Daily Archives

September 21, 2023

କାନାଡାରେ ପୁଣି ଗ୍ୟାଙ୍ଗୱାର । ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂଙ୍କୁ ହତ୍ୟା, ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ…

କନକ ବ୍ୟୁରୋ : କାନାଡାର ୱିନିପେଗ୍ ସିଟିରେ ଆକ୍ରମଣକାରୀଙ୍କ ଗୁଳିରେ ନିପାତ ହୋଇଛି ଖଲିସ୍ତନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂ ଓରଫ ସୁଖା । । ସୁଖାର ଫଟୋ ଭାରତୀୟ ତଦନ୍ତକାର ସଂସ୍ଥା ଏନଆଇଏ ଦିନକ ତଳେ ଜାରି କରିଥିଲା । ଏହି ତାଲିକାର ୩୩ ନମ୍ବରରେ ଥିବା ଗ୍ୟାଙ୍ଗଷ୍ଟର ଘର ହେଉଛି ପଞ୍ଜାବର…

ଭାରତ ସରକାରଙ୍କ କଡା ନିଷ୍ପତି । କାନାଡାବାସୀଙ୍କ ପାଇଁ ଭିସା ବ୍ୟବସ୍ଥା ବାତିଲ କଲେ ଭାରତ ସରକାର

କନକ ବ୍ୟୁରୋ : ବଢିଚାଲିଛି ଭାରତ-କାନାଡା ବିବାଦ । ଏହାରି ଭିତରେ କାନାଡ ଉପରେ ବଡ଼ ଆକ୍ସନ ନେଇଛି ଭାରତ । ଭିସା ବ୍ୟବସ୍ଥାକୁ ସସପେଣ୍ଡ କରିବା ସହ ନାଗରିକଙ୍କ ଏଂଟ୍ରି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ପ୍ରଥମେ ଉଭୟ ଦେଶ କୂଟନୀତିଜ୍ଞଙ୍କୁ ନିଲମ୍ବନ କରିବା ପରେ ଏବେ ଭାରତ କାନାଡା…

୨୦୨୯ ପୂର୍ବରୁ ଲାଗୁ ହେବ ମହିଳା ସଂରକ୍ଷଣ ବିଲ୍ । କଂଗ୍ରେସ କହିଲା, ଚାହିଁଲେ ତୁରନ୍ତ ସଂଶୋଧନ ବିଲ୍ ଲାଗୁ କରିପାରିବେ…

କନକ ବ୍ୟୁରୋ : ନୂଆ ସଂସଦ ଭବନରେ ୫ ଦିନର ସ୍ୱତନ୍ତ୍ର ଅଧିବେଶନ କେବଳ ମହିଳା ସଂରକ୍ଷଣ ନାଁରେ ରହିଲା । ସଂସଦ ଇତିହାସରେ ପ୍ରଥମଥର ପାଇଁ ଲୋକସଭାରେ କୌଣସି ବିଲ୍ ୪୫୪ ବନାମ ୨ ବହୁମତରେ ପାରିତ ହୋଇଛି । ସଂସଦରେ ଉପସ୍ଥିତ ପ୍ରାୟ ସବୁ ଦଳର ନେତା ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ।…

ପ୍ରତିଶୋଧ ପାଇଁ ବଦଳିଲା ଭାଷା: ଜନସେବକଙ୍କୁ କହିଲେ ଜନବିରୋଧୀ

କନକ ବ୍ୟୁରୋ: ସୌମ୍ୟ ରଂଜନଙ୍କୁ ଦଳରୁ ବହିଷ୍କାର କରାଯିବାର କାରଣ ଜନବିରୋଧୀ ଦର୍ଶାଇଛି ବିଜେଡି । କିନ୍ତୁ ସୌମ୍ୟରଂଜନ, ସବୁ ସୁଖ, ସୁବିଧାକୁ ପଛରେ ପକାଇ ଓଡିଶା ପାଇଁ ଯାହା କରିଛନ୍ତି ବୋଧହୁଏ, ଭୁଲିଯାଇଛି ଶାସକ ଦଳ । ଯିଏ ଓଡିଶା ଭାଷାର ପ୍ରଚାର ପ୍ରସାର, ମାଟିର ସ୍ୱାଭିମାନ ପାଇଁ ଲଢେଇ…

ପ୍ରଶ୍ନ ପଚାରିବାରୁ କାର୍ଯ୍ୟାନୁଷ୍ଠାନ: ବାହାନା ଦେଖାଇ ବିଜେଡିରୁ ବହିଷ୍କାର

କନକ ବ୍ୟୁରୋ: ଓଡିଶା ରାଜନୀତି ଇତିହାସରେ ଆଜିର ଦିନ ଏକ କଳାଦିନ ଭାବେ ଜଣାଯିବ । କାରଣ ଆମ ରାଜ୍ୟରେ ଚରମ ସ୍ଥିତିରେ ପହଂଚିଛି ପ୍ରତିଶୋଧ ପରାୟଣ ରାଜନୀତି । ପ୍ରଶ୍ନ ପଚାରିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସଚିବଙ୍କ ଖର୍ଚ୍ଚ ହିସାବ ମାଗିବାରୁ ଆଜି ସୌମ ରଂଜନ ପଟ୍ଟନାୟକଙ୍କୁ ବହିଷ୍କାର…

ପ୍ରାୟୋଜିତ ଅଭିଯୋଗ, ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ: ସହଯୋଗ ସତ୍ୱେ ସୌଜନ୍ୟତା ଭୁଲି ଗଲା ଇଓଡବ୍ଲୁ

କନକ ବ୍ୟୁରୋ: ତଦନ୍ତରେ ସବୁ ପ୍ରକାର ସହଯୋଗ ସତ୍ୱେ, ଆଜି ସବୁ ସୀମା ଟପି ଯାଇଛନ୍ତି ଇଓଡବ୍ଲୁ କର୍ମଚାରୀ । ବିନା ୱାରେଂଟ୍ରେ ଜୋର, ଜବରଦସ୍ତ ସମ୍ବାଦ କାର୍ଯ୍ୟାଳୟରେ ସିଜ୍ କରିଛନ୍ତି ସରକାରୀ ବାବୁ । ବିନା ଏଫଆଇଆର କପି ଓ ବିନା ୱାରେଂଟ୍ରେ ଆଖିବୁଜା ସର୍ଚ୍ଚ ଓ ସିଜ୍ କରିଛନ୍ତି । ଶହ ଶହ…