ସାହିର ଚାଷୀ । ଏହି ଅଂଚଳର ଲୋକମାନେ ବିଶେଷକରି ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏବେ କୋବି ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି । ଏକର ଏକର ଜମିରେ ଫୁଲ କୋବି, ବନ୍ଧା କୋବି ଓ ଉଲ କୋବି ଚାଷ…

ଯୁବ ଇଞ୍ଜିନିୟର କରୁଛନ୍ତି କୁୁକୁଡ଼ା ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ କରିଛନ୍ତି ଫାର୍ମ । ମଣିଷ ବଦଳରେ ମେସିନ୍ କରୁଛି…

କନକ ବ୍ୟୁରୋ: ଅତ୍ୟାଧୁନିକ ପ୍ରଣାଳୀରେ କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ କାହ୍ନା । ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା । ସମ୍ବଲପୁର କିଲ୍ଲା କୁଚିଣ୍ଡା ଉପଖଣ୍ଡର ଯୁବ ଇଞ୍ଜିନିୟର କାହ୍ନା ସାହୁ ପଢିଥିବା ପାଠକୁ ଉପଯୋଗ କରି ଉପଖଣ୍ଡର ସବୁଠୁ ବଡ କୁକୁଡା…

ରାଜ୍ୟ ବାହାରକୁ ଯାଉଛି ଖୋର୍ଦ୍ଧା ଶୁଖୁଆ । ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ହେଉଛି ରପ୍ତାନୀ ।

କନକ ବ୍ୟୁରୋ: ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶୁଖୁଆ ଖଳାର ଦୃଶ୍ୟ । ଧାଡ଼ି ଧାଡ଼ି ହୋଇ ପଡ଼ିଛି ବେଡ଼ । ଏଥିରେ କେରାଣ୍ଡି, ଗଣିଆ, ତୋଡ଼ି, ବାଳିଆ ଭଳି ଶୁଖୁଆ ସୁଖୁଛି । ପୁରା ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଥିବା ଏହି ଶୁଖୁଆ ଓଡ଼ିଶା…

ପୁଷ୍ଟି ଶସ୍ୟ ଶୁଆଁ ଚାଷ କରି ଚର୍ଚ୍ଚାରେ ସରିତା । ୧୫ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ ।ବର୍ଷକୁ କରୁଛନ୍ତି ୩ଲକ୍ଷରୁ…

କନକ ବ୍ୟୁରୋ: ମିଲେଟ କହିଲେ ଆମେ କେବଳ ମାଣ୍ଡିଆ କୁ ହିଁ ବୁଝିଥାଉ, ହେଲେ ମିଲେଟର ଆହୁରି ଅନେକ ପ୍ରକାରର ଶସ୍ୟ ରହିଛି । ସେଥିମଧ୍ୟରୁ ଆଉ ଏକ ପୁଷ୍ଟି ଶସ୍ୟ ହେଉଛି ଶୁଆଁ । ଯାହା ଏବେ ବିଲୁପ୍ତ ପ୍ରାୟ । ଏହି ଶୁଆଁକୁ ୧୫ ଏକର ଜମିରେ ଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲିଶଙ୍କରା…

ସନ୍ଦେହ ବିଗାଡିଦେଲା ସଂସାର: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀ

କନକ ବ୍ୟୁରୋ: ନୟାଗଡ ବାଣିଗୋଛା ଥାନା ବିଡାପାଜୁ ଗାଁରେ ଅର୍ଜୁନ ବାଗ ।  ସ୍ତ୍ରୀକୁ ସନ୍ଦେହ କରି ନିଜ ସଂସାରକୁ ଉଜାଡିଦେଇଛନ୍ତି ଅର୍ଜୁନ । ପରକୀୟ ପ୍ରୀତି ସନ୍ଦେହରେ ନୃଂଶସ ପାଲଟିଯାଇଛି ସ୍ୱାମୀ । ଆଉ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି  ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ କଟାମୁଣ୍ଡକୁ ଧରି…