Daily Archives

December 2, 2023

ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ । ୩ମିନିଟ୍ ୪୭ ସେକେଣ୍ଡର ଏହି ଟ୍ରେଲରରେ ପ୍ରଭାସଙ୍କ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି…

କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ବିଜେପିର ନେତ୍ରୀ ତଥା ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ବ୍ୟାପକ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ…

ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ

କନକ ବ୍ୟୁରୋ : ଆମେରିକାକୁ ଉତରକୋରିଆର ଧମକ । ଆମେରିକା ଯଦି ଉତରକୋରିଆର ମହାକାଶ ମିଶନ ଉପରେ କ୍ରୁର ଦୃଷ୍ଟି ପକାଏ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଖୋଲା ଧମକ ଦେଇଛନ୍ତି ଏକଛତ୍ରବାଦ ଶାସକ କିମଜଙ୍ଗଉନ । କେବଳ ଜବାବ ନୁହେଁ ଏହା ଏକପ୍ରକାର ଯୁଦ୍ଧ ଡାକରା ବୋଲି ମାନି ସେହି ଅନରୂପ ଆକ୍ରମଣ…

ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ…

କନକ ବ୍ୟୁରୋ : ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ହମାସର ଟପକମାଣ୍ଡରଙ୍କୁ ମାରିବା ପାଇଁ ଇସ୍ରାଏର ଆରମ୍ଭ କରିଛି ନୂଆ ଯୋଜନା । ୧୯୭୨ ମସିହାରେ ‘ରାଥ ଅଫ ଗଡ’ ରାସ୍ତାକୁ ପୁଣି ଆପଣାଇବାକୁ ଯାଉଛି ଇସ୍ରାଏଲ । ଗାଜାରେ ଅପରେସନ ଶେଷ କରିବା ପରେ ଇସ୍ରାଏଲ ହମାସ ଟପ କମାଣ୍ଡରଙ୍କ…

ବିଦେଶରେ ପୁଣୀ ଜୀବନ ହାରିଲେ ଭାରତୀୟ ଛାତ୍ର । ନିଖୋଜର ୪ଦିନ ପରେ ଥେମସ ନଦୀରୁ ମିଳିଲା ୨୧ବର୍ଷୀୟ ମିତଲ କୁମାର ପଟେଲ…

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ…

ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ

କନକ ବ୍ୟୁରୋ : ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ପ୍ରସ୍ତୁତ ହୋଇଥିଲା ବ୍ୟୁଟି ସ୍ପାର ମେନ୍ୟୁ । ହଜାରେ ଟଙ୍କାରୁ ଆରମ୍ଭ ୧୨ ହଜାର ୫ଶହରୁ ଶେଷ । ସାଧାରଣ ବଡି ମସାଜଠୁ ଆରମ୍ଭ କରି ହ୍ୟାପି ଏଣ୍ଡିଂ । ସବୁ ସୁବିଧା ମିଳୁଥିଲା ଏହି ଶିବାନୀ ୱେଲନେସ ବ୍ୟିୁଟି ସ୍ପାରେ । ମେନ୍ୟୁ କାର୍ଡରେ…