Daily Archives

May 26, 2023

ସାବଧାନ! ଏମସରେ ମାତିଛନ୍ତି ଦଲାଲ: ଓପିଡି ଟିକେଟ ପାଇଁ ୨ରୁ ୧୦ ହଜାର ଟଙ୍କା ଦାବି କରୁଛନ୍ତି ଦଲାଲ୍

କନକ ବ୍ୟୁରୋ: ରୋଗୀ ବେହାଲ । ଦଲାଲ ମାଲାମାଲ । ରୋଗୀଙ୍କ ଅଭିଯୋଗ ଏମ୍ସରେ ଚାଲିଛି ଦଲାଲଗିରି । ଯାହାର ଟଙ୍କା ଅଛି ସେ ଟିକେଟ୍ ପାଇବ । ଆଉ ଯାହା ପାଇଁ ହସ୍ପିଟାଲ, ସିଏ ହଇରାଣ ହେବ । ଏକଥା ସେତେବେଳେ ପଦାକୁ ଆସିଛି, ଯେତେବେଳେ ଏମ୍ସରୁ ଦଲାଲଙ୍କୁ ଗିରଫ କରିଛି ଖଣ୍ଡିଗିରି ପୋଲିସ ।…

କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ: ପ୍ରଭାବିତ ହେବ କି ଶୈକ୍ଷିକ ବାତାବରଣ?

କନକ ବ୍ୟୁରୋ: ବିଶ୍ୱରେ ଅନେକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠି ମୋବାଇଲ ବ୍ୟାନ । ଦେଶରେ ମଧ୍ୟ ଅନେକ ଆବାସିକ ଶିକ୍ଷାନୁଷ୍ଠାନଗୁଡିକରେ ମୋବାଇଲକୁ ନିଷିଦ୍ଧ କରାଯାଇଛି । ଶିକ୍ଷାବିତ୍ଙ୍କ ମତରେ ମୋବାଇଲ ଶୈକ୍ଷିକ ବାତାବରଣକୁ କ୍ଷତି ପହଂଚାଇଥାଏ । ଶିକ୍ଷା ଅପେକ୍ଷା ମୋବାଇଲରେ ସାମାଜିକ…

ବଦଳିଲା ଜମି କିଣାବିକା ନିୟମ: ପ୍ରଥମେ ଅନଲାଇନରେ ହେବ ସ୍ଲଟ ବୁକିଂ, ପରେ ମିିଳିବ ରେଜିଷ୍ଟ୍ରେସନ ତାରିଖ 

କନକ ବ୍ୟୁରୋ: ଜମି କିଣାବିକା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିବିନି, କି ଘଂଟା ଘଂଟା ଧରି ଧାଡିରେ ଛିଡା ହେବାକୁ ପଡିବନି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜମି କିଣାବିକା ନିୟମକୁ ବଦଳାଇଛନ୍ତି ରାଜ୍ୟ ସରକାର । ଏଣିକି ଅନଲାଇନରେ ଆଗୁଆ ହେବ ସ୍ଲଟ ବୁକିଂ । ଲୋକଙ୍କ…

ଏବେ ବି ରହସ୍ୟ ଘେରରେ ନବ ଦାସଙ୍କ ହତ୍ୟା ପଛର ପ୍ରକୃତ କାରଣ: ଚାର୍ଜସିଟରେ କଣ ରହିଛି ଉଲ୍ଲେଖ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଏ ସମ୍ପର୍କରେ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଆଉ ବ୍ୟକ୍ତିଗତ କାରଣରୁ ଗୋପାଳ ନବ ଦାସଙ୍କ ହତ୍ୟା କରିଥିଲା ବୋଲି ଚାର୍ଜସିଟ୍ରେ ଦର୍ଶାଇଛି କ୍ରାଇମବ୍ରାଂଚ । ନବ ଦାସଙ୍କୁ…

ନବ ଦାସ ହତ୍ୟା ମାମଲାରେ ୫୪୩ ପୃଷ୍ଠାର ଚାର୍ଜସିଟ୍: ହତ୍ୟାକାଣ୍ଡର ରହସ୍ୟ ଖୋଲି ପାରିଲାନି କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ମେ’ ୨୯ରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪ ମାସ ପୂରୁଛି । ଏହାର ୩ ଦିନ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ବା ଅଭିଯୋଗ ପତ୍ର ଦାଖଲ କରିଛି କ୍ରାଇମବ୍ରାଂଚ । ୫୪୩ ପୃଷ୍ଠାର ଚାର୍ଜସିଟ୍ରେ ଅପରାଧ ଓ ତଦନ୍ତର ବିବରଣୀ ରହିଛି ।…

ରାଜନୀତିରେ ନିଆଁ ଲଗାଇଲା କ୍ରାଇମବ୍ରାଂଚ ଚାର୍ଜସିଟ୍! ରାଜ୍ୟ ସରକାରଙ୍କୁ ଘେରିଲେ ଉଭୟ କଂଗ୍ରେସ ଓ ବିଜେପି

କନକ ବ୍ୟୁରୋ: ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ୍ ଦାଖଲ କରିଥିବା ଚାର୍ଜସିଟ୍କୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଘଟଣାକୁ ଚପାଇବାରେ ରାଜ୍ୟ ସରକାର ସଫଳ ହୋଇଥିବା ବିଜେପି ଅଭିଯୋଗ କରିବା ସହ ଉଠାଇଛନ୍ତି ଏକାଧିକ ପ୍ରଶ୍ନ । ଯଦି ଗୋପାଳ ଦାସଙ୍କ…