Daily Archives

November 3, 2023

ରେଭ୍ ପାର୍ଟି ଓ ସାପ ବିଷ । ଫସିଲେ ୟୁଟ୍ୟୁବର ଏଲବିସ୍, ବିଦେଶୀ ଯୁବତୀଙ୍କ ରେଭ୍ ପାର୍ଟିର ବଡ଼ ଖୁଲାସା

କନକ ବ୍ୟୁରୋ : ନୋଏଡାରେ ରେଭ୍ ପାର୍ଟିର ପର୍ଦ୍ଦାଫାଶ କରିଛି ପୁଲିସ । ଚଢ଼ାଉ କରି ୫ଟି କୋବ୍ରା ସାପକୁ ଉଦ୍ଧାର କରିଛି । ଏହି ମାମଲାରେ ନୋଏଡା ପୁଲିସ ରୁଜୁ କରିଥିବା ଏଫଆଇଆରରେ ବିଗ୍ ବସ୍ ଓଟିଟି ବିଜେତା ଓ ପ୍ରସିଦ୍ଧ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ନାଁ ମଧ୍ୟ ରହିଛି । ଏଲଭିସ୍, ବିଦେଶୀ…

ଉଗ୍ର ହେବ ଇସ୍ରାଏଲ-ହମାସ ଯୁଦ୍ଧ । ହେଜବୁଲ୍ଲାକୁ ମିଳିବ ରୁଷ ବିଦ୍ରୋହୀସେନା ସମର୍ଥନ! ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ…

କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧକୁ ଉଗ୍ର କରୁଛି ଲେବାନନ ଆତଙ୍କୀ ସଂଗଠନ ହେଜବୁଲ୍ଲା । ଅର୍ନ୍ତଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ଦାବି କରିଛି ହମାସର ବଳ ବଢାଇବାକୁ ଆଗେଇ ଆସିବ ରୁଷର ବିଦ୍ରୋହୀ ସେନା ୱାଗନର । ଯୁଦ୍ଧରେ ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେବାକୁ ହମାସକୁ ସମର୍ଥନ ଦେଉଥିବା…

ପେଶାରେ କୃଷକ କିନ୍ତୁ ନିଜେ ଗଢିଦେଇଛନ୍ତି ଜାହାଜ ସଦୃଶ୍ୟ କୋଠା । ଦେଖିବାକୁ ଜମୁଛି ଲୋକଙ୍କ ଭିଡ

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ । ମନୋବଳ ଓ ଇଚ୍ଛା ଶକ୍ତି ବଳରେ ମଣିଷ ଯେ କିଛି ବି କରି ପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗର ମିଟୁ ରାୟ । ମାଟି ଉପରେ ତୋଳିଛନ୍ତି ଟାଇଟନିକ ପରି ଘର । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ବାସିନ୍ଦା ମିଟୁ ରାୟ ଙ୍କ…

ଚାଷୀଙ୍କ ପାଇଁ ବିଜେଡି-ବିଜେପି ମୁହାଁମୁହିଁ: ବୈଠକରେ ନେତାଙ୍କ ମଧ୍ୟରେ କଥା କଟାକଟି

କନକ ବ୍ୟୁରୋ: ନିର୍ବାଚନକୁ ପ୍ରାୟ ୫ ମାସ ବାକି ରହିଛି । ଏପରି ସମୟରେ ସମ୍ବଲପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ବିଜେଡି-ବିଜେପିର ରାଜନୀତି ରୋଚକ ମୋଡ ଆଣିଥିଲା । ଚାଷୀଙ୍କ ପାଇଁ ହେଉଥିବା ବୈଠକରେ ଚାଷୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇ ଉଭୟ ବିଜେଡି ଓ…

ମନ୍ଦିରକୁ ଫେରିବ ମାଙ୍କ ଦୁଲର୍ଭ ମୂର୍ତ୍ତି: ଧମେନ୍ଦ୍ରଙ୍କୁ ଚିଠି ଲେଖି ଜଣାଇଲେ ନିର୍ମଳା

କନକ ବ୍ୟୁରୋ: ଯାଜପୁରକୁ ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର…

ମହଙ୍ଗା ପଡ଼ିଲା ପୁଲିସକୁ ଢେଲାପଥର ମାଡ଼: ଭୁବନେଶ୍ୱର ପଦ୍ମକେଶରୀପୁରରେ ପୁରୁଷଙ୍କ ପରେ ବନ୍ଧା ହେଲେ ୫୪ ଜଣ ମହିଳା

କନକ ବ୍ୟୁରୋ: ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ପୂରା ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଥବା ବେଳେ ଯୁଆଡ଼େ ଦେଖିବ, କୋକୁଆ ଭୟ । ଘଟଣାରେ ଏପର୍ଯ୍ୟନ୍ତ ୧୩୨ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୫୪ ହେଉଛନ୍ତି ମହିଳା…