Daily Archives

May 31, 2023

ମଣିପୁରରେ ହିଂସା ରୋକିବାକୁ ପ୍ରୟାସ । ମିସନ ମୋଡରେ କାମ କରୁଛନ୍ତି ଗୃହମନ୍ତ୍ରୀ । ଗୋଟିଏ ଦିନରେ ଅମିତ ଶାହାଙ୍କ ୯…

କନକ ବ୍ୟୁରୋ : ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ହିଂସାର ନିଆଁକୁ ଲିଭାଇବା ପାଇଁ ଅଣ୍ଟା ଭିଡିିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ୪ ଦିନିଆ ଗସ୍ତ ଅବସରରେ ମିସନ ମୋଡରେ ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି । କେବଳ ମଙ୍ଗଳବାର ଶାହା ୯ ଟି ଭିନ୍ନ ଭିନ୍ନ ବୈଠକ…

ବିଦେଶ ମାଟିରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ, ବିଜେପିର ଇଙ୍ଗିତରେ ଚାଲେ ଭାରତର ଗଣମାଧ୍ୟମ

କନକ ବ୍ୟୁରୋ : ପୁଣି ଥରେ ବିଦେଶରେ ପହଁଚି ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୧୦ଦିନିଆ ଆମେରିକାଗସ୍ତର ପ୍ରଥମ ଦିନରେ ରାହୁଲ ସାନ୍ ଫ୍ରାନସିସ୍କୋରେ ପହଁଚିବା ପରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଜ…

ବ୍ରିଜଭୂଷଣଙ୍କୁ ଗିରଫ କରିବା ମାମଲା : ପୋଲିସ୍ କହିଲା ନାହିଁ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ । ବ୍ରିଜଭୂଷଣ କହିଲେ…

କନକ ବ୍ୟୁରୋ : ଗଙ୍ଗାରେ ପଦକ ବିସର୍ଜନ କରିବାରୁ ଅଟକିଲେ କୁସ୍ତିଯୋଦ୍ଧା । ରବିବାର ନୂଆ ସଂସଦ ଭବନ ଆଡକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କୁସ୍ତି ଯୋଦ୍ଧା । ଯାହାପରେ ଦିଲ୍ଲୀ ପୋଲିସ୍ ବ୍ୟାରିକେଡ୍ ଲଗାଇ ସେମାନଙ୍କୁ ଅଟକାଇବା ସହ ହେପାଜତକୁ ନେଇଥିଲା । ତେବେ ଏହି ସମୟରେ ପୋଲିସ୍ ଓ…

ମଝି ଆକାଶରେ ମୁହାଁମୁହିଁ ହେଲେ ଚୀନ ଓ ଆମେରିକାର ଯୁଦ୍ଧ ବିମାନ । ଦକ୍ଷିଣ ଚୀନ ସାଗରରେ ପାଟ୍ରୋଲିଂ କରୁଥିବାବେଳେ…

କନକ ବ୍ୟୁରୋ : ଦୀର୍ଘଦିନ ହେବ ଜାରି ରହିଛି ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା । ଦକ୍ଷିଣ ଚୀନ ସାଗରରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦେଶର ଲଢୁଆ ବିମାନ । ଆମେରିକା ଅଭିଯୋଗ କରିଛି ଚୀନର ଏୟାରକ୍ରାପ୍ଟ ବାୟୁସୀମାରେ ଅନୁପ୍ରବେଶ କରିଛି । ଏଠାରେ ପାଟ୍ରୋଲିଂ କରୁଥିବା ଆମେରିକା ଲଢୁଆ…

ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ । କହିଲେ, କାହିଁକି ହୋଇନି…

କନକ ବ୍ୟୁରୋ : ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କଲେ ପୂବତନ ସାଂସଦ ବଳଭଦ୍ର ମାଝୀ । ବିକାଶ ସମ୍ପର୍କରେ ବିଜେଡି ନେତା ଦେଇଥିବା ଉଦବୋଧନକୁ ନେଇ ବର୍ଷିଛନ୍ତି ସାଂସଦ । ଝରିଗାଁରେ ଆୟୋଜିତ ଏକ ସଭାରେ ଝରିଗାଁ ବ୍ଲକର ବିକାଶ ନେଇ କିଛି ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମାଝୀ । ୩୦ ବଷ ହେଲା ବ୍ଳକର କୌଣସି…

ପଟ୍ଟାମୁଣ୍ଡାଇର ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ବାହାରୁଛି ଶହଶହ ଲିଟର ତେଲ । କି ତେଲ ଜାଣିବା ପାଇଁ ଚାଲିଛି ଯାଂଚ

କନକ ବ୍ୟୁରୋ : କୂଅରୁ ପାଣି ବଦଳରେ ବାହାରୁଛି ତେଲ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବେଲତଳ ଗାଁର ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ଶହଶହ ଲିଟର ତେଲ ବାହାରୁଛି । ଟିଣ ସାହାଯ୍ୟରେ ତେଲକୁ ବାହାର କରାଯାଉଛି । ସେହି ତେଲରୁ ଜାଳିଲେ ତାହା ଜଳୁଛି । ତେବେ ଏଗୁଡିକ ଡିଜେଲ…