Daily Archives

November 19, 2023

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଚନ୍ଦ୍ର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ଦିଆଗଲା ଶେଷ…

କନକ ବ୍ୟୁରୋ : କଫିନ୍ ଭିତରେ ପଲିଥିନ ଘୋଡେଇ ହୋଇ ଆସିଛନ୍ତି ଯବାନ ସ୍ୱାମୀ । ସୀମାରେ ସହିଦ ହୋଇଥିବା ସ୍ୱାମୀଙ୍କ ଶେଷ ଦର୍ଶନ ବ୍ୟାକୁଳ ହେଉଛନ୍ତି ସ୍ତ୍ରୀ । ପଲିଥିନ୍ ଭିତରୁ ସ୍ୱାମୀଙ୍କ ମୁହଁକୁ ଆଉଁଶି ପକାଉଛନ୍ତି । ସେପଟେ ପୁଅର ମରଶରୀର ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବୁଢି ମାଆ ।…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, କାଲି ଦିନ…

କନକ ବ୍ୟୁରୋ : ନିଜ ମାଟିର ମଣିଷ, ଦେଶର ପ୍ରଥମ ନାଗରିକଙ୍କ ସ୍ୱାଗତ ଅପେକ୍ଷାରେ ମୟୂରଭଂଜ ଜିଲ୍ଲା ପ୍ରଶାସନ । ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩ ଘଂଟା ଆଗୁଆ ଆସିବେ ରାଷ୍ଟ୍ରପତି । ସୋମବାର ଦିନ…

ଓଡିଶାରେ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ ।ବିକଶିତ ହେବ ଭିତ୍ତିଭୂମି, ମିଳିବ ଗୁଣାତ୍ମକ ଶିକ୍ଷା

କନକ ବ୍ୟୁରୋ : ଭୁବନେଶ୍ୱର ରେଲବାଇ ଅଡିଟୋରିୟମ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ବା ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର ପିଏମଶ୍ରୀ ଯୋଜନା ପାଇଁ ଏମଓୟୁ କରିନଥିବାରୁ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ…

ସାରା ଦେଶରେ ଅଦ୍ଭୁତପୂର୍ବ କ୍ରିକେଟ୍ ଫିଭର । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନୀଳ ରଙ୍ଗର ଜନସମୁଦ୍ର, ଖେଳ ଦେଖିବାକୁ…

କନକ ବ୍ୟୁରୋ : ସାରାଦେଶରେ କ୍ରିକେଟର ଫିଭର । ଗାଁ ଠୁ ସହର, ସବୁଠି ଦେଖିବାକୁ ମିଳିଥିଲା କ୍ରିକେଟର କ୍ରେଜ । ବିଶ୍ୱକପ୍ ମହାମୁକାବିଲର କାଉଂଟଡାଉନ ଆରମ୍ଭ ହେବା ସହ ଭାରତୀୟ ଟିମର ବିଜୟ କାମନା କରି ଚାରିଆଡେ ଚାଲିଥିଲା ପୂଜାର୍ଚ୍ଚନା ଓ ହୋମଯଜ୍ଞ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ…

ବିଶ୍ୱବିଜୟୀ ହେବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୧ ରନ୍ । ଫାଇନାଲ୍ ଫାଇଟର ପ୍ରଥମ ୧୦ ଓଭର ପରେ ଭାରତର ବ୍ୟାଟିଂ…

କନକ ବ୍ୟୁରୋ : ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁବମନ ଗିଲ୍ । ଟସ୍ ହାରିଲେ ବି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତି ନେଇଥିବାରୁ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦୁନିଆର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ…

ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ବାଲିଯାତ୍ରାରେ ଟନେଲ୍ ଫିସ୍ ଆକ୍ୱାରିୟମରେ ବୁଲିବେ ଲୋକ

କନକ ବ୍ୟୁରୋ : ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ…