ଆଣ୍ଠୁ ଯନ୍ତ୍ରଣା ପାଇଁ କେରଳରେ ଆୟୁର୍ବେଦ ଚିିକିତ୍ସାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶହେବର୍ଷ ପୁରୁଣା ମଲ୍ଲପୁରମର ଆୟୁର୍ବେଦ ସଂସ୍ଥାରେ ଜୁଲାଇ ୨୯ ଯାଏଁ ଚାଲିବ ଚିକିତ୍ସା

92

କନକ ବ୍ୟୁରୋ : କେରଳଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗସ୍ତ ସମୟରେ ରାହୁଲ ଆୟୁବେର୍ଦ ଚିକିତ୍ସା କରାଉଥିବା ଜଣାପଡିଛି । ସୂଚନା ଅନୁସାରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲଙ୍କୁ ଆଣ୍ଠୁ ଯନ୍ତ୍ରଣା ସମସ୍ୟା ଦେଖାଦେଇଥିଲା ଓ ଏହାର ଚିକିତ୍ସା ପାଇଁ ମଲ୍ଲପୁରୁମର ୧୦୦ ବର୍ଷ ପୁରୁଣା ତତା ପ୍ରସିଦ୍ଧ ଆୟୁବେର୍ଦ ଚିକିତ୍ସା କେନ୍ଦ୍ରରେ ରାହୁଲ ପହଁଚିଛନ୍ତି । ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ ନେଇ ସୂଚନା ରହିଛି । ଚିକିତ୍ସା ପୂର୍ବରୁ ରାହୁଲ ବିଶ୍ୱମ୍ବରା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ କଥକକଲି ନୃତ୍ୟୁ ମଜା ଦେଖିଥିଲେ ।