Daily Archives

May 13, 2023

ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଉତ୍ସବ ମନାଇଲା ବିଜେଡି । ଶଙ୍ଖ ଭବନରେ ନେତା ଓ କର୍ମୀଙ୍କ ସହ ସାମିଲ ହେଲେ…

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନରେ ଐତିହାସିକ ବାଜିମାତ୍ ପରେ ବିଜୟ ଉତ୍ସବ ପାଳନ କରିଛି ବିଜୁ ଜନତା ଦଳ । ଭୁବନେଶ୍ୱର ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ବିଜୟ ଉତ୍ସବ ପାଳନ କରାଯାଇଛି । ଜୟ ଜୟକାର ନାନାରେ ମୁଖରିତ ହୋଇଥିଲା ଆଖପାଖ ଅଞ୍ଚଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ…

କର୍ଣ୍ଣାଟକରେ କଂଗ୍ରେସ ବିଜୟ ପଛର ଅସଲ ନାୟକ ଏହି ବ୍ୟକ୍ତି । ଜାଣନ୍ତୁ, କିଏ ଏହି ନିର୍ବାଚନ ରଣନୀତିକାର ସୁନୀଲ…

କନକ ବ୍ୟୁରୋ: କର୍ଣ୍ଣାଟକରେ ହାରିଛି ବିଜେପି, ବଡ ବିଜୟ ହାସଲ କରିଛି କଂଗ୍ରେସ । ସରକାର ପରିବର୍ତ୍ତନର ପରମ୍ପରା ପୁଣି କାୟମ ରହିବା ସହିତ ଦକ୍ଷିଣ ଭାରତର ଏହି ରାଜ୍ୟରେ ଉଠିଛି ହାତ । ତେବେ ଏହି ବିଜୟ ପଛରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଓ ଡିକେ ଶିବକୁମାରଙ୍କ ଭଳି ବଡ ବଡ ନେତାଙ୍କ…

ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋଙ୍କ ସମାଲୋଚନା । ୨୪ ପୂର୍ବରୁ ଡବଲ୍ ଇଞ୍ଜିନକୁ ନବୀନ କଲେ ନିଶାନା!

କନକ ବ୍ୟୁରୋ: ୨୪ ପୂର୍ବରୁ ନବୀନ କଲେ ଡବଲ ଇଞ୍ଜିନକୁ ନିଶାନା । ଶଙ୍ଖ ଭବନରୁ ବିରୋଧୀଙ୍କ ନୀତିକୁ ନେଇ କଲେ ସମାଲୋଚନା । ବିରୋଧୀଙ୍କୁ କଟାକ୍ଷ କରି ନବୀନ କହିଛନ୍ତି, ସିଙ୍ଗଲ ଇଞ୍ଜନ କି ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଲୋକଙ୍କ ଦୃଷ୍ଟିକୋଣରୁ ଶାସନ ହେଉଛି ଗୁରୁତ୍ୱପୂର୍ଣ୍ଣ…

କର୍ଣ୍ଣାଟକ ନିର୍ବାଚନରେ ବିଜୟ ପରେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହୁରି ପରିଶ୍ରମ କରିବାକୁ ବିଜେପି…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଯୋଗେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଲୋକଙ୍କ ଭରସା ଜିତିଥିବାରୁ କଂଗ୍ରେସକୁ ଶୁଭେଚ୍ଛା । ଏହାସହ କର୍ଣ୍ଣାଟକ ନିର୍ବାଚନରେ…

ଝାରସୁଗୁଡ଼ା ବିଜୟର ଶ୍ରେୟ ଝାରସୁଗୁଡ଼ାବାସୀଙ୍କୁ ଦେଲେ ନବୀନ, ବିରୋଧୀଙ୍କୁ କ’ଣ କଲେ କଟାକ୍ଷ ପଢ଼ନ୍ତୁ…

କନକ ବ୍ୟୁରୋ: ଝାରସୁଗୁଡ଼ାବାସୀଙ୍କୁ ଝାରସୁଗୁଡ଼ା ବିଜୟର ଶ୍ରେୟ ଦେଲେ ନବୀନ । ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋ ଝାରସୁଗୁଡ଼ାବାସୀ ଓ ବିଜେଡିର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ମହିଳାଶକ୍ତିର ବିଜୟ, ଏ ବିଜୟ…

କର୍ଣ୍ଣାଟକରେ କାହିଁକି ହାରିଲା ବିଜେପି? ପଢନ୍ତୁ, ‘ପଦ୍ମ’ ଦଳର ପରାଜୟ ପଛରେ ଥିବା ୫ ପ୍ରମୁଖ କାରଣ…

କନକ ବ୍ୟୁରୋ: କର୍ଣ୍ଣାଟକରେ ପୁଣି ହାତ ଉଠିଛି, ଆଉ ପଦ୍ମ ମଉଳିଛି । ୩୫ ବର୍ଷ ଧରି ଜାରି ରହିଥିବା ସରକାର ପରିବର୍ତ୍ତନର ପରମ୍ପରା ଏଥର ବି ଦେଖିବାକୁ ମିଳିଥିବାବେଳେ, କଂଗ୍ରେସକୁ କର୍ଣ୍ଣାଟକରେ ମିଳିଛି ବଡ ବିଜୟ । ତେବେ ଦକ୍ଷିଣ ଭାରତର ଏହି ରାଜ୍ୟରେ କାହିଁକି ହାରିଲା ବିଜେପି? ମୋଦୀଙ୍କ…