Daily Archives

May 13, 2023

କାହିଁକି କର୍ଣ୍ଣାଟକରେ ହାରିଲା ବିଜେପି ? ହାତରୁ ଖସିଗଲା ଦକ୍ଷିଣ ଭାରତର ପ୍ରବେଶ ଦ୍ୱାର । କେଉଁଠି ରହିଲା ଭୁଲ୍, କ’ଣ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ହେଭିୱେଟଙ୍କ ପ୍ରଚାର ସତ୍ତ୍ୱେ କର୍ଣ୍ଣାଟକରେ ବିଜେପି କାହିଁକି ହାରିଲା? ହାରିବା ପଛର କାରଣ କଣ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କର୍ଣ୍ଣାଟକରେ କାହିଁକି ହାରିଲା ବିଜେପି?…

କର୍ଣ୍ଣାଟକରେ ଉଠିଲା ହାତ, ଝାଉଁଳିଲା ପଦ୍ମ । କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ…

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପୂରା ଦଳ ଭିତରେ ଭରି ଦେଇଛି ସଞ୍ଜିବନୀ । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡିଛନ୍ତି ଦଳୀୟ ନେତାଠାରୁ କର୍ମୀ । ନୂଆ ଉତ୍ସାହ ଓ ଉଦ୍ଦୀପନା ଭରି ଯାଇଛି କଂଗ୍ରେସ ଶିବିରରେ । ଏହି ବିପୁଳ ବିଜୟ ପରେ କଂଗ୍ରେସର ବରିଷ୍ଠ ନେତା…

କୁଏତ ଓଡିଶା ଆସୋସିଏସନ ତରଫରୁ ଉତ୍କଳ ଦିବସ ପାଳିତ, ଯୋଗଦେଲେ କୁଏତ ରାଷ୍ଟ୍ରପତି

କନକ ବ୍ୟୁରୋ : କୁଏତ ଓଡିଶା ଆସୋସିଏସନ ୧୯୮୯ ମସିହାରୁ ଭାରତୀୟ ଦୂତାବାସ କୁଏତରେ ପଞ୍ଜିକୃତ ହୋଇଥିବା ଏକ ସାମାଜିକ-ସାଂସ୍କୃତିକ ସଂସ୍ଥା । ସଂସ୍ଥା ତରଫରୁ ଭାରତୀୟ ଉତ୍କଳ ଅଡିଟୋରିୟମରେ ଏପ୍ରିଲ ୨୮ ତାରିଖରେ ଉତ୍କଳ ଦିବସ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁଏତ…

ଝାରସୁଗୁଡା ଜିତିବା ପରେ ବାପାଙ୍କୁ ମନେ ପକାଇଲେ ଦୀପାଳି । କହିଲେ, ଫଳାଫଳ ପ୍ରମାଣିତ କରୁଛି ବାପାଙ୍କୁ କେତେ ଭଲ…

କନକ ବ୍ୟୁରୋ: ନିର୍ବାଚନରେ ଦୀପାଳି ବିଜୟୀ ହେବା ପରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ବାପାଙ୍କ କଥାକୁ ମନେ ପକାଇଥିଲେ ଝିଅ ଦୀପାଳି ଦାସ । ବାପାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାପା ନବ ଦାସ ଥିଲେ ଆଜି କେତେ ଖୁସି ହେଉଥାନ୍ତେ । ହେଲେ, ଆଜି ସେ…

ଝାରସୁଗୁଡାରେ ପୁଣି ଶଙ୍ଖନାଦ। ରେକର୍ଡ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ପରେ, ଝାରସୁଗୁଡା ଉପ-ନିର୍ବାଚନ ଶାସକ ଦଳ ବିଜେଡି ଓ ବିରୋଧୀଙ୍କ ପାଇଁ ଏସିଡ୍ ଟେଷ୍ଟ ଭଳି ଥିଲା । ନବ ଦାସଙ୍କ ହତ୍ୟା ପାଇଁ ଶାସକ ଦଳକୁ ଦାୟୀ କରି ବିରୋଧୀ ନିର୍ବାଚନୀ ପ୍ରଚାର କରିଥିଲେ । କିନ୍ତୁ ବିରୋଧୀଙ୍କ ରଣନୀତି କାମ ଦେଇନି । ଝାରସୁଗୁଡାବାସୀ ପୁଣି…

ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ…

କନକ ବ୍ୟୁରୋ : ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ବିଜେଡି ପ୍ରାଥୀ ବହୁ ବ୍ୟବଧାନରେ ବିଜୟୀ ହୋଇଥିଲେ ବି ଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ଦଳର ଭୋଟ ହାର ବଢିଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ…