Daily Archives

May 9, 2023

ପୋଷା କୁକୁରଙ୍କ ପାଇଁ ବିଏମସିର କଡା ନିୟମ । ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କଲେ, ସଫା କରିବେ ମାଲିକ । କୁକୁର…

କନକ ବ୍ୟୁରୋ: ପୋଷା କୁକୁରଙ୍କ ପାଇଁ ଆସିଲା କଠୋର ନିୟମ । ଏଣିକି ରାସ୍ତାରେ ପୋଷା କୁକୁର ମଳତ୍ୟାଗ କଲେ ତାକୁ ସଫା କରିବେ କୁକୁର ମାଲିକ । ବିଏମସି ପକ୍ଷରୁ ପୋଷା କୁକୁରଙ୍କ ମାଲିକଙ୍କ ପାଇଁ ଏଭଳି କିଛି ଶକ୍ତ ନିୟମ ରଖାଯାଇଛି । ବାଇ ଲ’ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଛି…

ପାକିସ୍ତାନରେ ହଟଚମଟ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗିରଫ । ଜୋର ଜବରଦସ୍ତ ଉଠାଇ ନେଲା ଅର୍ଦ୍ଧ ସାମରିକ…

କନକ ବ୍ୟୁରୋ: ଜେଲ୍ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇନସାଫର ମୁଖିଆ ଇମ୍ରାନ ଖାନ୍ । ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫବେଳେ କୋର୍ଟ ପରିସରରେ…

ଆସନ୍ତାକାଲି ଝାରସୁଗୁଡା ଭୋଟ୍ । ବିଧାୟକ ବାଛିବେ ୨ ଲକ୍ଷରୁ ଅଧିକ ଭୋଟର । ସେପଟେ ଦିନକ ପୂର୍ବରୁ ଆସିଲା ଶାଢ଼ି ବଣ୍ଟା…

କନକ ବ୍ୟୁରୋ: ଆସନ୍ତାକାଲି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପଡିବ ଭୋଟ୍ । ହେଲେ ଆଜି ସାଇଲେଣ୍ଟ ପିରିଅଡରେ ନିର୍ବାଚନ ଆଚରଣବିଧି ଉଲଂଘନ ହୋଇଥିବାର ଆସିଛି ଅଭିଯୋଗ । କୋଲାବିରା ବ୍ଲକର ଜମିଦାରପଡାରେ ଅଟୋରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଶାଢୀ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି ।…

ଘନୀଭୂତ ହେବାରେ ଲାଗିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତାକାଲି ସୁଦ୍ଧା ନେଇପାରେ ବାତ୍ୟାର ରୂପ । ଏପଟେ ବଢୁଛି ତାତି,…

କନକ ବ୍ୟୁରୋ: ସୁଦୃଶ୍ୟ ଲଘୁଚାପର ରୂପ ନେଇଛି ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ । ତେବେ ବାତ୍ୟାର ଗତିପଥ ବାଙ୍ଗଲାଦେଶ ଓ ମିଆଁମାର ଆଡକୁ ମୁହାଁଇପାରେ ବୋଲି ଆଇଏଡି ତାର ଆକଳନରେ…

ଆନ୍ଧ୍ର ସିଣ୍ଡ୍ରୋମ୍ ବନାମ ଶଶୀକଳା ସିଣ୍ଡ୍ରୋମ୍ । ବିଜେଡି-ବିଜେପି ଭିତରେ ତେଜିଲା ବୟାନବାଜି । ଆନ୍ଧ୍ର ସିଣ୍ଡ୍ରୋମ…

କନକ ବ୍ୟୁରୋ: କାଲି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଭୋଟ୍ ପଡିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମି-ଫାଇନାଲ ବୋଲି ବିଚାର କରାଯାଉଛି । ତେଣୁ ରାଜ୍ୟରେ ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି । ଗୋଟିଏ ରାଜନୈତିକ କ୍ୟାମ୍ପରୁ ଆସୁଥିବା ବୟାନର ଆଉ ଗୋଟିଏ ରାଜନୈତିକ କ୍ୟାମ୍ପରୁ…

ନବୀନ-ନୀତିଶଙ୍କ ଘଣ୍ଟାଏ ଆଲୋଚନା, ଏକାଠି ମଧ୍ୟାହ୍ନ ଭୋଜନ । ନବୀନ କହିଲେ, ହେଇନି ରାଜନୈତିକ ଆଲୋଚନା । ହେଲେ ଟୁଇଷ୍ଟ…

କନକ ବ୍ୟୁରୋ: ନବୀନ ନିବାସରେ ଦୁଇ ନେତାଙ୍କ ଭିତରେ ସାକ୍ଷାତ୍ ହେଉଥିଲା, ଆଉ ସାରା ଓଡିଶାର ନଜର ଟିଭି ପରଦାରେ ଲାଖି ରହିଥିଲା । କାରଣ ୨୦୨୪ ପୂର୍ବରୁ ମୋଦୀ ବିରୋଧୀ କରିବାର ସଂକଳ୍ପ ନେଇ ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲୁଛନ୍ତି ନୀତିଶ କୁମାର । ହେଲେ ଦେଖା ସାକ୍ଷାତ୍ ପରେ ସବୁ ଉକ୍ରଣ୍ଠା…