Daily Archives

May 31, 2023

ନକଲି ମହିଳା ପୁଲିସକୁ ବାନ୍ଧିଲା ଅସଲି ପୁଲିସ । ରାଇରଙ୍ଗପୁର ବାଦଡା ଗାଁରେ ନିଜକୁ ପୁଲିସ ଅଫିସର କହି ବଟି ମାଗୁଥିଲେ…

କନକ ବ୍ୟୁରୋ : ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ । ପୁଲିସ ପୋଷାକ ପିନ୍ଧି ନିଜକୁ ପୁଲିସ ଅଫିସର ବୋଲି କହୁଥିଲେ ମହିଳା । ହତ୍ୟା ମାମଲା ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ୨୦ ହଜାର ଟଙ୍କା ଲାଂଚ ମାଗୁଥିଲେ । ଏନେଇ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଅଭିଯୋଗ ହେବା ପରେ…

କଂଗ୍ରେସ କାହାକୁ ଛାଡେନି, ସମସ୍ତଙ୍କୁ ସମାନ ଢଙ୍ଗରେ ଲୁଟେ  । ଆଜମେରରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ…

କନକ ବ୍ୟୁରୋ : ରାଜସ୍ଥାନରେ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜମେରରେ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି । ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିଶାଳ ରାଲି ସହ ଜନସଭାରେ ଯୋଗ ଦେଇଛନ୍ତି । ଏହି ଜନସଭାରେ ବିଜେପି ସରକାରର ସଫଳତା ବାବଦରେ କହିବା ସହ ବିରୋଧୀ…

ପୁଅର ସାକ୍ଷୀରେ ବାପାକୁ ସଜା । ଜେଜେ ମା’ ହତ୍ୟା ମାମଲାରେ ବାପାଙ୍କ ବିରୋଧରେ ସାକ୍ଷୀ ଦେଲା ପୁଅ

କନକ ବ୍ୟୁରୋ : ପୁଅର ବୟାନରେ ବାପାକୁ ଜେଲ । ମାତୃ ହତ୍ୟାକାରୀ ବାପାଙ୍କ ବିରୋଧରେ ସାକ୍ଷୀ ଦେଲା ପୁଅ । ଜେଜେ ମାଆର ହତ୍ୟାକାଣ୍ଡରେ ପୁଅର ସାକ୍ଷୀକୁ ଆଧାର କରି ହତ୍ୟାକାରୀ ବାପାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜେଜେ ମା’ଙ୍କ ହତ୍ୟାକାଣ୍ଡରେ ନାତି ସାକ୍ଷୀ । ସାକ୍ଷ୍ୟ ଗ୍ରହଣ…

ପରିଣତ ବୟସରେ ଜଗା ସେବାରେ ବିଭୋର ବୃଦ୍ଧା । ୯୫ ବର୍ଷରେ କାଳିଆ ପାଇଁ ପାଟବସ୍ତ୍ର ପ୍ରସ୍ତୁତ କରୁଛନ୍ତି ଖୋର୍ଦ୍ଧା…

କନକ ବ୍ୟୁରୋ: କାଳିଆ ପ୍ରେମରେ ବନ୍ଧା ୯୫ ବର୍ଷିୟ ବୃଦ୍ଧା । ଜଗାର ସେବା କରିବାକୁ ସମସ୍ତଙ୍କୁ ସୌଭାଗ୍ୟ ମିଳେ ନାହିଁ । ଭାଗ୍ୟ ଆଉ ମହାପ୍ରଭୁଙ୍କ କୃପା ଥିଲେ ତାଙ୍କ ସେବା କରିବାର ସୁଯୋଗ ମିଳେ । ସେମିତି ଜଣେ ସୌଭାଗ୍ୟବତୀ ବୃଦ୍ଧା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡାର ଆସେଲି ଦାସ ।…

ଇତିହାସ ଦୋହରାଇଲା ଉମରକୋଟର ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳ

କନକ ବ୍ୟୁରୋ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ୨୦୨୩ ଆଜି ପ୍ରକାଶ ପାଇଛି। ଉକ୍ତ ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଗୁରୁକୃପା ଉଚ୍ଚ ମାଧ୍ୟମିକ…

ସତର୍କ ରୁହ ୫ ଜିଲ୍ଲା ! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ପଢ଼ନ୍ତୁ କେଉଁ କେଉଁ…

କନକ ବ୍ୟୁରୋ: ଆସନ୍ତା ୩ ଘଣ୍ଟା ମଧ୍ୟରେ, ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ୫ ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, କୁଆପଥର ବର୍ଷାର ସମ୍ଭାବନା ରହିଛି । ତେଣୁକରି ଏହିସବୁ ଜିଲ୍ଲାରେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ…