ବାସୁଦେବପୁରରେ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ। ଜଣେ ଛାତ୍ରୀଙ୍କ ମୃତ୍ୟୁ

857

କନକ ବ୍ୟୁରୋ: ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ । ଭଦ୍ରକ ବାସୁଦେବପୁରରେ ଏମିତି ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।