Daily Archives

July 27, 2023

ଖୋଲିଲା ମାନସ ସ୍ୱାଇଁ ହତ୍ୟା ମାମଲାର ଫାଇଲ୍। କୋର୍ଟରେ ଶର୍ମିଷ୍ଠାଙ୍କ ଗୁମର ଖୋଲିଲେ ସାକ୍ଷୀ

କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାସନ ସ୍ୱାଇଁ ହତ୍ୟାକାଣ୍ଡ ମାମଲର ସାକ୍ଷ୍ୟ ଗ୍ରହଣ ଚାଲିଛି । ଭଦ୍ରକ ଜିଲ୍ଲା ଦୌରାଜଜ କୋର୍ଟରେ ଚତୁର୍ଥ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ୍ କୋର୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି…

ସଂସଦରେ ଥମୁନି ମଣିପୁର ହିଂସା ତାତି, ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, କଳାପୋଷାକ ପିନ୍ଧି…

କନକ ବ୍ୟୁରୋ : ହିଂସା, ଦଙ୍ଗା, ହଙ୍ଗାମା ଓ ମଣିପୁର । ସତେ ଯେମିତି ଏଗୁଡ଼ିକ ମଣିପୁର ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଗଲେଣି । ଗତ ତିନି ମାସ ହେବ ମଣିପୁରରୁ ହିଂସା, ହଙ୍ଗାମା ଆଦି ଥମିବାର ନାଁ ନେଉ ନାହିଁ । ଲଗାତର ଭାବେ ମଣିପୁରରେ କେଉଁଠି ଗୁଳିମାଡ଼ ତ କେଉଁଠି ଜଳାପୋଡ଼ା ଘଟଣା । ଆଉ ଏହାରି…

ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ। ଡ୍ରପ୍-ଆଉଟରେ ଏକ ନମ୍ବର

କନକ ବ୍ୟୁରୋ: ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ । ମାଧ୍ୟମିକସ୍ତରରେ ଡ୍ରପ୍-ଆଉଟରେ ଏକ ନମ୍ବର । ଶିକ୍ଷା କ୍ଷେତ୍ରରେ ଆଉ ଏକ ଅପଖ୍ୟାତି ଅର୍ଜନ କରିଛି ଓଡ଼ିଶା । ମାଧ୍ୟମିକ ଶିକ୍ଷା ସ୍ତରରେ ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ଓଡ଼ିଶାରେ ସର୍ବାଧିକ…

ରାଜସ୍ଥାନ ମାଟିରୁ ବିରୋଧୀ ମେଂଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ, କହିଲେ ଦୁର୍ନୀତି ଲୁଚାଇବା ପାଇଁ ଇଣ୍ଡିଆ ନାଁର…

କନକ ବ୍ୟୁରୋ : ରାଜସ୍ଥାନ ସଭା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାଜସ୍ଥାନ ସିକରରେ ପହଁଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ସମୟରେ ବିରୋଧୀ ଦଳ ମେଂଟ ଇଣ୍ଡିଆ ଉପରେ ସେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମେଂଟର ନାଁ ପରିବର୍ତନ…

ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା, ସାଢ଼େ ୮କୋଟି କୃଷକ ପାଇଲେ ସହାୟତା

କନକ ବ୍ୟୁରୋ: ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୪ତମ କିସ୍ତି ଆକାରରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଲେଖାଏଁ ଟଙ୍କା ଆସିଛି । ରାଜସ୍ଥାନର ସିକରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର…

ସମୟ ବଦଳୁଛି, ହେଲେ ବଦଳୁନି ମାନସିକତା । ମହିଳା ଯାତ୍ରୀଙ୍କୁ ପ୍ରଥମେ ବସରେ ନଚଢାଇବା ପ୍ରସଙ୍ଗ ପରିବହନ କମିଶନରଙ୍କୁ…

କନକ ବ୍ୟୁରୋ : ବସ୍ ଉପରକୁ ମହିଳା ପ୍ରଥମେ ଚଢ଼ିବାର ହୁଏତ ଆପଣ ଦେଖିନଥିବେ । ପ୍ରଥମେ କିଏ ଜଣେ ପୁରୁଷ ଚଢ଼ିବା ପରେ ହିଁ ମହିଳା ଯାତ୍ରୀମାନେ ବସକୁ ଉଠନ୍ତି । ଏମିତି କାହିଁକି ହୁଏ, ଯଦି ଏହାର ଉତର ଖୋଜିବେ, ଅନେକ ଅଦ୍ଭୁତ ଓ ଅନ୍ଧବିଶ୍ୱାସପୂର୍ଣ୍ଣ ଯୁକ୍ତି ସବୁ ପାଇବେ । କିଏ କୁହେ, ଅଶୁଭ ହୁଏ…