Daily Archives

July 28, 2023

ଖବର ବାଜିଲା, ଧାରଣା ବଦଳିଲା! ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ହେଲା କି ଅନ୍ତ? ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ । କଟକରେ ଜଣେ ମହିଳାଙ୍କୁ ପ୍ରଥମେ ଚଢାଇଛନ୍ତି ବସର କଣ୍ଡକ୍ଟର । ଗୋଟିଏ ଦିନରେ ହୁଏତ ବର୍ଷବର୍ଷ ଧରି ରହିଥିବା ଭ୍ରାନ୍ତ ଧାରଣା ପରିବର୍ତନ କରିବା ସମ୍ଭବ ନୁହେଁ । କିନ୍ତୁ…

ପାକିସ୍ତାନରୁ ଭିଡିଓ ଜାରି କଲେ ଭାରତୀୟ ମହିଳା ଅଂଜୁ । କହିଲେ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ଆସିଛନ୍ତି ପାକିସ୍ତାନ,…

କନକ ବ୍ୟୁରୋ : ପାକିସ୍ତାନରେ ବସି ଅଂଜୁ ସେହି ସବୁ ଦାବିକୁ ଖଣ୍ଡନ କରିଛନ୍ତି ଯାହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ବେଶ ଚର୍ଚ୍ଚା ହେଉଛି । ଅଂଜୁ କହିଛନ୍ତି ସେ ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଆସିଛନ୍ତି । ସବୁ ବୈଧ ଦସ୍ତାବିଜ ସହ କିଛି ଦିନ ପାଇଁ ପାକିସ୍ତାନରେ ରହିବାକୁ…

ସିବିଆଇ ହାତକୁ ଗଲା ମଣିପୁର ମାମଲା । ମହିଳାଙ୍କୁ ବିବସ୍ତ୍ର ଘଟଣାର ହେବ ତଦନ୍ତ, କେନ୍ଦ୍ର ଗୃହମନ୍ତ୍ରାଳୟର ନିଷ୍ପତ୍ତି

କନକ ବ୍ୟୁରୋ : ମଣିପୁର । ହିଂସା, ଉତେଜନା, ପ୍ରତିବାଦ, ହତ୍ୟା, ଲୁଟପାତରେ ଥରୁଛି । ଦୁଇମାସରୁ ଅଧିକ ସମୟ ହେବ ରାଜ୍ୟରେ ଯେଉଁ ସ୍ଥିତି ଜାରି ରହିଛି ତାହା ସବୁଠି ଚର୍ଚ୍ଚା ସାଉଁଟୁଛି । ଏହା ଭିତରେ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ମଣିପୁରରେ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା…

ମଣିପୁର ହିଂସା ତାତିରେ ହୁଲୁସ୍ତୁଲ ସଂସଦ । ୭ଦିନରେ ମଧ୍ୟ ଚାଲିପାରିଲାନି ମୌସୁମୀ ଅଧିବେଶନ, ଜୁଲାଇ ୩୧ପର୍ଯ୍ୟନ୍ତ…

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗକୁ ନେଇ ଅଚଳ ହୋଇପଡିଛି ସଂସଦର ମୌସୁମୀ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ଶୁକ୍ରବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟସଭା ସଭାପତି ଜଗଦୀଶ ଧନଖଡ ଓ ଟିଏମସି ସାଂସଦ ଡେରେକ ଓବ୍ରଏନଙ୍କ ମଧ୍ୟରେ ତର୍କ…

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ । ନୂଆ ନିଯୁକ୍ତି ନାହିଁ, ପାଠ ପଢ଼ାଉଛନ୍ତି ଠିକା ଶିକ୍ଷକ

କନକ ବ୍ୟୁରୋ: ରାଜ୍ୟର ବଢ଼ିଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା । ରାଜ୍ୟରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ଏହି ସ୍କୁଲରେ ୭୨ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ହେଲେ, ସାମନାକୁ ଆସିଛି ଭିତିଭୂମିର ବିକଳ ଚିତ୍ର । ଏକ ତଥ୍ୟ ଅନୁସାରେ ପ୍ରାୟ ୩୯ଟି ସ୍କୁଲରେ ସ୍ଥାୟୀ…

ନିର୍ଯାତନାର ମାଳମାଳ ଅଭିଯୋଗ । ହେଲେ ଦବଙ୍ଗ ଆଇଆଇସିଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ । କାହାର ଛତ୍ରଛାୟା…

କନକ ବ୍ୟୁରୋ: ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଲମ୍ବି ଚାଲିଛି ଅଭିଯୋଗର ତାଲିକା । ହେଲେ, ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନି । ଯାହାକୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ । ରାଜନୀତି ବି ଆରମ୍ଭ ହୋଇଛି । ଆଇଆଇସିଙ୍କ ବିରୋଧରେ…