Daily Archives

September 14, 2023

ଚୀନକୁ ଆଇନା ଦେଖାଇଲେ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏମ ନରଭଣେ । ଚୀନର ଅସଲ ମାନଚିତ୍ର ପୋଷ୍ଟ କରି ଦେଲେ ଉଚିତ ଜବାବ

କନକ ବ୍ୟୁରୋ : ଚୀନକୁ ଆଇନା ଦେଖାଇଲେ ଭାରତୀୟ ସେନାର ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମଏମ ନରଭଣେ । ନିଜ ଟୁଇଟର ପେଜରେ ଚୀନର ଅସଲ ମାନଚିତ୍ର ପୋଷ୍ଟ କରିଛନ୍ତି ନରଭଣେ । ପୋଷ୍ଟ କରି ସେ ଲେଖିଛନ୍ତି ଶେଷରେ ଜଣେ କିଏ ଚୀନର ଅସଲ ମାନଚିତ୍ର ପାଇଛନ୍ତି । ମାନଚିତ୍ରରେ ଲଦାଖ ଓ ତିବଦ୍ଧ ସମେତ…

ସରିଲା ସମନ୍ୱୟ କମିଟି ବୈଠକ । ମିଶିଲା କି ମନ, ମିଳିଲା କି ସମାଧାନ?

କନକ ବ୍ୟୁରୋ : ବୁଧବାର ଦିଲ୍ଲୀରେ ବସିଥିଲା ଇଣ୍ଡିଆ ମେଂଟ ସମନ୍ୱୟ କମିଟି ବୈଠକ । ୨୬ଦଳଙ୍କୁ ନେଇ ଗଠିତ ମେଂଟ ବୈଠକରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା କୁହାଯାଉଛି । ବିଶେଷ କରି ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ…

ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜୋରଦାର ବିରୋଧ । ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇଫାଳ! ସମାନ୍ତରାଳ ସମାବେଶ…

କନକ ବ୍ୟୁରୋ: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ନିଜ ନିର୍ବାଚନମଣ୍ଡଳୀ ଜଳେଶ୍ୱରରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ବ୍ଲକ ଓ ପଞ୍ଚାୟତର କର୍ମୀ ଏକାଠି ହୋଇ ମନ୍ତ୍ରୀଙ୍କ ବିରୋଧରେ ମେଳି କରିଛନ୍ତି । ଆସନ୍ତା ନିର୍ବାଚନରେ ପରିବର୍ତ୍ତର୍ନର ନାରା ଦେଇଛନ୍ତି…

ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଘରେ ଶୋକର ଛାୟା । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ଗୁଇନ୍ଦା…

କନକ ବ୍ୟୁରୋ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ । କିଏ ନିଜର ଗୋଟେ ମାତ୍ର ପୁଅକୁ ହରାଇ ମର୍ମାହତ ହୋଇପଡିଛି ତ ପୁଣି କିଏ ସ୍ୱାମୀକୁ ହରାଇ ହତବାକ ହୋଇଛି । ଛୁଟିରେ ବାପା ଘରକୁ ଆସିବେ ବୋଲି ଚାହିଁବସିଛନ୍ତି କୁନି କୁନି ଛୁଆ । ସେପେଟେ ବୃଦ୍ଧ ବାପା ମା ଓ ସ୍ତ୍ରୀ ମଧ୍ୟ ବୀର…

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମସ୍ତଙ୍କ ଉପସ୍ଥିତ ପାଇଁ ହ୍ୱିପ ଜାରି କଲା ବିଜେପି । ୧୮ରୁ ୨୨ ପାଞ୍ଚ ଦିନ ଧରି ଚାଲିବ…

କନକ ବ୍ୟୁରୋ : ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଅଧିବେଶନରେ ଉପସ୍ଥିତ ରହିବା ପାଇଁ ସମସ୍ତ ସାଂସଦଙ୍କ ହ୍ୱିପ ଜାରି କରିଛି ବିଜେପି । ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି । ସରକାର ହଠାତ କ’ଣ ପାଇଁ ଅଧିବେଶନ ଡକାଇଲେ ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବାବେଳେ…

ଖୋଲୁଛି ଇରାନୀଙ୍କ ହନିଟ୍ରାପ୍ ଗୁମର । ଆସୁଛି ନୂଆ ନୂଆ ଅଭିଯୋଗ । ଫେସବୁକରେ ବନ୍ଧୁତା କରିବା ପରେ ବୁଣିଥିଲେ…

କନକ ବ୍ୟୁରୋ: ପ୍ରଥମେ ଫେସବୁକରେ ବନ୍ଧୁତା,ପରେ ହ୍ୱାଟ୍ସଆପରେ ସମ୍ପର୍କ ଓ ତାପରେ ଘରକୁ ଆସିବାର ନିମନ୍ତ୍ରଣ । ଆଉ ଶେଷକୁ ସଙ୍ଘବଦ୍ଧ ଆକ୍ରମଣ, ଅପହରଣ ଓ ବ୍ଲାକମେଲିଂ । କିଛି ଏଭଳି ଢଙ୍ଗରେ ଲୋକ ମାନଙ୍କୁ ଫଶାଇ ଟଙ୍କା ଲୁଟ କରିଛନ୍ତି ଇରାନୀ ଓ ଗ୍ୟାଙ୍ଗ । ଇରାନୀ ପାତ୍ର ଗିରଫ ପରେ ତାଙ୍କ…