Daily Archives

May 1, 2023

ଯାତ୍ରା ଦେଖିବାକୁ ଯାଇଥିଲେ ପୂରା ପରିବାର, ରାତିରେ କଳାକନା ବୁଲାଇ ଦେଲେ ଲୁଟେରା

କନକ ବ୍ୟୁରୋ: ଘରୁ ସମସ୍ତେ ଏକକାଳିନ ବାହାରକୁ ଯାଉଥିଲେ ସାବଧାନ । କେତେବେଳେ ଆପଣଙ୍କ ଘରେ କଳାକନା ବୁଲାଇ ପାରନ୍ତି ଲୁଟେରା । କାରଣ ଏବେ କେନ୍ଦୁଝର ଜିଲ୍ଲାର ନନ୍ଦିପଡା ଥାନା ଅନ୍ତର୍ଗତ ଏକ ଗାଁରେ ସେମିତି ଏକ ଲୁଟ ହୋଇଛି । ଗାଁ ପାଖରେ ଅପେରା ପଡିଛି । ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର…

ବିବାଦ ଭିତରେ କୋଟିଆରେ ଆଧିପତ୍ୟ ଜାହିର କଲା ଆନ୍ଧ୍ର: ଫଗୁର-ସିନେରି ଓ ଫାଟୁ-ସିନେରିରେ ଦ୍ୱାରେ ଦ୍ୱାରେ ମୋ ସରକାର…

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତେଜିଲା ବିବାଦ । କୋଟିଆର ଫଗୁର ସିନେରି ଓ ଫାଟୁ ସିନେରିରେ ଲୋକଙ୍କୁ ଭେଟି ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରା । ଆନ୍ଧ୍ର ସରକାରଙ୍କ ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନାକୁ ଆରମ୍ଭ…

ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିନି ସରକାରଙ୍କ ଆବାସ ଯୋଜନା: ଟିଣ ଓ ପଲିଥିନ ଛପର ଗାଁ ମୋହନାର ଆରୁମପେଟା

କନକ ବ୍ୟୁରୋ: କେହି କଚ୍ଚା ବା ଚାଳ ଛପର ଘରେ ରହିବେ ନାହିଁ । ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ । ଧନୀଙ୍କ ଭଳି ଗରିବ ଲୋକ ମଧ୍ୟ କୋଠା ଘରେ ରହିବେ । ଏଥିପାଇଁ ସରକାର ଯୋଜନା କରି ବାହା-ବାହା ନେଉଛନ୍ତି । ହେଲେ ଏବେ ବି ରାଜ୍ୟର ଅନେକ ଗାଁରେ ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି…

ନବୋଦୟ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନରେ ବିଭ୍ରାଟ: ଓଡିଆ ଛାତ୍ରଙ୍କୁ ମିଳିଲା ତେଲଗୁ ପ୍ରଶ୍ନପତ୍ର

କନକ ବ୍ୟୁରୋ: ନବଦୋୟ ପ୍ରବେଶିକା ପରୀକ୍ଷାରେ ଦେଖାଦେଇଛି ପ୍ରଶ୍ନପତ୍ର ବିଭ୍ରାଟ । ଓଡିଆ ମାଧ୍ୟମରେ ପରିକ୍ଷା ଦେବାପାଇଁ ଅନଲାଇନରେ ଆବେଦନ କରିଥିବା ଛାତ୍ରଙ୍କୁ ମିଳିଲା ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରେ ଲେଖିନପାରି ଫେରିଲେ ଛାତ୍ର ଚିନ୍ତାରେ ଅଭିଭାବକ ଓ ଛାତ୍ର । କେନ୍ଦ୍ରାପଡା ଜିଲ୍ଲା…

ଆସିଲା କୁମ୍ଭୀରଙ୍କ ପ୍ରଜନନ ଋତୁ । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ୩ମାସ ଯାଏଁ ଭିତରକନିକା ବନ୍ଦ ।

ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି । ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି । ଏହି ସମୟ ବିରଳ କୁମ୍ଭୀରଙ୍କ…

ପ୍ୟାକେଟ୍ ପ୍ୟାକେଟ୍ କଫସିରଫ୍ ଜବତ । ୨ ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱର ବଜାରରେ ଭେଜାଲ କଫ୍‌ ସିରଫ୍‌ ଦେଖିବାକୁ ମିଳୁଛି। ଯେଉଁ କଫ୍‌ ସିରଫ୍‌ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ। ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର ଥାନା ପୁଲିସ ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଫ୍‌ ସିରଫ୍‌…