Daily Archives

May 9, 2023

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ବାଡକୁ ଧକ୍କା ଦେଇ ୫୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ

କନକ ବ୍ୟୁରୋ: ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶ ଦେଖିଥିଲା ଭୟଙ୍କର ଦୁର୍ଘଟଣା । ସବୁଦିନ ପରି ଯାତ୍ରୀଙ୍କୁ ନେଇ ବାହାରିଥିବା ଏକ ଘରୋଇ ବସ ହଠାତ ନଦୀ ଉପରୁ ୫୦ଫୁଟ ତଳକୁ ଖସିପଡିଥିଲା । ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ଖରଗୋନଠାରେ । ଶୁଖିଲା ନଦୀ ପଠାରେ ବସ କଚାଡି ହୋଇପଡିବା ପରେ ଯାତ୍ରୀଙ୍କ…

୨୦୨୦ରେ ଗେହଲଟ ସରକାରଙ୍କୁ କିଏ ବଂଚାଇଥିଲେ? ବସୁନ୍ଧରା ରାଜେ ସିନ୍ଧିଆ ସାଜିଥିଲେ କି ସଙ୍କଟମୋଚକ

କନକ ବ୍ୟୁରୋ: ଏବେ ଏଭଳି କିଛି ପ୍ରଶ୍ନ ଭିତରେ ଗୁଡେଇ ତୁଡେଇ ହେଉଛି ରାଜସ୍ଥାନ ରାଜନୀତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଢୋଲପୁର ଜନସଭାରେ ଖୁଲମଖୁଲା ବସୁନ୍ଧରାଙ୍କୁ ନେଇ ଏମିତି କିଛି କଥା କହିବା ପରେ ଏବେ ରାଜ୍ୟରାଜନୀତିରେ ଭୁମିକମ୍ପ ସୃୃଷ୍ଟି ହୋଇଛି । ଏକ ଜନସଭାରେ ଗେହଲଟ…

କୋର୍ଟ ବାହାରୁ ଇମ୍ରାନ ଖାନଙ୍କୁ ଗିରଫ: ଯାଇଥିଲେ ଜାମିନ ପାଇଁ, କିନ୍ତୁ ହେଲେ ଗିରଫ

କନକ ବ୍ୟୁରୋ: ମଙ୍ଗଳବାର ଏକ ମାମଲାର ଶୁଣାଣୀ ପାଇଁ ଇସଲାମାବାଦ ହାଇକୋର୍ଟରେ ପହଁଚିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କୋର୍ଟ ଭିତରକୁ ଯିବା ପାଇଁ ଇମ୍ରାନ ଯେତେବେଳେ ବାୟୋମେଟ୍ରିକ୍ସରେ ଏଟ୍ରିଂ କରୁଥିଲେ ଠିକ ସେତିକି ବେଳେ ସେଠି ପହଁଚିଥିଲା ପାକିସ୍ତାନ ରେଂଜର୍ରସ…

ସୁପ୍ରିମକୋର୍ଟରେ ପହଁଚିଲା ଦ କେରଳ ଷ୍ଟୋରୀ: ପଶ୍ଚିମବଙ୍ଗରୁ ବ୍ୟାନ କଟକଣା ହଟାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ…

କନକ ବ୍ୟୁରୋ: ରିଲିଜ ପୂର୍ବରୁ ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ଯେତିକି ବିବାଦ ଦେଖାଦେଇଥିଲା ରିଲିଜ ପରେ ଏହାର ଅଧିକ ଘନେଇବାରେ ଲାଗିଛି । ଫିଲ୍ମର କାହାଣୀକୁ ନେଇ ଆରମ୍ଭ ହୋଇଥିବା ତିକ୍ତତା ଓ ବିବାଦ ଏବେ ଫିଲ୍ମ ଏବେ ପହଁଚିଛି ସୁପ୍ରିମକୋର୍ଟରେ । ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାର ନିଜ ନିଜ…

ଶୁଖିଲା ପଡ଼ିଛି ମହାନଦୀ । ପାଣି ଅଭାବରୁ ଚାଷ ଓ ଶିଳ୍ପ ପ୍ରଭାବିତ । ଆଇଓସିଏଲକୁ ପାଣି ଅଣ୍ଟୁନି, ଅନ୍ୟ ଶିଳ୍ପ ପାଇଁ…

କନକ ବ୍ୟୁରୋ: ଶୁଖିଲା ପଡିଛି ମହାନଦୀ । ଛତିଶଗଡ଼-ଓଡ଼ିଶା ଜଳ ବିବାଦ ଭିତରେ ଏବେ ମହାନଦୀରେ ପାଣି ପରିମାଣ କମିବାରେ ଲାଗିଛି । ମହାନଦୀରେ ପାଣି ନଥିବା ବେଳେ ଯୋବ୍ରା, ମୁଣ୍ଡଳୀ ଓ କାଠଯୋଡ଼ିର ନରାଜ ବ୍ୟାରେଜରେ ଯେତିକି ପାଣି ଅଛି, ସେତିକି ପାଣି ଶିଳ୍ପକୁ ଅଣ୍ଟୁ ନାହିଁ । ପାଣି ଅଭାବରୁ କଟକ,…

ଗ୍ରାହକ ବେହାଲ, ବିଲ୍ଡର ମାଲାମାଲ । ଟଙ୍କା ନେଲେ, ହେଲେ ଘର ଦେଲେନି । ସ୍ୱପ୍ନରେ ରହିଯିବ କି ସ୍ୱପ୍ନର ଘର?

କନକ ବ୍ୟୁରୋ: ବିଲ୍ଡର ଅଫିସରେ ହୋହଲ୍ଲା । ପାଟିତୁଣ୍ଡ ଯୁକ୍ତିତର୍କ । ନଛୋଡ଼ବନ୍ଧା ଗ୍ରାହକ, ହଟହଟା ବିଲ୍ଡର । ଏଭଳି ଖବର ଆସିଛି ଭୁବନେଶ୍ୱର ସହିଦନଗରରେ ଥିବା ଆରୟନ ଇନଫ୍ରା ବିଲ୍ଡର ଅଫିସରୁ । ଏହି ବିଲ୍ଡର ସଂସ୍ଥା ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ‘ଦି ପ୍ରେଷ୍ଟିଜ୍’ ନାମକ ଏକ…