Daily Archives

October 14, 2023

ଜିିତିଲା ଭାରତ, ହାରିଲା ପାକିସ୍ତାନ । ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ୱକପରେ ପୁଣି ହାରିଲା ଚିର…

କନକ ବ୍ୟୁରୋ: ବିଶ୍ୱକପରେ ପାକିସ୍ତାନକୁ ପୁଣି ହରାଇଲା ଭାରତ । ଅହମ୍ମଦାବାଦରେ ବିଜୟୀ ହେଲା ଟିମ୍ ଇଣ୍ଡିଆ । ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବଡ ବିଜୟ ହାସଲ କରିଛି ରୋହିତ ବାହିନୀ । ପାକିସ୍ତାନ ଟିମକୁ ଭାରତ ୭ ୱିକେଟରେ ପରାସ୍ତ କରିଛି ।…

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରେ ପଶିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଛି । ଗୋଟିଏ ପଟେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ବେଳେ ଇସ୍ରାଏଲ ମଧ୍ୟ ହମାସ ଚରମପନ୍ଥୀଙ୍କୁ ନିପାତ କରିବାକୁ ଶପଥ ନେଇଛି । ଏହି କ୍ରମରେ ଗତକାଲି ଇସ୍ରାଏଲ ସେନା ଗାଜାରେ ଥିବା…

ଯୁଦ୍ଧ ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ‘ଅପରେସନ ଅଜୟ’ରେ ଫେରୁଛନ୍ତି ଭାରତୀୟ

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ୨ୟ ପଯ୍ୟାୟରେ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି…

ଯୁବପିଢ଼ି ପାଇଁ କେନ୍ଦ୍ରର ବଡ଼ ଯୋଜନା । ଅକ୍ଟୋବର ୩୧ରେ ‘ମେରା ଯୁବା ଭାରତ’ ପ୍ଲାଟଫର୍ମ

କନକ ବ୍ୟୁରୋ: ଯୁବଶକ୍ତିର ଭରପୂର ଉପଯୋଗ ଏବଂ ଯୁବପିଢ଼ିର ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ମେରା ଯୁବା ଭାରତ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବଢ଼ାଇବା ଓ ସୃଜନଶୀଳତା ବୃଦ୍ଧି କରିବା ।…

ଗାଜାରେ ଭୟଙ୍କର ମାନବ ସଙ୍କଟ । ଇସ୍ରାଏଲର ଧମକ ପରେ ଘର ଛାଡୁଛନ୍ତି ପ୍ରାୟ ୧୧ ଲକ୍ଷ ଲୋକ । ସାଂଘାତିକ ରୂପ ନେଉଛି…

କନକ ବ୍ୟୁରୋ: ଗାଜାରେ ମାନବୀୟ ସଙ୍କଟ ଉପୁଜିପାରେ । ହମାସ ଆତଙ୍କୀକୁ ନିପାତ କରିବାକୁ ଇସ୍ରାଏଲ ଦୃଢ ସଂକଳ୍ପ ନେବା ପରେ ଏଭଳି ଏକ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉତ୍ତର ଗାଜାରେ ଏବେ ଇସ୍ରାଏଲ ସେନା ପ୍ରବେଶ କରିଛି । ଆଉ ଆତଙ୍କବାଦୀ ସଂଗଠନକୁ ଖୋଜି ଖୋଜି ନିପାତ…

ପୋଲିସ ହାତରେ ଲେଡି ଲୁଟେରା । ମାଷ୍ଟରମାଇଣ୍ଡ ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ । ନିଶା ଦେଇ କରୁଥିଲା ଲୁଟ୍

କନକ ବ୍ୟୁରୋ: ଆପଣମାନେ ବିଭିନ୍ନ ସମୟରେ ଶୁଣିଥିବେ ନିଶା ଦିଆ ଲୁଟେରା ଯାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ଲୁଟିଥାନ୍ତି । କେତେବେଳେ ଯାତ୍ରୀଙ୍କ ସହ ବନ୍ଧୁତା କରିବା ପରେ ନିଶା ବିସ୍କୁଟ ଦେଇ ତ ଆଉ କେତେବେଳେ ଚା’ରେ ନିଶା ଟାବଲେଟ୍ ମିଶାଇ ଲୁଟ୍ କରିଥାନ୍ତି । ତେବେ ମାଷ୍ଟରକ୍ୟାଣ୍ଟିନରେ…