Daily Archives

October 3, 2023

ବିହାରରେ ଜାତିଭିତିକ ଗଣନା ରିପୋର୍ଟ ପ୍ରକାଶ ପରେ ଓଡ଼ିଶାରେ ତେଜିଲା ଜାତି ରାଜନୀତି । ବିଜେଡି କହିଲା, ଓବିସି ଗଣନାକୁ…

କନକ ବ୍ୟୁରୋ: ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ଜାରି କରିଛି ଜାତିଗଣନା ରିପୋର୍ଟ । ଏହାକୁ ନେଇ ବିହାରରେ ରାଜନୀତି ସରଗରମ ରହିଥିବାବେଳେ ଅନ୍ୟ ରାଜ୍ୟ ଏ ନେଇ କି ଆଭିମୁଖ୍ୟ ଗ୍ରହଣ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତି ପାଇଁ ଜାତି ଜରୁରୀ ବିହାରରେ ଜାତିଗଣନା ପରେ…

ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ…

କନକ ବ୍ୟୁରୋ: ସହକାରୀ ଜିଲ୍ଳାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇ ଆଲିସ୍ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାତିଲେ ଆଦିବାସୀ । ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଏସପି ଅଫିସ୍ ଘେରାଉ କରିଛି ଜିଲ୍ଲା ଆଦିବାସୀ ସଂଘ । ହଜାର…

ବାଙ୍କୀ ଜାତିମୁଣ୍ଡିଆ ମହାନଦୀ ବ୍ରିଜରେ ବାଡ଼ରେ ପିଟି ହୋଇ ଝୁଲି ରହିଲା ବସ୍ । କ୍ରେନ ଯୋଗେ ଉଠାଗଲା ବସ୍ । ବଡ଼…

କନକ ବ୍ୟୁରୋ: ସୂତା ଖିଅରେ ଜୀବନ । ଅଳ୍ପକେ ବର୍ତିଲା ୬୦ ଯାତ୍ରୀଙ୍କ ଜୀବନ । ପାଦେ ଆଗେଇଥିଲେ ମହାନଦୀର ଗଭୀର ଜଳାଶୟରେ ବୁଡ଼ି ଯାଇଥାନ୍ତା ବସ୍ । ବାଙ୍କୀ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲ ଉପରେ ଘଟିଥିଲା ଲୋମଟାଙ୍କୁର ଭୟଙ୍କର ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ରେ ମାଡ଼ ହୋଇଥିଲା…

ସ୍ୱାଭାବିକ ହେଲାନି ବିଧାନସଭା । ଜନବିରୋଧୀ ଶବ୍ଦ ବାଦ ଓ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପିର ହଟ୍ଟଗୋଳ…

କନକ ବ୍ୟୁରୋ: ପୂର୍ବାହ୍ନରେ ଯାହା ସ୍ଥିତି ଥିଲା, ଅପରାହ୍ନରେ ଉଣାଅଧିକେ ସେଇ ସ୍ଥିତି । ଶାସକ-ବିରୋଧୀ ପରସ୍ପର ଦୋଷାରୋପ ଭିତରେ ଗୋଟିଏ ସପ୍ତାହ ଧରି ଗୃହରେ ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ଆରମ୍ଭ କରିଥିଲେ ହଟଗୋଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ…

୪୦ ବର୍ଷରେ ସମ୍ବାଦ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱନକ୍ଷତ୍ର ଉତ୍ସବ । ଅନୁରାଗ ଠାକୁର କହିଲେ, ସୋସିଆଲ…

କନକ ବ୍ୟୁରୋ: ୪୦ ବର୍ଷ ଧରି ଓଡିଶାବାସୀଙ୍କ ସ୍ୱର ପାଲଟିଛି ସମ୍ବାଦ । କାଲି ସମ୍ବାଦ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଆଉ ଏହାର ଅବ୍ୟବହିତ ପୂର୍ବରୁ ଆଜି ଆୟୋଜିତ ହୋଇଛି ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର…

ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍…

କନକ ବ୍ୟୁରୋ: ଶ୍ରଦ୍ଧା କିଏ? ଭାଟିକାନ ସିଟିକୁ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ମହିଳାଙ୍କ ପରିଚୟ କଣ? ଗତ କିଛି ଦିନ ଧରି ରାଜ୍ୟରେ ବିରୋଧୀ ନେତାମାନେ ଏହି ପ୍ରଶ୍ନ ପଚାରି ସରକାରକୁ ଘେରୁଥିବାବେଳେ, ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ…