Daily Archives

December 23, 2023

ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ

କନକ ବ୍ୟୁରୋ : ପ୍ରସିଦ୍ଧ ହୋମିଓପାଥିକ୍ ଡାକ୍ତର ଡା.ଦେବଶ୍ଲୋକ ଶର୍ମା ଏବଂ ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଜିତେଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଜଟିଳ ରୋଗ ଉପରେ ଦୁଇ ଦିନିଆ ଜାତୀୟ ହୋମିଓପାଥିକ୍ କର୍ମଶାଳା ଆୟୋଜିତ ହୋଇଥିଲା।…

ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା ! ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନଖେଳିବା ନେଇ ବଢ଼ିଲା…

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟାରୁ ମୁକୁଳି ପାରିନଥିବା ବେଳେ ହାର୍ଦ୍ଦିକ ଆଫଗାନିସ୍ଥାନ ବିପକ୍ଷ ସିରିଜ ସମେତ ଆଇପିଏଲ ୨୦୨୪ ସିଜିନରୁ ମଧ୍ୟ ବାଦ ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି ।…

୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ…

କନକ ବ୍ୟୁରୋ : ୩ଶହରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନରେ ସେହି ସମୟରେ ହଲଚଲ ଖେଳିଯାଇଥିଲା ଯେଉଁ ସମୟରେ ହଠାତ ବିମାନକୁ ଅଧାବାଟରୁ ଅଟକ ରୋକାଯାଇଥିଲା   । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ସୂଚନା…

ଜମ୍ମୁକାଶ୍ମୀରରେ ଇଣ୍ଟରନେଟ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

କନକ ବ୍ୟୁରୋ : କଡ଼ାକଡ଼ି ହେଲା ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା । ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ସୁରକ୍ଷାକର୍ମୀ । ଆତଙ୍କୀ ଠିକଣା ଉପରେ ପ୍ରହାର କରୁଛି ଭାରତୀୟ ସେନା । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ତାକୁ ନଷ୍ଟ କରାଯାଉଛି ।…

ଥମୁନି କୁସ୍ତିଯୋଦ୍ଧାଙ୍କ କଳି । ପଦ୍ମଶ୍ରୀ ଫେରାଇଲେ ପୁନିଆ, ସାକ୍ଷୀଙ୍କ ସନ୍ନ୍ୟାସ ଘୋଷଣା

କନକ ବ୍ୟୁରୋ : ଦୀର୍ଘଦିନ ହେବ ଚାଲିଥିବା ବିବାଦ ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି । ସଂଜୟ ସିଂଙ୍କୁ କୁସ୍ତି ମହାସଂଘର ସଭାପତି କରାଯିବା ପରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମର୍ମର୍ାହତ ହୋଇ ପ୍ରଥମେ ସାକ୍ଷୀ ମଲ୍ଲିକ କୁସ୍ତିରୁ  ସନ୍ନ୍ୟାସ ଘୋଷଣା…

 ଦେଶରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୭୫୨ ସଂକ୍ରମିଚ ଚିହ୍ନଟ, ୪ ମୃତ

କନକ ବ୍ୟୁରୋ : ଦେଶରେ କରୋନା ଭୟ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଗତ ୨୪ ଘଂଟାରେ ଦେଶରେ ୭୫୨ ସଂକ୍ରମିିତ ଚିହ୍ନଟ ହେବା ସହ ୪ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପି ୩ହଜାର ୪୨୦ ଛୁଇଁଛି ।  ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ…