Daily Archives

September 13, 2023

ଜି-୨୦ ସମ୍ମିଳନୀରେ ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ସଫଳ ସମ୍ମିଳନୀ…

କନକ ବ୍ୟୁରୋ : ଦିଲ୍ଲୀ ପୁଲିସ ସହ ସ୍ୱତନ୍ତ୍ର ଭାବେ ରାତ୍ରୀଭୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମିଳିଥିବା ସୂଚନା ଅନୁସାରେ ସୁରକ୍ଷାକାର୍ଯ୍ୟରେ ମୁତୟନ ଦିଲ୍ଲୀ ପୁଲିସର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହ ମୋଦୀ ରାତ୍ରୀଭୋଜନ କରିବେ । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି…

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ: ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, କିଛି ସ୍ଥାନରେ ଅତିପ୍ରବଳ ବର୍ଷା ଆଶଙ୍କା

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷାରେ ଦକ୍ଷିଣ ଓଡିଶା ବିଶେଷକରି କୋରାପୁଟ ଅଧିକ ପ୍ରଭାବିତ ହୋଇଛି । କେଉଁଠି ଅଫିସ ତ କେଉଁଠି ସ୍କୁଲରେ ପାଣି ପଶିଛି । ରେଳଧାରଣାରେ ପାଣି ଚାଲିବା ଫଳର କୋରାପୁଟ-ରାୟଗଡା ରେଳପଥରେ ଟ୍ରେନ ଚଳାଚଳ ପ୍ରଭାବିତ…

କେରଳରେ ପୁଣି ନିପାହା ଆତଙ୍କ । ଗତକାଲି ୨ଜଣଙ୍କ ମୃତ୍ୟୁ ପରେ ଆଜି ଆଉ ୪ଜଣ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : କେରଳରେ ହାଇଆର୍ଲଟ । ନିପାରେ ସଂକ୍ରମିତ ହୋଇ ୨ଜଣଙ୍କ ମୃତ୍ୟୁ ଓ ୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୁନ୍ନୁର, କୋଝିକୋଡ, ୟାଏନାଡ ମଲ୍ଲପୁରମରେ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ କଟକଣା ମଧ୍ୟ ଲଗାଯାଇଛି । କଂଟେନମେଂଟ…

ମୋଦୀଙ୍କ ବିରୋଧରେ କେମିତି ଲଢି଼ବ ‘ଇଣ୍ଡିଆ’? ସିଟ୍ ଭାଗବଂଟାକୁ ନେଇ ସହଯୋଗୀଙ୍କ ମତଭେଦ

କନକ ବ୍ୟୁରୋ: ଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ବୈଠକ । ଇଣ୍ଡିଆ ମେଂଟର ସମନ୍ୱୟ କମିଟି ବୈଠକରେ ଆସନ ବୁଝାମଣା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କମିଟି ଗଠନ ହେବା ପରେ ପ୍ରଥମଥର ପାଇଁ ବୈଠକ ବସିଛି । ବିଭିନ୍ନ କାରଣରୁ କମିଟିର ୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ହେମନ୍ତ ସୋରେନ୍, ଅଭିଷେକ ବାନାର୍ଜୀ ଓ…

ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ମିଳିଲା ସ୍ପେନ ନିର୍ମିତ ସି-୨୯୫ କାର୍ଗୋ ବିମାନ

କନକ ବ୍ୟୁରୋ : ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା । ସ୍ପେନର ସିଭିଲେ ସହରରୁ ଭାରତୀୟ ବାୟୁସେନା ପ୍ରଥମ ସି-୨୯୫ ଟେକ୍ନିକାଲ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନକୁ ଗ୍ରହଣ କରିଛନ୍ତି ଏୟାର ମାର୍ଶଲ ବି.ଆର ଚୌଧୁରୀ । ବାୟୁସେନା ପାଇଁ ଏହା ଏକ ସଫଳ ମାଇଲ୍ଖୁଂଟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।…

ବରଗଡ଼ରେ ‘ସ୍କ୍ରବ ଟାଇଫସ୍’ ଆତଙ୍ଗ: ବିଲକୁ ଯିବାକୁ ଡରୁଛି ଚାଷୀ  

କନକ ବ୍ୟୁରୋ: ଡେଙ୍ଗୁକୁ ନେଇ ଭୟ ଲାଗି ରହିଥିବାବେଳେ, ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ସ୍କ୍ରବ ଟାଇଫଓ କାମୁଡିବା ଯୋଗୁଁ ବରଗଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡିବା ପରେ, ଆତଙ୍କିତ ହୋଇପଡିଛନ୍ତି ଲୋକେ । ଆହୁରି ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି…