Daily Archives

December 11, 2023

ସିଆଚିନରେ ଗ୍ଲେସିୟରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫତିମା ୱାସିମ: ୧୫ହଜାର୨ଶହ ଫୁଟ ଉଚ୍ଚ ଅପରେସନ ପୋଷ୍ଟରେ…

କନକ ବ୍ୟୁରୋ: ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ କ୍ୟାପଟେନ୍ ଫାତିମା ୱାସିମ୍ । ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫ ହଜାର ୨ଶହ ଫୁଟ ଉଚ୍ଚରେ ଥିବା ଅପରେସନ ପୋଷ୍ଟକୁ ପଠାଯାଇଥିଲା । ତେବେ ଭାରତୀୟ ସେନା ଫାୟାର ଆଣ୍ଡ ଫ୍ୟୁରି କପର୍ସ ମଧ୍ୟ…

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: କେମିତି ଥିଲା ସାଏଙ୍କ ସଂଘର୍ଷ?

କନକ ବ୍ୟୁରୋ: ଛତିଶଗଡ଼ର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ତେବେ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ସାଏଙ୍କ ରାଜନୀତି ଜୀବନ ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ସବୁଠୁ ବଡ କଥା ହେଉଛି ନିଜ ସାଧାସିଧା ସ୍ୱଭାବ ଓ ନିର୍ବିବାଦୀୟ ଚରିତ୍ର ପାଇଁ ବିଜେପି…

ସରୁନି ରାଜସ୍ଥାନ ସିଏମ ସସପେନ୍ସ: ବିଜେପିକୁ ବସୁନ୍ଧରା ଅଡୁଆ!

କନକ ବ୍ୟୁରୋ: ନିର୍ବାଚନ ଫଳାଫଳକୁ ୯ଦିନ ହେଲାଣି । ବିଜେପି ବହୁମତ ସହ ରାଜସ୍ଥାନ ନିର୍ବାଚନ ମଧ୍ୟ ଜିତିଛି । ତଥାପି କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡୁନି ଅଙ୍କ । ସେପଟେ ଦଳୀୟ କନ୍ଦଳ ଚର୍ଚ୍ଚା ଭିତରେ ବିଜେପିର ଅଡୁଆ ବଢ଼ାଇଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ସୂଚନା ଅନୁସାରେ ବିଜେପି…

ଇତିହାସ ପାଲଟିିଲା ଧାରା ୩୭୦ । ୪ବର୍ଷ, ୪ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ…

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା-୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଧାରା-୩୭୦ ଉଚ୍ଛେଦ ବୈଧ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ ।…

ଲୁଟେରାଙ୍କ ଭୂସ୍ୱର୍ଗ ଭୁବନେଶ୍ୱର: ରାତି ଅଧରେ ଏଟିଏମ ତାଡିଲେ, ଟଙ୍କା ଲୁଟିଲେ

କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଏଟିଏମ୍ ଲୁଟେରା । ଗ୍ରାମାଂଚଳ କଥା ଛାଡନ୍ତୁ ଖୋଦ୍ ରାଜଧାନୀର ଜନଗହଳିପୂର୍ଣ୍ଣ ଅଂଚଳରେ ଥିବା ଏଟିଏମ ବି ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଏସବିଆଇ ଏଟିଏମକୁ ତାଡି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଲୁଟେରା ।…

୧୦ ହଜାର ଯୁବକଙ୍କୁ ଦିଆଯିବ ନିଯୁକ୍ତି: ଫୋକସରେ ଗ୍ରାମାଞ୍ଚଳ ଯୁବକ

କନକ ବ୍ୟୁରୋ: ସରକାରଙ୍କ ଫୋକସରେ ଗ୍ରାମାଂଚଳ ଯୁବକ । ଖୁବଶୀଘ୍ର ଗାଁ ଗହଳିର ୧୦ ହଜାର ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବ ରାଜ୍ୟ ପଂଚାୟତରାଜ ବିଭାଗ । ପାଣି ପାଇପ କାମ, ପମ୍ପ ଅପରେଟର, ସୌର ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ,…