Daily Archives

December 19, 2023

କୁନିଝିଅ କହିଲା ଅପହରଣର ଛାତିଥରା କାହାଣୀ: ଦେବଗଡରୁ ଝାମ୍ପିନେଲେ ସୁନ୍ଦରଗଡରେ ଛାଡିଦେଲେ

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଅପହରଣ ଓ ଫିଲ୍ମଷ୍ଟାଇଲରେ ଉଦ୍ଧାର । ଦେବଗଡର ୬ ବର୍ଷର ଝିଅ ପିହୁର ଅପହରଣ କାହାଣୀ ଏବେ ଦେବଗଡ ଓ ସୁନ୍ଦରଗଡରେ ଚର୍ଚ୍ଚାର ବିଷୟ ପାଲଟିଛି । ପିହୁକୁ ଆଇ ହାତରୁ ଛଡାଇ ନେବା ଓ ରାତିରେ ପୋଲିତଳେ ଛାଡିଦେବା ଘଟଣାରେ କୌଣସି ଫିଲ୍ମଷ୍ଟାଇଲକୁ କମ ନଥିଲା । ନିଜେ…

ଓଡିଶାରେ ଲଢ଼େଇ, ଦିଲ୍ଲୀରେ ରଣନୀତି: କଂଗ୍ରେସ ନେତାଙ୍କୁ ଖଡଗେ, ରାହୁଲଙ୍କ ଡାକରା । ମୋଦି, ଶାହାଙ୍କୁ ଭେଟିବେ ବିଜେପି…

କନକ ବ୍ୟୁରୋ: ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ, ଦିଲ୍ଲୀ ଗସ୍ତରେ ଉଭୟ କଂଗ୍ରେସ ଓ ବିଜେପି ନେତା । କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଡାକରା ପାଇ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା । ବୁଧବାର ଦିନ…

ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ହେବ ଉଦ୍ୟମ: ଆସନ୍ତା ଫେବୃଆରୀ ମାସରେ ଭୁବନେଶ୍ୱରରେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତାବର୍ଷ ଫେବ୍ରୁଆରି ମାସରେ ତିନିଦିନ ଧରି ଏହି ସମ୍ମିଳନୀ ଆୟୋଜନ ହେବା ନେଇ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଥମଥର…

ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯିବେ…

କନକ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ…

ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନଡ୍ଡାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନାଙ୍କ ବାପା ଅମରଦୀପ ରାଣାୱତ କହିଛନ୍ତି ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କଙ୍ଗନା । ତେବେ କେଉଁ ଆସନରୁ ଲଢିବେ ସେ ଏନେଇ ସ୍ଥିର ହୋଇନି । ବଲିଉଡ ଅଭିନେତ୍ରୀ ଅନେକବାର ବିଜେପି କାର୍ଯ୍ୟକ୍ରମରେ…

ଲୋହିତ ସାଗରରେ ଆଉ ଦମ୍ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଙ୍ଗଠନ । ଆତଙ୍କୀଙ୍କୁ ସାବାଡ୍ କରିବ ଆମେରିକା । 

କନକ ବ୍ୟୁରୋ: ଲୋହିତ ସାଗରରେ ଆଉ ଦମ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଂଗଠନ । ଆତଙ୍କୀଙ୍କୁ ସାବାଡ କରିବ ଆମେରିକା । ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ଓ ଅପହରଣକୁ ରୋକିବା ପାଇଁ ଆମେରିକା ଆରମ୍ଭ କରିଛି ଅପରେସନ ପ୍ରସପର୍ଟି ଗାର୍ଡିଆନ୍ । ଏନେଇ ସୂଚନା ଦେଇଛନ୍ତି ଆମେରିକା…