Daily Archives

December 5, 2023

ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା

କନକ ବ୍ୟୁରୋ : ବଲିଉଡ ବାଦଶାହ ଶାହାରୁଖ ଖାନ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ର ଟ୍ରେଲର ରିଲିଜ୍ । ପୂର୍ବରୁ ଦୁଇଟି ଗୀତକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଗୋଟିଏ ବର୍ଷରେ ଦର୍ଶକଙ୍କୁ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ମୁଭି ଭେଟି…

ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ…

ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି…

କନକ ବ୍ୟୁରୋ : ରାଜସ୍ଥାନରୁ ଆସିଛି ଚାଂଚଲ୍ୟକର ଖବର । ଜାତୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକଙ୍କ ଦିନ ଦ୍ୱିପହରରେ ହତ୍ୟା । ସୁଖଦେବ ସିଂ ଗୋଗାମେଡି ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ବିଭତ୍ସ ହତ୍ୟା କରି ଫେରାର ଅଛନ୍ତି ଦୁବୁର୍ତ । ହତ୍ୟା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ତେବେ ଏହି…

ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ

କନକ ବ୍ୟୁରୋ : ଚକିତ କରିଛି ୫ ରାଜ୍ୟର ବିଧାନସଭା ଫଳାଫଳ । ୩ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ଓଲଟପାଲଟ ହୋଇଛି ପୂର୍ବ ସମୀକରଣ । ଯେଉଁ ଇଣ୍ଡିଆ ମେଂଟ ମୋଦୀ ଲହରକୁ ରୋକିବା ପାଇଁ ଗଠନ ହୋଇଥିଲା ତା ଉପରେ ପଡିଛି ନିର୍ବାଚନ ଫଳାଫଳର ବଡ…

ଚର୍ଚ୍ଚାରେ ମିଜୋରମ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ମିଜୋରମରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମିଜୋରମର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ଗୋଆ କ୍ୟାଡରର ପୂର୍ବତନ ଆଇପିଏଏସ ଅଧିକାରୀଙ୍କ ଜୀବନଯାତ୍ରା ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ଲାଲଦୁହୋମା ନିଜ ପ୍ରଶାସନିକ ଅଧିକାରୀରୁ ରାଜନେତା ଜୀବନ ଅନେକ ଉଥାନପତନ ଦେଖିଥିଲେ । କେବଳ…

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଅଲୋଚନା ପରେ ନିଆଗଲା ନିଷ୍ପତି

କନକ ବ୍ୟୁରୋ : କେ, ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ରେବାନ୍ତଙ୍କ ନାମ ଉପରେ ମୋହର ଲଗାଯାଇଥିବା ସୂଚନା ମିଳିଛି । ଡିସେମ୍ବର ୭ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ୨୦୨୧,…