Daily Archives

April 15, 2023

ସିବିଆଇ ସମନ ପାଇବା ପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ କହିଲେ ଯଦି ସେ ଚୋର ତେବେ କେହିବି ନୁହଁନ୍ତି…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆସିଛି ନୂଆ ମୋଡ । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରେ ଏବେ ସିବିଆଇ ରାଡ଼ାରକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏପ୍ରିଲ ୧୬ରେ ଜେରା ପାଇଁ ସିବିଆଇ ନିକଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ…

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଚୀନର ବଡ ନିଷ୍ପତି । ଦୁଇ ଦେଶଙ୍କୁ କୌଣସି ପ୍ରକାର ସାମରିକ ସହାୟତା ନଦେବା ପାଇଁ ଘୋଷଣା…

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ୧୪ ମାସ ପୂରିସାରିଛି । ଏବେ ବି ଚାଲିଛି ଦମନଲୀଳା । ଏହା ଭିତରେ ରୁଷକୁ ସମର୍ଥନ ଜଣାଉଥିବା ଚୀନ ନିଜର ସ୍ୱର ବଦଳାଇଛି । ରୁଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ବୋଲି କହିଛି ଚୀନ । ଏନେଇ ଘୋଷଣା କରିଛନ୍ତି ଚୀନର…

ଓଡିଶାର ଉତପ୍ତ ସହର ବୌଦ୍ଧ । ୪୨ଡିଗ୍ରୀ ପାର ହେଲା ତାପମାତ୍ରା

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଜନଜୀବନ ଏବେ ତତଲା ଖରାରେ ସିଜୁଛି । କେଉଁଠି ୩୮ଡିଗ୍ରୀ ତ କେଉଁଠି ୪୦ ଡିଗ୍ରୀ । ଗତକାଲି ଭୁବନେଶ୍ୱର ଓ ବାରିପଦା ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ଚିହ୍ନଟ ହୋଇଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି ବୈଦ୍ଧ ଜିଲ୍ଲା ।…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଫୁମିଓ କିଶିଦା । ନିର୍ବାଚନୀ ସଭାରେ ସ୍ମୋକର ବୋମାରେ ଆକ୍ରମଣ…

କନକ ବ୍ୟୁରୋ : ଶନିବାର ସକାଳ ସମୟ । ନିର୍ବାଚନ ଜନସଭାରେ ବ୍ୟସ୍ତ ଥାଆନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଟୋକିଓର ବାକାୟାମା ସହରରେ ଫୁମିଓ ଜନସଭା କରୁଥିବା ସମୟରେ ହଠାତ ଆତତାୟୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନା ଅନୁସାରେ ପାଇପ ଆକାରରେ ଏକ ବସ୍ତୁରେ କିଛିି ବିସ୍ଫୋରକ…

କଡ଼ା ସୁରକ୍ଷା ବଳୟ ଭିତରେ ହତ୍ୟାକାରୀ ଅସଦ ଅହମଦକୁ ଦିଆଗଲା କବର । ପରିବାର ଲୋକଙ୍କୁ ଯିବା ପାଇଁ ମିଳିଲାନି ଅନୁମତି

କନକ ବ୍ୟୁରୋ : କଡ଼ା ସୁରକ୍ଷା ବଳୟ ଭିତରେ ଶେଷ ହୋଇଛି ଏନକାଉଁଟରରେ ମୃତ୍ୟୁବରଣ କରିଥିବା ଅସଦ ଅହମଦ ଅନ୍ତିମ ସଂସ୍କାର । ଉତରପ୍ରଦେଶ ଏଟିଏସ ଟିମ ଦ୍ୱାରା ଏନକାଉଁଟରର ଶିକାର ହୋଇଥିବା ଅସଦ ଅହମଦର ଅନ୍ତିମ ସଂସ୍କାରରେ ପ୍ରୟାଗରାଜରେ କରାଯାଇଛି । ଏହି ସମୟରେ ସାମ୍ଭାବ୍ୟ ଅପ୍ରୀତିକର ସ୍ଥିତିକୁ…

କୋଟିଆ ଜଙ୍ଗଲରୁ ଚୋରି ହେଉଛି ବାଉଁଶ: କୋଟିଆରୁ କାଟି ନେଇ ଆନ୍ଧ୍ର ବଜାରରେ ବିକ୍ରି ହେଉଛି ବାଉଁଶ

କନକ ବ୍ୟୁରୋ: ଯେତେ ଯାହା କଲେ ବି କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି । କାରଣ ବଣପାହାଡ଼ ଘେରା କୋଟିଆ ଗ୍ରାମପୁଞ୍ଜରେ ଯେତିକି ଖଣିଜ ସମ୍ପଦ ରହିଛି ସେତିକି ଜଙ୍ଗଲ ସମ୍ପଦ ରହିଛି । ହଜାର ହଜାର ଏକର ଜମିରେ ଔଷଧୀୟ ବୃକ୍ଷ ରହିଛି । ପ୍ରାକୃତିକ ଘଂଚ ଜଙ୍ଗଲରେ ବର, ଅଶ୍ୱତ୍ଥ, ମହୁଲ, ତେନ୍ତୁଳି,…