Daily Archives

November 7, 2023

ସଙ୍ଗଠନକୁ ଆସିବେ ରଜନୀକାନ୍ତ?ଉପବାଚସ୍ପତି ପଦରୁ ଦେଇପାରନ୍ତି ଇସ୍ତଫା !

କନକ ବ୍ୟୁରୋ : ୨୦୨୪ ପାଇଁ ଏବେଠୁ ନକ୍ସା ପ୍ରସ୍ତୁତ କଲାଣି ବିଜେଡି । କେଉଁ ଜାଗାରେ କିଏ ଲଢିବ, ହେଭୱେଟଙ୍କୁ କିଏ ଟକ୍କର ଦେବ ତାକୁ ନେଇ ରଣନୀତି ତିଆରି ଚାଲିଛି । ରାଜ୍ୟ ରାଜନୀତିର ସବୁଠାରୁ ହଟସିଟ ଢେଙ୍କାନାଳ ଓ ଅନୁଗୁଳକୁ ନେଇ ବିଜେଡି ପ୍ରସ୍ତୁତ କରିଛି ମେଗାପ୍ଲାନ । କାରଣ , ବିଜେପିର…

ବ୍ରହ୍ମଗିରିରେ ସକ୍ରିୟ ଉପାସନା ମହାପାତ୍ର । ଦାଦାଙ୍କ ସ୍ଥାନରେ ଏଥର ମଇଦାନକୁ ଓହ୍ଲାଇବେ ଝିଆରୀ

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ବେଳେ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହୋଇନଥିବାରୁ ଉପାସନା ମଇଦାନକୁ ଓହ୍ଲାଇ ନ ଥିଲେ । ଏଥିପାଇଁ ମଇଦାନଙ୍କୁ ଓହ୍ଲାଇଥିଲେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଲଳିତେନ୍ଦୁ ବିଜେଡିର ଟାଣୁଆ ନେତା ସଞ୍ଜୟ…

ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାକୁ ନେଇ ତେଜିଲା ରାଜନୀତି । ବିରୋଧୀଙ୍କ ଟାର୍ଗେଟରେ ବିଜେଡି ନେତା ସୁଶାନ୍ତ ସିଂ

କନକ ବ୍ୟୁରୋ : ବରଗଡ ଜିଲ୍ଲା ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାରେ ଲାଗିଛି ରାଜନୀତିର ନିଆଁ । ଶାସକ ଦଳର ବିଧାୟକ ସୁଶାନ୍ତ ସିଂଙ୍କୁ ଦାୟୀ କରି, ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀ ବରଗଡ ଏସପି ଅଫିସ ଘେରାଉ କରିବା ସହ ଧାରଣା…

୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା । ଭୁବନେଶ୍ୱରର ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ

କନକ ବ୍ୟୁରୋ : ଅଶାନ୍ତ ରାଜଧାନୀ । ଅସୁରକ୍ଷିତ ଶିଶୁକନ୍ୟା । ସମ୍ପର୍କୀୟ ଯୁବକର ଜଘନ୍ୟକାଣ୍ଡ ସାରା ରାଜ୍ୟର ମୁଣ୍ଡ ସବୁଦିନ ପାଇଁ ତଳକୁ କରି ଦେଇଛି । ଘୃଣ୍ୟ ମାନସିକତାର ସବୁ ସୀମା ଟପି ଯାଇ ମଣିଷ ଯେ, ସଇତାନ ରୁପୀ ରାକ୍ଷାସ ପାଲଟିଯାଏ ତାର ଜ୍ୱଳନ୍ତ ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି…

ଦୀପାବଳୀର ବାଣ, ବଡ କଟକଣା ଲଗାଇଲେ ସୁପ୍ରିମକାର୍ଟ । ପ୍ରଦୂଷଣ କରୁଥବା ବାଣକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଦେଲେ…

କନକ ବ୍ୟୁରୋ : ଦୀପାବଳିରେ ଫୁଟିବନି ବାଣ । ସାରା ଦେଶରେ ଘାତକ ବାଣ ଉପରେ କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣିବେଳେ କୋର୍ଟ କହିଛନ୍ତି, ଗତଥରର ଏହି ଆଦେଶ କେବଳ ଦିଲ୍ଲୀ ପାଇଁ ସୀମିତ ନଥିଲା ବରଂ ପୁରା ଦେଶ ପାଇଁ ଥିଲା । ଦିଲ୍ଲୀ ସମେତ ସାରା ରାଜ୍ୟରେ…

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେଲା ଶେଷ କୃତ୍ୟ

କନକ ବ୍ୟୁରୋ : ପ୍ରାୟ ୪୦ ବର୍ଷର ଏକ ସଫଳ ଯାତ୍ରାର ହୁଏତ, ଏଇଠି ଅନ୍ତ ହୋଇଯାଇଛି । ଜଣେ ସଫଳ ରାଜନେତା, ଲୋକପ୍ରିୟ ଜନପ୍ରତିନିଧି ଏବଂ ସୁଦକ୍ଷ ବାଚସ୍ପତି ଭାବେ, ସାରା ଓଡ଼ିଶାରେ ଛାପ ଛାଡ଼ି ଯାଇଥିବା ମହେଶ୍ୱର ମହାନ୍ତିଙ୍କ ସ୍ଥାନ ପୂରଣ ହେବା ଏତେ ସହଜ ନୁହେଁ । ତୃଣମୂଳସ୍ତରରୁ ରାଜନୀତି…