Daily Archives

May 11, 2023

ଭାରତରେ ଅଛି ମିନି ଆଫ୍ରିକା, ଏଠାରେ ବାସ କରୁଛନ୍ତି ହଜାର ହଜାର ଆଫ୍ରିକୀୟ

କନକ ବ୍ୟୁରୋ : ଅଦ୍ୟାବଧି ଆପଣ ଭାରତର ବିଭିନ୍ନ ଧର୍ମ ଓ ଜାତି ବିଷୟରେ ଶୁଣିଥିବେ ନିଶ୍ଚୟ । ଭାଷା , ପୋଷାକ ଏବଂ ରୀତିନୀତି ଅନୁସାରେ ଆପଣ ନିଶ୍ଚିତ ଭାରତରେ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ଜାତିର ଲୋକଙ୍କୁ ଦେଖିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶ ଭାରତରେ ଆଜିକୁ ଦୀର୍ଘ ୭୫୦ବର୍ଷ…

ଇମ୍ରାନ ଖାନଙ୍କ ଗିରଫଦାରୀକୁ ଅବୈଧ କହିଲେ ପାକ ସୁପ୍ରିମକୋର୍ଟ: ୧ ଘଣ୍ଟାରେ କୋର୍ଟରେ ହାଜର କରିବାକୁ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ: ଇମ୍ରାନ ଖାନଙ୍କ ଗିରଫ ପ୍ରସଙ୍ଗକୁ ନେଇ ବଡ ନିଷ୍ପତ୍ତି । ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ କହିଲେ ପାକ ସୁପ୍ରିମକୋର୍ଟ । କହିଲେ, ଇମ୍ରାନଙ୍କ ଗିରଫ ବେଆଇନ । ୧ ଘଣ୍ଟା ଭିତରେ ଇମ୍ରାନଙ୍କୁ କୋର୍ଟରେ ହାଜର କରିବାକୁ ଦେଲେ ନିର୍ଦ୍ଦେଶ । ଏହାସହ ଆହୁରି କହିଛନ୍ତି କି, ପାକିସ୍ତାନକୁ…

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ପାଇଁ ବଢିଲା ଅଡୁଆ, ଆତ୍ମକଥାରେ ଆପତ୍ତିଜନକ କଥା ପାଇଁ ୧ କୋଟି ଟଙ୍କାର…

କନକ ବ୍ୟୁରୋ : ସାମାଜିକ କାର୍ଯ୍ୟକର୍ତ୍ତା ଓ ଆସାମର ଏକ ବେସରକାରୀ ସଂସ୍ଥା ଚଳାଉଥିବା ଜଣେ ପଦାଧିକାରୀ ଭାରତର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାମରେ ୧ କୋଟି ଟଙ୍କାର ମାନହାନୀ ମାମଲା ଦାଖଲ କରିଛନ୍ତି । ମାମଲାରେ ଦାବି କରାଯାଇଛି କି, ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କ…

ଭାରତରେ ହେବ ବିଶ୍ୱକପ୍, ଖେଳିବ କି ପାକିସ୍ତାନ? ଆଇସିସି ଦେଲା ବଡ ସଂକେତ, କ୍ରିକେଟପ୍ରେମୀଙ୍କ ପାଇଁ ଆସିଲା ବଡ ଖବର ।

କନକ ବ୍ୟୁରୋ : ଏସିଆ କପକୁ ନେଇ ବିସିସିଆଇ-ପିସିବି ମଧ୍ୟରେ ବିବାଦ ଛିଡିନଥିବା ବେଳେ ଭାରତରେ ହେବାକୁ ଥିବା ବିଶ୍ୱକପକୁ ନେଇ ଆସିଛି ବଡ ଅପଡେଟ୍ । ବିଶ୍ୱକପରେ ପାକିସ୍ତାନ ଖେଳିବ କି ନାହିଁ ସେନେଇ ପିସିବି ପକ୍ଷରୁ ଆଇସିସିକୁ କୌଣସି ଲିଖିତ ଅନୁମତି ମିଳିନାହିଁ । ଏଭଳି ସ୍ଥିତିରେ ଭାରତରେ…

ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି: ତତ୍କାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଛି କିନ୍ତୁ ଉଦ୍ଧବ ଗୋଷ୍ଠୀର ନୈତିକ ବିଜୟ ହୋଇଛି । କାରଣ ମହାରାଷ୍ଟ୍ର ତତ୍କାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ତେବେ ଉଦ୍ଧବ ଗୋଷ୍ଠୀ ବିଧାନସଭାରେ…

ଇଟାଲିର ମିଲାନରେ ବିସ୍ଫୋରଣ। ସିଟି ସେଣ୍ଟରରେ ବିସ୍ଫୋରଣ।

କନକ ବ୍ୟୁରୋ: ଇଟାଲିର ମିଲାନରେ ବଡଧରଣର ବିସ୍ଫୋରଣ । ମିଲାନ ସିଟି ସେଣ୍ଟରରେ ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଗାଡିର ନିଆଁ ଲାଗିଯାଇଛି । ପାର୍କିଂରେ ଥିବା ଗାଡି ନିକଟରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।