Daily Archives

December 22, 2023

ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଓଡ଼ିଆ ଦାସ’। ଦ୍ୱିତୀୟ ଦିନରେ ବି ଦର୍ଶକଙ୍କ ପ୍ରବଳ ଭିଡ

କନକ ବ୍ୟୁରୋ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ବହୁ ପ୍ରତିକ୍ଷୀତ ନାଟକ ଓଡ଼ିଆ ଦାସ । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଆଧାରିତ ଏହି ନାଟକ ଦେଖିବା ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଟକ ଦେଖିବା…

ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ…

କନକ ବ୍ୟୁରୋ : ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ…

ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

କନକ ବ୍ୟୁରୋ : ରାଜଧାନୀରେ ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ନଦେବାରୁ ମୋମୋ ଦୋକାନୀକୁ ନିସ୍ତୁକ ମାଡ ମାରିଲେ ଓୟୁଏଟିର ଭେଟେନାରୀ ବିଭାଗ ଛାତ୍ର । ରାସ୍ତାକଡ ମୋମୋ ଦୋକାନୀଙ୍କୁ ରାସ୍ତାରେ ଗଡାଇ ତଡାଇ ମାଡ ମାରିଲେ ଓୟୁଏଟି ଛାତ୍ର । ସଂଘବଦ୍ଧ ଆକ୍ରମଣ କରି…

ରିଲିଜର ପ୍ରଥମ ଦିନର ହିଁ କମାଲ କଲା ପ୍ରଭାସଙ୍କ ସାଲାର । ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ସିନେମା

କନକ ବ୍ୟୁରୋ : ପରଦାକୁ ଆସିଲା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁପ୍ରତିକ୍ଷିତ ସିନେମା ‘ସାଲାର’ । ଆଦିପୁରୁଷ ପରେ ଦମଦାର୍ ଆକ୍ସନ ସହ ପରଦାକୁ ଫେରିଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ପ୍ରଥମ ଦିନରେ ଦେଶର ବିଭିନ୍ନ ସହରରେ ସାଲାରା ଦେଖିବାକୁ ସିନେମାହଲ ଆଗରେ ଲାଗିଛି ଦର୍ଶକଙ୍କ ପ୍ରବଳ ଗହଳି…

ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୋଲା ଧମକ । କହିଲେ ଦୁନିଆକୁ କହିବେ ସବୁ ସିକ୍ରେଟ

କନକ ବ୍ୟୁରୋ : ବାନ୍ଧବୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଧମକ ଦେଲା କନମ୍ୟାନ ସୁକେଶ ଚନ୍ଦ୍ରଶେଖର । ଜେଲରେ ଥାଇ ସୁକେଶ କହିଛି ଦୁନିଆ ସାମ୍ନାକୁ ଜ୍ୟାକଲିନଙ୍କ ଏମିତି କିଛି କଥାର ଖୁଲ୍ଲାସା କରିବ ଯାହାକୁ କେବେ କେହି ଜାଣିନଥିଲେ । ବାରମ୍ବାର ଚିଠି ଲେଖିବା ଘଟଣାରେ ଅଭିନେତ୍ରୀ…

ଉତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା । ଭାଇକୁ ଅଙ୍ଗଦାନ କରିବାରୁ ମହିଳାଙ୍କୁ ଛାଡପତ୍ର ଦେଲେ ସ୍ୱାମୀ

କନକ ବ୍ୟୁରୋ : ଉତରପ୍ରଦେଶରୁ ଆସିଛି ଆଶ୍ଚଯ୍ୟଜନକ ଖବର । ଅସୁସ୍ଥ ଭାଇକୁ କିଡନୀ ଦେବା ପରେ ମହିଳାଙ୍କୁ ତିନ ତଲାକ ଦେଲେ ସ୍ୱାମୀ । ଭାଇର ଜୀବନ ବଂଚାଇବାକୁ ଯାଇ ଗୋଣ୍ଡା ଜିଲ୍ଲାର ଜଣେ ମଂହିଳା ଭାଇକୁ କିଡନୀ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାଉଦିଆରବରେ ରହୁଥିବା ବ୍ୟକ୍ତି ସ୍ତ୍ୀଙ୍କ ତିନ…