Daily Archives

May 15, 2023

ନଦୀ ଖୋଳି ନାଳ ପୋତିଦେଲା ଠିକାଦାର: କଣାସରେ ଦୟା ନଦୀ ଖୋଳି ବେଣାଗାଁ ମାଇନର ସଫେଇ କେନାଲରେ ମାଟି ପକାଇଦେଲା ଠିକା…

କନକ ବ୍ୟୁରୋ: ନଦୀ ଖୋଳିବା ବାହାନାରେ କେନାଲ ପୋତିଦେଲା ଠିକା ସଂସ୍ଥା । ମାଟି ମାଫିଆ ଓ ଠିକା ସଂସ୍ଥାଙ୍କ ମଧୁଚନ୍ଦ୍ରିକାରେ ପେଶି ହେଉଛନ୍ତି ୧୨ରୁ ଅଧିକ ଗ୍ରାମବାସୀ । ଦୟା ନଦି ଖୋଳା ଆଳରେ ୫୦ ବର୍ଷର ପୁରୁଣା ବେଣାଗାଁ ମାଇନର ସଫେଇ କେନାଲ ପୋତି ଦିଆଯାଇଛି । ବାହାରେ ମାଟିକୁ ବିକ୍ରି…

ଆବାସ ଯୋଜନାରେ ଘର କଲେ ଜଣେ, ଟଙ୍କା ପାଇଲେ ଆଉ ଜଣେ: ମହାରାଷ୍ଟ୍ର ହିତାଧିକାରୀଙ୍କ ଆକାଉଂଟକୁ ଚାଲିଗଲା ମହାକାଳପଡା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରି ଫସିଗଲେ ହିତାଧିକାରୀ । ଯୋଜନାରେ ମିଳିବାକୁ ଥିବା ଟଙ୍କାକୁ ଭରସା କରି ଘର ତିଆରି ଆରମ୍ଭ କଲେ, ହେଲେ ଯୋଜନା ବାବଦ ଟଙ୍କା ତାଙ୍କ ଆକାଉଂଟକୁ ନଆସି ଆଉ ଜଣଙ୍କ ଆକାଉଂଟକୁ ଚାଲି ଯାଇଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକର…

ମିଶନଶକ୍ତିରେ ଗାଈ କିଣାରେ ମହାଦୁର୍ନୀତି: ମିଶନଶକ୍ତି ବିରୋଧରେ ଅଭିଯୋଗ ଆଣିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

କନକ ବ୍ୟୁରୋ: ‘ମିଶନ ଶକ୍ତିର ମିଶନ ଦୁର୍ନୀତି’ । ଏମିତି ସ୍ଲୋଗାନ ଦେଇ ବ୍ଲକ ଆଗରେ ଧାରଣାରେ ବସିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ବଦଳରେ ଚାପଗ୍ରସ୍ତ କରୁଛି ମିଶନଶକ୍ତିର ଗାଈ କିଣା ମହାଦୁର୍ନୀତି । ମିଶନଶକ୍ତି ବିରୋଧରେ ଅଭିଯୋଗ କରି ବ୍ଲକ ଆଗରେ ଗାଈ…

ମୋବାଇଲ ଖୋଲୁଛି ପାକିସ୍ତାନ ଲିଙ୍କ ଗୁମର: ଅଏସ କରିବାକୁ ପାକିସ୍ତାନ ମହିଳା ଏଜେଣ୍ଟ ସହ ମିଶାଇଥିଲେ ହାତ

କନକ ବ୍ୟୁରୋ: ମୋବାଇଲ ଖୋଲୁଛି ପାକିସ୍ତାନ ଲିଙ୍କ ଗୁମର । ଅଏସ କରିବାକୁ ପାକିସ୍ତାନ ମହିଳା ଏଜେଂଟ୍ ସହ ହାତ ମିଶାଉଛନ୍ତି ଓଡିଆ ଯୁବକ । ଓଟିପି ସେୟାରିଂ ନେଇ ଧଡପକଡ ପରେ ଏଭଳି ଚାଂଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ମାମଲାରେ ନୟାଗଡ଼ରୁ ୨ଜଣ ଓ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି…

କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ? ସିଦ୍ଦରମୈୟା ନା ଡିକେ ଶିବକୁମାର? କଂଗ୍ରେସ ପାଇଁ ପୁଣି ଏକ ଦ୍ୱନ୍ଦ୍ୱାତ୍ମକ…

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ । ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ଦ୍ୱନ୍ଦ । ଡିକେ ଶିବକୁମାର ନା ସିଦ୍ଦରମୈୟା କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଂଗ୍ରେସ ପାଇଁ ପୁଣି ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସିଦ୍ଦରମୈୟା,…

ଭୁବନେଶ୍ୱର: ତାତି ଭିତରେ ରାତି ପାହି ସକାଳ ହେଲେ ନିଇତି ଫୁଲରେ ଗଭା ସଜାଉଛି ସହର ।

କନକ ବ୍ୟୁରୋ: ଋତୁର ନାଁ ଗ୍ରୀଷ୍ମ, ରୋମାଞ୍ଚର ନାଁ ଫୁଲ । ରାଜଧାନୀର ନାଁ ଭୁବନେଶ୍ୱର, ଏଠି ରାତି ପାହି ସକାଳ ହେଲେ ଫୁଲରେ ଗଭା ସଜାଏ ସହର । ହଁ ଇଏ ପ୍ରୀତିର ସହର, ପ୍ରତାରଣାର ସହର । ଏଠି ଫୁଲ ସାଜେ ମୁକସାକ୍ଷୀ ପ୍ରତି ସମ୍ପର୍କର । ଏଠି ପବନରେ ଝୁଲଣା ବାନ୍ଧି ପତ୍ର ଯେତିକି ଦୋହଲେ, ଫୁଲ…