Daily Archives

May 26, 2023

ଗଙ୍ଗା ଆଳତୀ ଦେଖିବାକୁ ଆସିଥିଲେ ନାବାଳିକା । ନିଛାଟିଆ ଦେଖି ଗଣଦୁଷ୍କର୍ମ କଲେ ୪ ଜଣ ନର ପିଶାଚ ।

କନକ ବ୍ୟୁରୋ: ଗଙ୍ଗା ଆଳତୀ ଦେଖିବାକୁ ଯାଇଥିବା ନାବାଳିକା ସହ ଗଣଦୁଷ୍କର୍ମ । ଉତ୍ତରପ୍ରଦେଶ ବାରଣାସୀରୁ ଆସିଲା ମଣିଷ ଜାତିକୁ ଲଜ୍ଜିତ କରିଦେବା ଭଳି ଖବର । ବାରଣାସୀରେ ଜଣେ ୧୭ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଅଭିଯୋଗ ମୁତାବକ ୪ ଜଣ ନର…

ଗୋଟିଏ ହାତରେ ଆଇଏଏସ୍: ହାତ ହରାଇବି ହୋଇନଥିଲେ ହତାଶ, ଗୋଟିଏ ହାତରେ ବନିଗଲେ ଆଇଏଏସ୍

କନକ ବ୍ୟୁରୋ: ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ । ତାଙ୍କ ଅକ୍ଷମତା ଆଜି ତାଙ୍କୁ ସଫଳତାର ସିଢି ଚଢିବାରେ ରୋକ ଲଗାଇନାହିଁ । ଦିବ୍ୟାଙ୍ଗ ହୋଇ ମଧ୍ୟ ସଫଳତାର ଶୀର୍ଷରେ ଅଖିଳା ।  ପିଲା ବେଳୁ ନିଜ ହାତ ହରାଇଥିଲେ ମଧ୍ୟ ସେ ଆଇଏଏସ ହେବାର ସ୍ୱପ୍ନ ଦେଖିଥିଲେ । ଆଉ ଗୋଟିଏ ହାତରେ ଲେଖି…

ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ପ୍ରଗତି ହେବ, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋଦୀ ୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ…

କନକ ବ୍ୟୁରୋ : ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସେବା, ସୁଶାସନ…

କାକଟପୁର ମା’ ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଦାବି କଲେ ପୂଜକ । ବିଜ୍ଞାନ ଶିକ୍ଷକ କହିଲେ ବୈଜ୍ଞାନିକ କାରଣ ।

କନକ ବ୍ୟୁରୋ: କାକଟପୁର ଅଧିଷ୍ଟାତ୍ରୀ ମା’ ମଙ୍ଗଳାଙ୍କ ଅଲୌକିକତାକୁ ନେଇ ଅନେକ କିମ୍ବନ୍ଦନ୍ତୀ ରହିଛି । ପାଷାଣ ରୂପରେ ପୂଜା ପାଉଥିବା ମା’ଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ମାନସିକ ପୂରଣ ଧାଇଁ ଆସନ୍ତି ଭକ୍ତ । ସେହି ମା’ଙ୍କ ମନ୍ଦିରରୁ ଆସିଛି ଆଶ୍ଚର୍ଯ୍ୟ ଓ ଅଲୌକିକ ଦୃଶ୍ୟ । ପ୍ରବଳ…

ଭିତରୁ ଏମିତି ଦିଶୁଛି ନୂଆ ସଂସଦ ଭବନ… ଫଟୋରେ ଦେଖନ୍ତୁ ପାର୍ଲାମେଣ୍ଟ ଭବନର ଚିତ୍ର

କନକ ବ୍ୟୁରୋ: ସାମ୍ନାକୁ ଆସିଛି ନୂଆ ପାର୍ଲାମେଣ୍ଟ ଭବନର ପ୍ରଥମ ଚିତ୍ର । ଏହାର ଭିତରର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଛି । ଡ୍ରୋନ କ୍ୟାମେରାରେ ଏହାର ଭିତର ଓ ବିଲ୍ଡିଂ ଉପରର ଚିତ୍ର ଉତ୍ତଳନ କରାଯାଇଛି । ଏହା ଭିତରେ ଅନେକ ସୁବିଧା କରାଯାଇଛି । ନୂଆ ବିଲ୍ଡିଂରେ ବଡ ହଲ, ସହ ପାର୍କିଂ ଓ…

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ନିତାନ୍ତ ଆବଶ୍ୟକ, ଏତେ ଜନସଂଖ୍ୟାର ବୋଝ ଦେଶ ସହିପାରିବନି : ବାବା ରାମଦେବ 

କନକ ବ୍ୟୁରୋ : ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ପୁଣିଥରେ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ଏକ କାର୍ଯ୍ୟକ୍ରମରେ ରାମଦେବ କହିଛନ୍ତି, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ହେବା ଉଚିତ୍ । ଦେଶର ଜନସଂଖ୍ୟା ଏବେ ଦେଶ ପାଇଁ ଆଗକୁ ସାଂଘାତିକ ସ୍ଥିତି ସୃଷ୍ଟି କରିବ । ତେଣୁ…