Daily Archives

December 8, 2023

ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ…

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଟିଜର ଜାରି କରିଛି ପ୍ରଯୋଜନା ସଂସ୍ଥା । ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ…

ଶ୍ରୀସନ୍ଥଙ୍କୁ ‘ମ୍ୟାଚ୍ ଫିକ୍ସର’ କହିଲେ ଗମ୍ଭୀର । କ୍ରିକେଟ ପଡ଼ିଆରେ ଗମ୍ଭୀର-ଶ୍ରୀସନ୍ଥ ମୁହାଁମୁହିଁ

କନକ ବ୍ୟୁରୋ : ବୁଧବାର ସୁରଟରେ ଆୟୋଜିତ ହୋଇଥିଲା ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚ । କ୍ରିକେଟ ମଇଦାନରେ ଚାଲିଥାଏ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜିଆଂଟ ମଧ୍ୟରେ ଫାଇଟ । ସେପଟେ ଗ୍ୟାଲେରିରେ ଥିବା ଦର୍ଶକ ବି ମ୍ୟାଚର ଭରପୂର ମଜା ନେଉଥିଲେ । ହଠାତ ଧ୍ୟାନ ଆକର୍ଷଣ କରିଥିଲା ଦୁଇ…

ଦେଖିବାକୁ ମିଳିଲା ବୁଲେଟ ଟ୍ରେନ ଟର୍ମିନାଲର ପ୍ରଥମ ଝଲକ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୋସିଆଲ ମିଡିଆ…

କନକ ବ୍ୟୁରୋ : ଖୁବଶିଘ୍ର ଭାରତରେ ଗଡିବ ବୁଲେଟ ଟ୍ରେନ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ ଟ୍ରେନ ଟର୍ମିନାଲର ଭିଡିଓ ଜାରି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଗୁଜରାଟ ଅହମଦାବାଦ ସାବରମତୀରେ ନିର୍ମିତ ଆକର୍ଷଣୀୟ ବୁଲେଟ ଟ୍ରେନ ଟର୍ମିନାଲ । ସୋସିଆଲ ମିଡିଆ…

ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ

କନକ ବ୍ୟୁରୋ : ବିଦେଶରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ରଛାତ୍ରୀ । ୨୦୧୮ରୁ ଏବେ ସୁଦ୍ଧା ୪୦୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱର ୩୪ଟି ଦେଶକୁ ନେଇ ଏକ ରେକର୍ଡ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୪୦୩ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ…

କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କିଏ ହେବେ ପ୍ରାର୍ଥୀ? ପୁରୁଣା ନା ନୂଆ ଚେହେରା କରିବେ ଲଢ଼େଇ?

କନକ ବ୍ୟୁରୋ: ଆଗାମି ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରୁ ସାଂସଦ ପ୍ରାର୍ଥୀ ହେବ କିଏ?ବିଜେପିରୁ ବସନ୍ତ ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସରୁ ଭକ୍ତ ଚରଣ ଦାସ ନା ଆଉ କିଏ? ସବୁ ଦଳରୁ ଏକାଧିକ ଆଶାୟୀ ଥିବାବେଳେ କାହାକୁ ଦଳର ହାଇକମାଣ୍ଡ ଟିକେଟ ଦେବେ ତାହା ସ୍ପଷ୍ଟ ହୋଇନି ।…

ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI

କନକ ବ୍ୟୁରୋ : ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ । କ୍ରମାଗତ ପଂଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ । ରେପୋ ରେଟ୍ ୬ ଦଶମିକ ୫ ପ୍ରତିଶତ ଅପରିବର୍ତିତ ରଖିବାକୁ ଆରବିଆଇ ମନିଟାରୀ ପଲିସି କମିଟି ନିଷ୍ପତି ଗ୍ରହଣ କରିଥିବା ଆରବିଆଇ ଗଭର୍ଣ୍ଣର…