Daily Archives

May 15, 2023

ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ବିମାନ: ଏବେ ବିଦେଶ ଯିବା ହେବ ସହଜ

କନକ ବ୍ୟୁରୋ: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିବାର ପ୍ରତୀକ୍ଷା ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡାଣର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ଉତ୍ସବ ମୁଖର ହୋଇଥିଲା ବିମାନବନ୍ଦର । ଏଣିକି ଏହି ବିମାନରେ, ସାରା…

ଟଙ୍କା ପାଇଁ ପାକ୍ ଏଜେଂଟ ସହ ମିଶାଇଥିଲେ ହାତ! ୟୁପିଆଇ ଜରିଆରେ ଓଡ଼ିଆ ଯୁବକଙ୍କ ପାଖକୁ ଆସୁଥିଲା ଟଙ୍କା

କନକ ବ୍ୟୁରୋ: କିଛି ଏଭଳି ଢ଼ଙ୍ଗରେ ଲମ୍ବିଥିଲା ଓଟିିପି ସ୍କାମର ଚେର । ପାକିସ୍ତାନରେ ବସିଥିଲେ ମାଣ୍ଡରମାଇଣ୍ଡ । ଯାହାର ନିର୍ଦ୍ଦେଶକୁ ଅନୁସରଣ କରୁଥିଲା ମହିଳା ପାକିସ୍ତାନୀ ଏଜେଂଟ୍ । ଏହି ଏଜେଂଟ୍୍ଙ୍କ ଇସାରାରେ ପରିଚାଳିତ ହେଉଥିଲେ ଓଡ଼ିଶାର ଯୁବକ । ଓଟିପି ସମ୍ପର୍କିତ ଯେଉଁ ସବୁ ତଥ୍ୟ ଏହି…

ଶିବକୁମାର ବନାମ ସିଦ୍ଦରମୈୟା: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ନିଆଯିବ ନିଷ୍ପତ୍ତି!

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ବହୁମତ ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ, ଏ ନେଇ ଚାଲିଛି ଅଙ୍କକଷା । କାରଣ କଂଗ୍ରେସର ଏହି ବିଜୟର ଶ୍ରେୟ ୨ ନେତାଙ୍କୁ ଯାଉଛି । କର୍ଣ୍ଣାଟକ ପିସିସି ସଭାପତି ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।…

ମହିଳା ଶକ୍ତିକୁ ନେଇ ବିଜେଡି ରଚିବ ୨୪ର ଚକ୍ରବ୍ୟୁହ, ସଂକେତ ଦେଇ ସାରିଲେଣି ବିଜେଡି ସୁପ୍ରିମୋ । ବ୍ୟୁହ ଭେଦିବା…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପରେ ୮ ଉପ-ନିର୍ବାଚନ ଦେଖିଛି ଓଡ଼ିଶା । ଯେଉଁଥିରେ ୭ଟି ଉପ-ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ଗୋଟିଏ ଉପ-ନିର୍ବାଚନରେ ବାଜିମାତ କରିଛି ବିଜେପି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୮ଟି ଆସନରୁ ଦଳ ୫ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ…

କୁନି ପିଲାକୁ କଷ୍ଟ ଦେଉଛି ବଢୁଥିବା ହାତ: ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ବାରମ୍ବାର ଦୌଡୁଛନ୍ତି ଅଭାବି…

କନକ ବ୍ୟୁରୋ: ଫୁଲି ଫୁଲି ଚାଲିଛି ଗୋଟିଏ ହାତ । ହାତର ଓଜନ ବୋହି ବୋହି ଚାଲିଛି କୁନି ପୁଅ । ଦେହର ଗୋଟିଏ ହାତ ବଢୁଥିବା ବେଳେ ଡାକ୍ତର କହୁଛନ୍ତି ମେରୁଦଣ୍ଡରେ ଟ୍ୟୁମର ହୋଇଛି । ତେଣୁ ପୁଅର ଚିକିତ୍ସା କରିବା ପାଇଁ ୫ ବର୍ଷ ହେଲା ଭୁବନେଶ୍ୱର ଏମ୍ସକୁ ଧାଉଁଛନ୍ତି ମାଆ । ହେଲେ ନା ମିଳୁଛି…

ମାଓ ସଂଗଠନ ବଦଳାଉଛି ଠିକଣା: ଆନ୍ଧ୍ର ଓଡିଶା ସୀମାରେ ଦୁର୍ବଳ ଲାଲ ସଂଗଠନ, କେକେବିଏନରେ ସକ୍ରିୟ

କନକ ବ୍ୟୁରୋ: ଆନ୍ଧ୍ର ଓଡିଶା ସୀମା ବା ଏଓବି ଅଂଚଳରେ ମାଓ ଦୁର୍ଗ ପତନ ପରେ ଏବେ ଓଡିଶାର ମଧ୍ୟ ଭାଗ ଉପରେ ମାଓବାଦୀଙ୍କ ନଜର । ବିଶେଷ କରି କେକେବିଏନ ନାଁରେ ନୂଆ ସଙ୍ଗଠନ ଗଠନ କରାଯାଇ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନାୟାଗଡ ଆଦି ଅଂଚଳରେ ମାଓ ସାମ୍ରାଜ୍ୟକୁ ବିସ୍ତାର କରିବାକୁ ଉଦ୍ୟମ…