Monthly Archives

June 2023

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଶଦାବ ଖାନଙ୍କ ବଡ଼ ବୟାନ । କହିଲେ ଯଦି ଆମେ ଭାରତଠାରୁ ହାରୁ ତାହେଲେ..

କନକ ବ୍ୟୁରୋ : ବିଶ୍ୱକପର ଏକ ଗୁରୁତ୍ୱୂର୍ଣ୍ଣ ଲିଗ ମ୍ୟାଚରେ ଭାରତକୁ ଭେଟିବ ପାକିସ୍ତାନ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ସଂଘର୍ଷୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ । ଆଇସିସି କ୍ଷରୁ ତାରିଖ ଘୋଷଣା ହେବା ପରେ ମ୍ୟାଚ ପୂର୍ବରୁ ଅନେକ ଚର୍ଚ୍ଚା…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଶରତ। ପିସିସି ସଭାପତିଙ୍କ ପ୍ରଶ୍ନ, ରତ୍ନ ଭଣ୍ଡାର…

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଗଜପତି ମହାରାଜ, ରତ୍ନଭଣ୍ଡାର ଖୋଲିବାକୁ ଚାହୁଁଛନ୍ତି? ଯଦି ଶଙ୍କରାଚାର୍ଯ୍ୟ ଓ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ, ଗଣମାଧ୍ୟମରେ ଆଲୋଚନା ପରେ ଜାଣନ୍ତୁ କଣ କହିଲେ ଏନ ବିରେନ ସିଂ

କନକ ବ୍ୟୁରୋ : ମଣିପୁରରେ ଦୀର୍ଘ ୨ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ ମଣିପୁର ମୂୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଇସ୍ତଫା ଦେବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜ୍ୟପାଳ ଭବନ ନିକଟରେ ବିରେନ୍ ସିଂଙ୍କ ସମର୍ଥକମାନେ ଭିଡ ଜମାଇଛନ୍ତି ।…

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି । କହିଲେ, ଅଭିଯୋଗ ଭିତ୍ତିହୀନ

କନକ ବ୍ୟୁରୋ: ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ସୋସିଆଲ ମିଡିଆରେ ଭାଇରାଲ ପ୍ରଶ୍ନପତ୍ର ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ…

ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବେ ଧାୱନ୍, ମିଳିପାରେ ଅଧିନାୟକ ଦାୟିତ୍ୱ । ଏହି ବଡ ଟୁର୍ଣ୍ଣାମେଣ୍ଟରେ ଧରିବେ ଦଳର ମଙ୍ଗ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବାମହାତୀ ଷ୍ଟାର ଓପନର ଶିଖର ଧାୱନ୍ ଗତ ଗୋଟିଏ ବର୍ଷ ହେଲା ଦଳଠୁ ଦୂରରେ ରହିଛନ୍ତି । ୩୭ ବର୍ଷୀୟ ଏହି ଖେଳାଳି ଗତବର୍ଷ ବାଂଲାଦେଶ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିବାବେଳେ, ଆଇପିଏଲରେ ବି ତାଙ୍କ ଦଳ ପଞ୍ଜାବ କିଙ୍ଗସ୍ ସେମିିତି କିଛି ଚମତ୍କାର…

ବିହାରରେ ବଜ୍ରପାତ ନେଲା ୩ ଜୀବନ, ୪ ଗୁରୁତରଙ୍କ ଜାରିରହିଛି ଚିକିତ୍ସା

କନକ ବ୍ୟୁରୋ: ବିହାର ନାବାଦା ଜିଲ୍ଲାରେ ବଜ୍ରପାତ । ବଜ୍ରପାତ କାରଣରୁ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୪ ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଜଣେ ଗୁରୁତରଙ୍କୁ ବାରସଲିଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପାବାପୁରୀ ଡାକ୍ତରଖାନାକୁ…