Daily Archives

December 26, 2023

ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ଟ୍ରାଫିକରେ ଫଶିରହିଛି ହଜାର ହଜାର ଗାଡି

କନକ ବ୍ୟୁରୋ : ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ହିମାଂଚଳ ପ୍ରଦେଶରେ ଟ୍ରାଫିକ୍ରେ ଫଶିରହିଛି ହଜାର ହଜାର ଗାଡି । ଅଟଳ ଟନେଲରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ୨୪ ଘଂଟାରେ ୨୮ ହଜାର ଗାଡି ଟନେଲ ଅତିକ୍ରମ କରିଛି । ମନାଲି ଏବଂ ଅଟଲ ଟନେଲ ମଧ୍ୟରେ ଥିବା ଶୋଲାଙ୍ଗ,…

ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ପ୍ରତିକ୍ରିୟ। ରଖିଲା…

କନକ ବ୍ୟୁରୋ : ଚୀନର ମୋବାଇଲ କମ୍ପାନୀ ଭିଭୋର ୩ ଅଫିସରଙ୍କୁ ଗିରଫ କରିବା ପରେ ଚିହିଁକି ଉଠିଛି ଚୀନ । ଗିରଫ ହୋଇଥିବା କର୍ମଚାରୀଙ୍କୁ ରାଷ୍ଟ୍ରଦୂତ ତରଫରୁ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି, ମାମଲାକୁ ଅତି ନିକଟରେ ତଜର୍ମା କରାଯିବା ସହ…

ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ…

କନକ ବ୍ୟୁରୋ : ଚିନ୍ତା ବଢାଉଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦିନକରେ ଜେଏନ ଡଟ୍ ୱାନରେ ୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ୩ ଜଣଙ୍କ…

୪ ଦିନ ପରେ ଫ୍ରାନ୍ସରୁ ଭାରତ ଫେରିଲା ବିମାନ । ମାନବଚାଲାଣ ସନ୍ଦେହରେ ରଖାଯାଇଥିଲା ଅଟକ

କନକ ବ୍ୟୁରୋ : ୪ ଦିନ ଧରି ଫ୍ରାନ୍ସରେ ଅଟକ ଥିବା ବିମାନ ମଙ୍ଗଳବାର ମୁମ୍ବାଇରେ ପହଁଚିଛି । ୨୭୬ ଜଣ ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି ଏହି ବିମାନ୍ । ଅଟକ ଥିବା ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସରେ ଶରଣ ନେଇଛନ୍ତି । ଅବଶିଷ୍ଟ ୨୭୬…

୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଲୋକସଭା ନିର୍ବାଚନରେ ୨୯୫ରୁ ୩୫୫ ଆସନ ପାଇବ ଏନଡିଏ, ୧୬୫ରୁ ୨୦୫ ଆସନରେ ରହିବ…

କନକ ବ୍ୟୁରୋ : ୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଘରୋଇ ନ୍ୟୁଜ ଚ୍ୟାନେଲ ସଂସ୍ଥା ଏବିପି ପକ୍ଷରୁ କରାଯାଇଥିବା ସର୍ଭେରେ ପୁଣି ଥରେ ମୋଦୀ ସରକାର ଆସିବ ବୋଲି କୁହାଯାଇଛି । ବିରୋଧୀ ଦଳମାନେ ବିହାର, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନାରେ ଭଲ ପଦର୍ଶନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ

କନକ ବ୍ୟୁରୋ : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ । ମୋଦୀଙ୍କ ହାତ ଧରି ବାଳୁତ ରାମ ମନ୍ଦିରକୁ ଯାଉଥିବା ଚିତ୍ରକୁ କଂଗ୍ରେସର ତୀବ୍ର ବିରୋଧ । ଆସନ୍ତା ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ…