Daily Archives

April 13, 2023

ଚିନ୍ତାରେ ଆମେରିକା, ସୋସିଆଲ ମିଡିଆରେ ଲିକ ହେଲା ପେଣ୍ଟାଗନର ତଥ୍ୟ: ଲିକ ଦସ୍ତାବିଜରୁ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ…

କନକ ବ୍ୟୁରୋ: ଯେବେଠୁ ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଂଟାଗନର କିଛି ଜରୁରୀ ଦସ୍ତାବିଜ ପ୍ରଘଟ ହୋଇଛି ସେବେଠୁ ଦେଶର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । କାରଣ ଏହି ସବୁ ଦସ୍ତାବିଜ ଲିକ ଯୋଗୁଁ କେବଳ ଆମେରିକାର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଲିକ ହୋଇନି ବଂର ଆଗକୁ ପେଂଟାଗନର କଣ ସବୁ ରଣନୀତି…

ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ: ଦିନକରେ ୩୦% ଅଧିକ ରୋଗୀ ଚିହ୍ନଟ

କନକ ବ୍ୟୁରୋ: ଦେଶରେ ପୁଣି ଥରେ ଭୟ ବଢାଉଛି କରୋନା ଭାଇରସର ଦ୍ରୁତ ସଂକ୍ରମଣ । ଦୁଇ ଦିନ ର୍ପୂବେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତାହା ଏବେ ୧୦ ହଜାର ଅତିକ୍ରମ କରିଛି । ଏହାପରେ ଦେଶରେ ସକ୍ରିୟ ମାମଲା ୪୫ ହଜାର ମୁହାଁ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବିକ ଗତ ୨୪…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିବ ନୂଆ ବିପ୍ଳବ। ଆଗୁଆ ରୋଗର ସୂଚନା ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।

କନକ ବ୍ୟୁରୋ: ବିଭିନ୍ନ କ୍ଷେତ୍ରରେ ସୂଚନା ଯୋଗାଇ ଦେଇ ଟେକ୍ନୋଲୋଜି କ୍ଷେତ୍ରରେ ଝଡ ସୃଷ୍ଟି କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଏକ ନୂଆ ବିପ୍ଲବ ଆଣିବା…

ପିଏମ ରୋଜଗାର ମେଳାରେ ଚାକିରି ପାଇଲେ ୭୧ ଆଶାୟୀ: ନିଯୁକ୍ତିପତ୍ର ପ୍ରଦାନ କରି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ରୋଜଗାର ମେଳାରେ ୭୧ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ର ସରକାର । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନ୍ସିରେ ଦେଶର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ନିଯୁକ୍ତ ପତ୍ର ବାଟିଂଛନ୍ତି । ମୋଦି କହିଛନ୍ତି, ଏକ ବିକଶିତ ଭାରତ ଗଢିବା ପାଇଁ…

ଦିଲ୍ଲୀରେ ପହଁଚିଲା ଗେହଲଟ-ପାଇଲଟ କଳି: କଂଗ୍ରେସ ସଭାପତି ଖଡଗେଙ୍କୁ ଭେଟିଲେ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ…

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ପ୍ରଦେଶ କଂଗ୍ରେସ କନ୍ଦଳ । ଦଳର ଦୁଇ ପ୍ରମୁଖ ଚେହେରା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭିତରେ ଚାଲିଥିବା ବିବାଦ ଦାଣ୍ଡରେ ପଡି ହାଟରେ ଗଡ଼ୁଛି । ଏବେ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ହାଇକମାଣ୍ଡ ଏହି…

ମୋଦି ସରନେମ ମାନହାନି ମାମଲାରେ ସୁରଟ କୋର୍ଟଙ୍କ ଶୁଣାଣୀ: ଏପ୍ରିଲ ୨୦ରେ ଫଇସଲା ଶୁଣାଇବେ କୋର୍ଟ

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଉପରେ ଚାଲିଥିବା ମାନହାନି ମାମଲାରେ ଉପରେ ଗୁରୁବାର ଶୁଣାଣୀ କରିଛନ୍ତି ସୁରଟ କୋର୍ଟ । କୋର୍ଟ ପୂର୍ବରୁ ମାମଲାରେ ଦୋଷୀ ସାବ୍ୟସ୍ତ କରୀ ରାହୁଲଙ୍କ ଦୁଇବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ ରାହୁଲ । ଆଜି କୋର୍ଟ ପିିଟିସନ…