Daily Archives

May 26, 2023

ସ୍ୱାମୀ ସାଜିଲା ସୈତାନ । ଜୁଆ ଖେଳିବାକୁ ସ୍ତ୍ରୀ ମଙ୍ଗଳସୂତ୍ର କି ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲା…

କନକ ବ୍ୟୁରୋ: ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ଜୁଆ ଖେଳିବାକୁ ସ୍ତ୍ରୀକୁ ମଙ୍ଗଳସୂତ୍ର ମାଗିଲା ସ୍ୱାମୀ । ସ୍ତ୍ରୀ ସେଥିରେ ରାଜି ନହେବାରୁ ରାକ୍ଷସ ପାଲଟିଗଲା ସ୍ୱାମୀ । ନିଜର ହିତାହିତ ଜ୍ଞାନ ଭୁଲି ଯାଇ, ପିଟିପିଟି ସ୍ତ୍ରୀକୁ ମାରି ଦେଇଛି ସୈତାନ ସ୍ୱାମୀ । କେନ୍ଦ୍ରାପଡା…

ସରକାରୀ ଘରେ ଚାଲିଥିଲା ମଦ ବେପାର । ଅସଲି ବ୍ରାଣ୍ଡର ବୋତଲରେ ବିକ୍ରି ହେଉଥିଲା ନକଲି ମଦ ।

କନକ ବ୍ୟୁରୋ: ସରକାରୀ କୋଠାରେ ଚାଲିଥିଲା ମଦ ବେପାର । ଆରଏସପି କ୍ୱାର୍ଟରରେ ନକଲି ମଦ କାରଖାନା ଚାଲିଥିଲା । ଷ୍ଟିଲସିଟି ରାଉରକେଲାର ସେକ୍ଟର ୧୯ ସ୍ଥିତ ଏକ ଆରଏସପି କ୍ୱାର୍ଟରରେ ବର୍ଷ ବର୍ଷ ଧରି ନକଲି ମଦ କାରଖାନା ଚାଲିଥିଲା । ଜନବସତି ମଧ୍ୟରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ହେଁ…

ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ରାତିରେ ଡାକ୍ତର ରହୁନଥିବା ନୋଟିସ୍ ମାରିଲେ…

କନକ ବ୍ୟୁରୋ: ଡାକ୍ତରଖାନା ଅଛି, ହେଲେ ରାତିରେ ଗଲେ ଆପଣଙ୍କୁ ଚିକିତ୍ସା ସେବା ମିଳିବ ନାହିଁ । କାରଣ ଡାକ୍ତରଖାନାରେ ରାତିରେ ଡାକ୍ତର ରହିବେ ନାହିଁ । ଏ କଥା ଆମେ କହୁନାହୁଁ । ଡାକ୍ତରଖାନାରେ ଲାଗିଥିବା ନୋଟିସ୍ ବୋର୍ଡକୁ ଦେଖି ଚାରିଆଡେ ଚର୍ଚ୍ଚା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଗୋଷ୍ଠୀ…

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳକଷ୍ଟ, ପାଣି ଅଭାବରୁ ଅଗାଧୁଆ ରୁହନ୍ତି ଗ୍ରାମବାସୀ ।

କନକ ବ୍ୟୁରୋ: ଅସହ୍ୟ ଖରା ସାଙ୍ଗକୁ ଜଳ କଷ୍ଟ ଏବେ କଲବଲ କଲାଣି । ଖରାପ୍ରଭାବରେ ନାଳ ଗାଡିଆ ଓ ଝରଣା ସୁଖିଯିବା ପରେ ଉପଉନ୍ତ ଗାଁ ରେ ଦେଖିବାକୁ ମିଳିଛି ଜଳ ଯନ୍ତ୍ରଣା । ପିଇବା ଓ ଗାଧେଇବା ପାଇ ଲୋକେ କରୁଛନ୍ତି ସଂଘର୍ଷ । ଦିର୍ଘ ସମୟ ଅପେକ୍ଷା କରି ନେଉଛନ୍ତି ପିଇବା ପାଣି ଟୋପାଏ । ଏପରି…

ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ । ଠେଙ୍ଗା ବାଡି ଧରି ଗୋଡାଇ ଗୋଡାଇ ପିଟିଲେ ମାଟି ମାଫିଆ ।

କନକ ବ୍ୟୁରୋ: ତହସିଲଦାରଙ୍କୁ ଆକ୍ରମଣ । ଢେଙ୍କାନାଳ ପରଜଙ୍ଗ ତହସିଲଦାର ଶୁଭ୍ର ପଟେଲଙ୍କ ଉପରେ ଆକ୍ରମଣ କରିଛନ୍ତି ମାଟି ମାଫିଆ । ତହସିଲଦାରଙ୍କ ଉପରେ ଜେସିବ ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ଜାଗାରୁ…

ମାଟ୍ରିକ ପରୀକ୍ଷା ପରେ ପରେ ନିଖୋଜ ହୋଇଗଲା ପୁଅ, ଫେରାଇ ଆଣିବାକୁ ମା’ କରୁଛି ନିବେଦନ…

କନକ ବ୍ୟୁରୋ: ନିଖୋଜ ହୋଇଯାଇଛି ପୁଅ ଆଉ ପୁଅକୁ ଫେରାଇ ଆଣିବା ପାଇଁ କାନ୍ଦି କାନ୍ଦି କୋହଭରା କଣ୍ଠରେ କହୁଛି ମା । ଗୋଟିଏ ମା ପାଇଁ ଏ ଯନ୍ତ୍ରଣା କୌଣସି ନର୍କ ଯନ୍ତ୍ରଣାଠାରୁ ବି କମ ନୁହେଁ । ପୁଅ ମାଟ୍ରିକ ପରୀକ୍ଷା ଦେଇଥିଲା, ଆଉ ପାସ ବି ହୋଇଥିଲା ହେଲେ ରେଜଲ୍ଟ ଦେଖିବା ପୂର୍ବରୁ କେଉଁ…