Daily Archives

October 28, 2023

ମାନସିକ ଚାପରୁ କିପରି ଡାକ୍ତରଙ୍କୁ ମିଳିବ ମୁକ୍ତି? ରାଜ୍ୟ ବାହାରେ ଦିଆଯିବ ପ୍ରଶିକ୍ଷଣ

କନକ ବ୍ୟୁରୋ : ଡାକ୍ତରଙ୍କ ପାଖରେ ରୋଗୀଙ୍କ ଲମ୍ବା ଲାଇନ । ରୋଗୀଙ୍କ ସମସ୍ୟା ବୁଝିବା ସହ ସୁସ୍ଥ ହେବା ପାଇଁ ଦେଉଛନ୍ତି ପରାମର୍ଶ । ଏହି ଦୃଶ୍ୟ ହେଉଛି ଭୁବନେଶ୍ୱର କ୍ୟାପିଟଲ ହସପିଟାଲର । ସରକାରୀ ହେଊ କି ବେସରକାରୀ ସବୁ ଡାକ୍ତରଖାନାରେ ସମାନ ଅବସ୍ଥା । କେଉଁଠି ରୋଗୀଙ୍କ ଲମ୍ବା ଲାଇନ ତ…

ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ ।  ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ : ତାରିଖ ଅକ୍ଟୋବର ୨୬ । ସମୟ ସଂଧ୍ୟା ପାଖାପାଖି ୭ଟା । ବିନା ୟୁନିଫର୍ମରେ ଥାନାରେ ବସିଛନ୍ତି ମହିଳା ଆଇଆଇସି ମିନି ଭୋଇ ଏବଂ ତାଙ୍କ ପାଖରେ ଜଣେ ଛିଡା ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ମନ୍ଦିରରୁ ଚୋରି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ । ଥାନାରେ ଏକୁଟିଆ ଆଇଆଇସି…

ପୂର୍ବ ଚମକ ଫେରି ପାଇବ କି କଂଗ୍ରେସ ? ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସିଲାଣି । ସବୁ ଦଳ ମଧ୍ୟ ସଜବାଜ ହେଲେଣି । ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ବୋଲି ଭୋଟରଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହେଲାଣି । ଏଣୁ ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବାକୁ ଓଡିଶା ଆସିବେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଉଭୟ…

ଶେଷ ପର୍ଯ୍ୟାୟରେ ପହଁଚିଲା ଅମୃତ ମହୋତ୍ସବ । ପବିତ୍ର ମାଟି ନେଇ ଦିଲ୍ଲୀ ଅଭିମୁଖେ ଗଡ଼ିଲା ଟ୍ରେନ୍

କନକ ବ୍ୟୁରୋ : ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା । ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟି କଳସକୁ ଧରି ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ, ସାଂସଦ, ବରିଷ୍ଠ ନେତା ଓ କର୍ମୀ । ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଭି କେ ପାଣ୍ଡିଆନ । ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ…

କନକ ବ୍ୟୁରୋ : ନୂଆ ଦାୟିତ୍ୱ ପରେ ପୁରୀ ଗସ୍ତ କରିଛନ୍ତି ଭି.କେ.ପାଣ୍ଡିଆନ । ଶ୍ରୀମନ୍ଦିର ଚାରି ଦ୍ୱାର କାମ ବୁଲି ଦେଖିବା ସହ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ ଏସପି ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି…

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ସକାଳେ ଆଂଜୁଳା ଟେକା, ସଂଧ୍ୟା ପରିବର୍ତ୍ତେ ଦିନରେ ହେଲା ଚାନ୍ଦ ପୂଜା

କନକ ବ୍ୟୁରୋ : ଆକାଶରେ ଜହ୍ନ ଉଇଁବା ପୂର୍ବରୁ ଚଉରା ମୂଳେ ଚାନ୍ଦପୂଜା କରିଛନ୍ତି କୁମାରୀ ଝିଅ । କାରଣ ଆଜି କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଚଳିତବର୍ଷ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୂଜା ବିଧିରେ ଏହି ପରିବର୍ତନ ଦେଖିବାକୁ ମିଳିଛି ।…