Daily Archives

April 15, 2023

ସିବିିଆଇ ନୋଟିସ ପାଇବା ପରେ ବର୍ଷିଲେ କେଜ୍ରିୱାଲ: ‘ମୁଁ ଯଦି ଚୋର, ଦୁନିଆରେ କେହି ନୁହଁନ୍ତି ସଚ୍ଚୋଟ’

କନକ ବ୍ୟୁରୋ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ନୋଟିସ୍୍ର ଠିକ୍ ଦିନକ ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରୁ ପାଦ ଯାଏଁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିବା ସହ ଜାଣିଶୁଣି…

କାହିଁକି ଅଶାନ୍ତ ହେଲା ସମ୍ବଲପୁର? ବିରୋଧୀ-ଶାସକ ମୁହାଁମୁହିଁ

କନକ ବ୍ୟୁରୋ: ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଗତ ୧୨ ତାରିଖରୁ ସମ୍ବଲପୁରରେ ଉତେଜନା ଜାରି ରହିଛି । ହିଂସାକାଣ୍ଡ ଓ ପୋଡ଼ାଜଳା, ସାସ୍କୃତିକ ସହରର ଶାନ୍ତି ନଷ୍ଟ କରିଛି । କର୍ଫ୍ୟୁ, ଇଂଟରନେଟ୍ ବନ୍ଦ, ସୀମା ସିଲ୍ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପୁଲିସ ପ୍ରଶାସନ ।…

ଚୀନକୁ ଏକ ଲକ୍ଷ ମାଙ୍କଡ଼ ରପ୍ତାନୀ କରିବ ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଶ୍ରୀଲଙ୍କା ଏଭଳି ନିଷ୍ପତି…

କନକ ବ୍ୟୁରୋ : ଚୀନ ଯିବେ ଶ୍ରୀଲଙ୍କା ମାଙ୍କଡ । ୧ ଲକ୍ଷ ମାଙ୍କଡ ଶ୍ରୀଲଙ୍କାରୁ ଚୀନ ଯିବା ନେଇ ସୂଚନା ମିଳିଛି । ଶ୍ରୀଲଙ୍କାରୁ ମାଙ୍କଡ ନେବାକୁ ଚୀନର ପ୍ରସ୍ତାବ ଦେଇଛି । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଶ୍ରୀଲଙ୍କା ତେଣୁ ମାଙ୍କଡ ମାନଙ୍କୁ ଚୀନକୁ ଦେଇ କିଛି ଅର୍ଥ ଉପାର୍ଜନ…

କର୍ଫ୍ୟୁ ଭିତରେ କଟକଣା କୋହଳ: ୨ଘଂଟା ଖୋଲିଲା ଦୋକାନ-ବଜାର, ଅତ୍ୟାବଶ୍ୟକ ଜିନିଷ କିଣିଲେ ଲୋକେ

କନକ ବ୍ୟୁରୋ: କର୍ଫ୍ୟୁ ଭିତରେ ସମ୍ବଲପୁରରେ ୨ଘଂଟା କଟକଣା କୋହଳ କରିଛି ପ୍ରଶାସନ । ଘୋଷଣା ଅନୁସାରେ, ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲିଥିଲା ଦୋକାନ- ବଜାର । ବହୁ ଦୋକାନ ବନ୍ଦ ରହିଥିବାବେଳେ ଛୋଟ ଛୋଟ ପରିବା ଦୋକାନୀ, ଫଳ ଦୋକାନୀ ଦୋକାନ ଖୋଲିଥିଲେ । କଟକଣା କୋହଳ…

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଦୁନିଆରେ ପ୍ରବେଶ କରିବେ ଟୁଇଟର ମାଲିକ ଏଲନ ମସ୍କ । ଏକ୍ସ ଡଟ ଏଆଇ କରପୋରେସନ ନାମରେ…

କନକ ବ୍ୟୁରୋ : ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତା ଦୁନିଆରେ ପ୍ରବେଶ କରିବେ ଟୁଇଟର ମାଲିକ ଏଲନ ମସ୍କ । କିଛି ଦିନ ପୂର୍ବରୁ ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ଅତ୍ୟଧିକ ପରିକ୍ଷା ନିରିକ୍ଷାକୁ ବିରୋଧ କରୁଥିଲେ ମସ୍କ କିନ୍ତୁ ଏବେ ଏକ୍ସ ଡଟ ଏଆଇ କରପୋରେସନ ନାମରେ କମ୍ପାନୀ…

ଉତ୍ତେଜନା ଭିତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ବଲପୁରରେ କର୍ଫ୍ୟୁ: ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ, ସହରରେ ପୁଲିସ ଛାଉଣୀ

କନକ ବ୍ୟୁରୋ: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ସମ୍ବଲପୁରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ନେଇ ଭିତରେ ଭିତରେ ଲାଗି ରହିଛି ଚାପା ଉତେଜନା । ଗତକାଲି ରାତିରେ ଗୋଟିଏ ପଟେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବାବେଳେ, ଅନ୍ୟପଟେ ଉତେଜନା ପ୍ରକାଶ ପାଇବା ପରେ, ପ୍ରଶାସନ ଏହାକୁ ଗୁରୁତର ସହ…