Daily Archives

July 1, 2023

ପୁରୀରେ ହୋଟେଲ ନାଁରେ ନକଲି ସାଇଟ୍: ଅନଲାଇନରେ ବୁକିଂ କରି ଫସିଲେ ପର୍ଯ୍ୟଟକ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀକୁ ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ସମୁଦ୍ର ବେଳାଭୂମିରେ ବୁଲି ମଜା ଉଠାଇଥାନ୍ତି । ପର୍ଯ୍ୟଟକଙ୍କ ରହିବା ପାଇଁ ସହରରେ ରହିଛି ହୋଟେଲ, ଧର୍ମଶାଳା, ପାନ୍ଥଶାଳା । ଆଜିକାଲି ବାହାରୁ…

ସେଫଟୀ କମିଶନରଙ୍କ ରିପୋର୍ଟରେ ସାଂଘାତିକ ତଥ୍ୟ: ଦୁର୍ଘଟଣା ପାଇଁ ରିଲେ-ରୁମ୍ ଷ୍ଟାଫ୍ ଦାୟୀ!

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ରିପୋର୍ଟ ରେଳବାଇ ସୁରକ୍ଷା କମିଶନ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ଦୁର୍ଘଟଣା ପାଇଁ କିଏ ଦାୟୀ ସେ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରିପୋର୍ଟରେ କ’ଣ ସବୁ ଉଲ୍ଲେଖ କରାଯାଇଛି…

ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା: ଡେଙ୍ଗୁରେ ଶତକ ମାରିଲାଣି ଖୋର୍ଦ୍ଧା ଜିଲ୍ଲା!

କନକ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ମଶା ଚିନ୍ତା ବଢାଇଲାଣି । ଖାସ କରି ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀର ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ । ଆଗକୁ ଏହାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାକୁ ଏସଓପି ଜାରି ହୋଇଛି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ…

ରଥଯାତ୍ରାର ଶେଷ ପର୍ବ, ଆଜି ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର

କନକ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ତିନିଠାକୁର । ରଥାରୁଢ଼ ଠାକୁର ଗୋଟିପହଣ୍ଡିରେ ରତ୍ନସିଂହାସନକୁ ଫେରୁଛନ୍ତି । ନୀତିନିର୍ଘଂଟ ଅନୁସାରେ, ଆଜି ଭୋରରୁ ତିନିରଥରେ ମଙ୍ଗଲ ଆଳତୀ ପରେ ଅନ୍ୟ ନୀତି…

ଡେଲିଭରି ଗାର୍ଲଙ୍କ ସଂଘର୍ଷମୟ କାହାଣୀ । ପରିବାର ଚଳାଇବା ସହ ଅନାଥ ପିଲାଙ୍କୁ ପଢ଼ାଉଛନ୍ତି ପାଠ

କନକ ବ୍ୟୁରୋ : କଥାରେ ଅଛି ମା’ ରି କିଏ ହେବ । ତେବେ ସେ କେବଳ ଦୁଇ ସନ୍ତାନଙ୍କ ଜନନୀ ନୁହଁନ୍ତି ଏଭଳି ଅନେକ ପିଲାଙ୍କୁ ସେ ନିଜ ପିଲାଙ୍କ ଭଳି ପାଠ ପଢ଼ାଉଛନ୍ତି । ସକାଳୁ ଉଠି ନିଜର କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି ଆଉ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାର ପ୍ରତିପୋଷଣ ପାଇଁ କର୍ମରେ…

ୟୁନିଫର୍ମ ସିଭିଲ କୋଡକୁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ । କହିଲେ, ଏହା ଭାରତୀୟ ସଂସ୍କୃତିର ବିରୋଧୀ

କନକ ବ୍ୟୁରୋ : ୟୁନିଫର୍ମ ସିଭିଲ କୋଡକୁ ନେଇ ଦେଶର ରାଜନୀତି ଏବେ ସରଗରମ ରହିଛି । କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ ଆଣିବା ନେଇ ଘୋଷଣା କରିବା ପରେ ବିରୋଧୀଦଳମାନେ ଏହାକୁ ନେଇ ଅଡୁଆରେ ପଡିଛନ୍ତି । ଏହି କ୍ରମରେ କିଛି ବିରୋଧୀଦଳ ଏହାକୁ ନେଇ ନିରବ ଥିବା ବେଳେ ଆପ୍ ଓ ଜେଡିୟୁ ଏହାକୁ…