Daily Archives

May 1, 2023

ଜମୁଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର । ମୈଦାନରେ ବିଜେଡି ଓ ବିଜେପି ପ୍ରାର୍ଥୀ । ଏପଟେ ସକାଳେ ଇସ୍ତଫା ଦେଲେ,…

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ସକାଶେ ସବୁ ଦଳ ଓ ସବୁ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ହୋଇଛି। କେଉଁଠି ନିଜେ ପ୍ରାର୍ଥୀ ତ କେଉଁଠି ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ। ଆଉ…

ସହଜ ହେବ ବିବାହ ବିଚ୍ଛେଦ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ଛାଡପତ୍ର ପାଇଁ ୬ ମାସ ଅପେକ୍ଷା…

କନକ ବ୍ୟୁରୋ: ଏଣିକି ତୁରନ୍ତ ହୋଇପାରିବ ଛାଡ଼ପତ୍ର । ଛାଡ଼ପତ୍ର ପ୍ରସଙ୍ଗରେ ଏପରି ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ୬ମାସ ପର୍ଯ୍ୟନ୍ତ ସମୟ ଲାଗୁଥିଲା ଏବଂ ଦମ୍ପତିଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏବେ କିନ୍ତୁ ସୁପ୍ରିମକୋର୍ଟ ଚାହିଁଲେ ତୁରନ୍ତ…

ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ରାଇରଙ୍ଗପୁର ଗସ୍ତ । ସଜେଇ ହେଉଛି…

କନକ ବ୍ୟୁରୋ: ଗାଁକୁ ଫେରୁଛନ୍ତି ମାଟିର ଝିଅ । ଜନ୍ମମାଟିକୁ ଫେରୁଛନ୍ତି ସାରା ଓଡ଼ିଶାର ଗୌରବ । ଦେଶର ପ୍ରଥମ ନାଗରିକ, ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତକୁ ନେଇ ଯେତିକି ଉତ୍ସାହ ଅଛି, ତାଠୁ ଅଧିକ ଭାବପ୍ରବଣତା ଅଛି । ସଂଘର୍ଷରୁ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାମହିମଙ୍କ ପ୍ରଥମ ଗ୍ରସ୍ତ…

ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ପରିଖିବା ପାଇଁ ଆସିଲେ ବିଜେପି କେନ୍ଦ୍ରୀୟ ଟିମ୍ । ହିସାଂକାଣ୍ଡ ଅଞ୍ଚଳ ବୁଲିଦେଖିବା…

କନକ ବ୍ୟୁରୋ: ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁରରେ ହୋଇଥିବା ଦଙ୍ଗା ଏବେ ରାଜନୀତିରେ ବଡ ପ୍ରସଙ୍ଗ ପାଲଟିଛି । ହିଂସାକାଣ୍ଡର ସ୍ଥିତି ଯାଞ୍ଚ କରିବା ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ ସମ୍ବଲପୁରରେ ପହଞ୍ଚିଛି । ସେପଟେ ବିଜେଡି କହିଛି ଛୋଟମୋଟ ହିଂସାକାଣ୍ଡକୁ ସାମ୍ପ୍ରଦାୟିକ ଦଙ୍ଗାର…

ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । ଓଡିଆ ସାମ୍ବାଦିକତା ଜଗତରେ ଶୋକର ଛାୟା । 

କନକ ବ୍ୟୁରୋ: ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । ସୋମବାର ସକାଳେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ହେଲେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବା ସହିତ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ…

ଭଞ୍ଜନଗର ତାରସିଙ୍ଗି ରେଜ ଅଞ୍ଚଳରେ ହାତୀ ମଣିଷ ମୁଁହାମୁହିଁ: ସନ୍ଧ୍ୟା ହେଲେ ମାଟିଗାଡ଼ିଆ ଗାଁରେ ଉତ୍ପାତ କରୁଛି ଦନ୍ତା

କନକ ବ୍ୟୁରୋ: ହାତୀ ମଣିଷ ମୁଁହାମୁହିଁ । କବାଟ ଭାଙ୍ଗି ଘରେ ପଶିଗଲା ଦନ୍ତା ହାତୀ । ଭଂଜନଗର ଉତରଘୁମୁସର ବନଖଣ୍ଡର ତାରସିଂଗି ରେଜ ଅଚଂଳରେ ହାତୀ ମଣିଷ ମୁଁହାମୁହିଁ ହୋଇଛନ୍ତି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ଏହି ରେଂଜରେ ହାତୀ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଉଛି । ମାଟିଗାଡ଼ିଆ…