Daily Archives

May 11, 2023

୩ ବର୍ଷ ହେଲା ଅନ୍ଧାରରେ ରମେଶ ମଲ୍ଲିକଙ୍କ ଘର: ବର୍ଷେ ତଳୁ ଟଙ୍କା ନେଇ ବି ବିଜୁଳି ସଂଯୋଗ ଦେଉନି ବିଦ୍ୟୁତ୍ ବିତରଣକାରୀ…

କନକ ବ୍ୟୁରୋ: ଆଜି ବି ବିଜୁଳି ପାଇଁ କଲବଲ ହେଉଛନ୍ତି ଲୋକ । ଘରେ ଅଛି ମାଟ୍ରିକ ପଢ଼ୁଆ ଦିବ୍ୟାଙ୍ଗ ଝିଅ, ବିଜୁଳି ନଥିବାରୁ ସଂଜ ନଇଁଲେ ପାଠପଢ଼ା ବନ୍ଦ ହୋଇଯାଉଛି । ଦିନ ରୋଷେଇରେ ରାତି ଖାଇବା ଚଳିଯାଉଥିବା ବେଳେ ପ୍ରବଳ ଗରମ ଯୋଗୁଁ ପୁରା ପରିବାର ରାତି ଅନିଦ୍ରା ହେଉଛନ୍ତି । ସେପଟେ ବିଜୁଳି…

ପ୍ରଦୂଷିତ ହେଉଛି, ଢେଙ୍କାନାଳର ବ୍ରାହ୍ମଣୀ ନଦୀ: କଳକାରଖାନାର ବର୍ଜ୍ୟବସ୍ତୁ ଯୋଗୁଁ ବିଷ ପାଲଟିଲାଣି ନଦୀ ଜଳ

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଦେଇ ବୋହି ଯାଇଥିବା ବ୍ରାହ୍ମଣି ନଦୀ ଦିନକୁ ଦିନ ଦୂଷିତ ହେଉଛି । ନଦୀର ଜଳ ଏମିତି ହୋଇଛି ଯେ, ଏହା ପିଇବା ପାଇଁ ବ୍ୟବହାର କରିବା ସମ୍ଭବ ହେଉନାହିଁ । ପାଣି ବ୍ୟବାହାର କଲେ ବିଭିନ୍ନ ପ୍ରକାରର ଚର୍ମ ରୋଗ ହେବା ସହ କିଡନି ଖରାପ ହେଉଥିବା ଅଭିଯୋଗ ହୋଇଛି ।…

ନୟାଗଡ଼ ଚାନ୍ଦପୁର ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ: ଚଢ଼ାଉ କରିବାକୁ ଯାଇଥିବା ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ…

କନକ ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ଅଂଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ । ତହସିଲ ଏନ୍ଫୋର୍ସମେଂଟ ଟିମ୍କୁ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନ୍ଫୋର୍ସମେଂଟ ଟିମ୍ ପକ୍ଷରୁ ଚାନ୍ଦପୁର ଥାନା ପଟିଆ ପଂଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢାଉ କରାଯାଇଥିଲା । ଖଣି ମାଫିଆମାନେ…

ମାନସିକ ରଖି ମନ୍ଦିରରେ ଅଧିଆ ପଡିଥିବା ବେଳେ ଅଘଟଣ: ଦୀପରୁ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ କୂଅକୁ ଡେଇଁପଡିଲେ…

କନକ ବ୍ୟୁରୋ: ମାନସିକ କରି ମନ୍ଦିରରେ ଅଧିଆ ପଡିଥିଲେ ମହିଳା, ହେଲେ ଦୀପ ନିଆଁରେ ପୋଡ଼ି ହୋଇ ଚାଲିଗଲା ଜୀବନ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଗେରେଡ଼ା ଗାଁରେ ଏମିତି ଏକ ଅଘଟଣ ଘଟିଛି । ଦୀପରୁ ନିଆଁ ଲାଗିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗେରେଡା ଗାଁର ରମେଶ…

କେନ୍ଦ୍ରାପଡା ଇନ୍ଦୁପୁରର ନିଆରା ପରମ୍ପରା: ଚଣ୍ଡୀ ମାଆଙ୍କୁ ଶାନ୍ତ କରିବା ପାଇଁ ମୁଣ୍ଡ ବଦଳରେ ହୁଏ ମଣ୍ଡାପିଠା ଭୋଗ

କନକ ବ୍ୟୁରୋ: ଚଣ୍ଡୀଦେବୀଙ୍କ ପ୍ରତି ମାନସିକଧାରୀ ଓ ଅଞ୍ଚଳବାସୀଙ୍କ ପ୍ରଗାଢ ବିଶ୍ୱାସ ଓ ଭକ୍ତି ତଥା ମହାମାରୀ ସମୟରେ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା ସମଗ୍ର ଅଞ୍ଚଳରେ ଏକ ଦୈବୀ ପରିବେଶ ସୃଷ୍ଟି କରିଛି।ମାନସିକ ପୂରଣ ଠାରୁ ପୌରାଣିକ ଲୋକକଥା ଶ୍ରଦ୍ଧାଳୁଙ୍କୁ ଟାଣିଆଣେ ଦୁଇ ଜିଲ୍ଲାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ: କହିଲେ, ଶ୍ରୀ ଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା । କହିଲେ, ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ଶ୍ରୀ ଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବିଷୟରେ ଆଲୋଚନା ହେବା ସହ ଭୁବନେଶ୍ୱର ଏୟାରପୋର୍ଟ…