Daily Archives

April 13, 2023

ମୁଁ କାହିଁକି ଦଣ୍ଡୁଆ ହେଲି? ଦଣ୍ଡୁଆ କହିଲେ ମନର କଥା…

କନକ ବ୍ୟୁରୋ: ଦଣ୍ଡଯାତ୍ରାରେ ଏବେ ଉଠୁଛି ପଡୁଛି ଗଞ୍ଜାମ ଜିଲ୍ଲା । ମା କାଳୀଙ୍କ ଚାଲିଛି ଉପସାନା । କୁହାଯାଏ, ମନସ୍କାମନା ପୂରଣ କରିବା ପାଇଁ ଭକ୍ତମାନେ ମା କାଳୀଙ୍କ ଉପାସନା କରିଛନ୍ତି । ନିଷ୍ଠା ଓ ଭକ୍ତିର ସହ ମାଆଙ୍କ ଶରଣରେ ରହିଥାନ୍ତି । ଦଣ୍ଡଯାତ୍ରାରେ ଗଞ୍ଜାମ ଜିଲ୍ଲାରେ ଭକ୍ତିମୟ…

ଆନ୍ଧ୍ର ବୋର୍ଡର ଓଡ଼ିଆ ପରୀକ୍ଷାର୍ଥୀ। ସବୁ ବିଷୟରେ ଶହେରୁ ଶହେ।

କନକ ବ୍ୟୁରୋ: ଡାକ ବିଭାଗରେ ଚାକିରି ପାଇଁ ନକଲି ସାର୍ଟିଫିକେଟକୁ ନେଇ ବଲାଙ୍ଗିରରୁ ଉଠିଥିବା ଝଡ଼ ଏବେ ରାଜ୍ୟର ଅନ୍ୟ ଭାଗକୁ ବ୍ୟାପିଗଲାଣି । ବଲାଙ୍ଗିର ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଚଳାଇଥିବାବେଳେ ମାଳମାଳ ନକଲି ସାର୍ଟିଫିକେଟ ସବୁ ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ରୋଚକ…

ଆଉ ନିର୍ବାଚନ ଲଢ଼ିବେନି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। କହିଲେ, ବୟସାଧିକ ହେତୁ ୨୦୨୪ ନିର୍ବାଚନ ନ ଲଢିବାକୁ…

କନକ ବ୍ୟୁରୋ: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବୟସାଧିକ କାରଣରୁ ସେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । କହିଛନ୍ତି, ବର୍ତମାନ ତାଙ୍କୁ ୮୩ବର୍ଷ ହୋଇଥିବାବେଳେ ଆସନ୍ତାବର୍ଷ ତାଙ୍କୁ ୮୪ବର୍ଷ ହେବ । ତେଣୁ ଯଦି ସେ ନିର୍ବାଚନ…

ବେଦାନ୍ତକୁ ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲେ ବିରୋଧୀ।

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ପୂର୍ଣ୍ଣଛେଦ ପଡିଛି । ଅହେତୁକ ଅନୁକମ୍ପା ପାଇଁ ଦେଶର ସର୍ବୋଚ୍ଚ କୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଜମି ଅଧିଗ୍ରହଣକୁ ବେଆଇନ ବୋଲି କହି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି…

ରାଜଧାନୀ ପ୍ରତିଷ୍ଠା ଦିବସରେ ପତିଆରା ଲଢ଼େଇ। ସାଂସଦ ଅପରାଜିତାଙ୍କୁ ନଡାକିବା ନେଇ ତେଜିଲା ରାଜନୀତି।

କନକ ବ୍ୟୁରୋ: ପାଳିତ ହେଉଛି ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ । ମଞ୍ଚରେ ଉପସ୍ଥିତି ଅଛନ୍ତି ଭୁବନେଶ୍ୱର ମହାନଗର ନିଗମର ମେୟର, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ, ଏକାମ୍ର ବିଧାୟକଙ୍କ ସମେତ ଜଟଣୀ ବିଧାୟକ । ବାଚସ୍ପତି ବିକ୍ରମ ଆରୁଖ ଓ ମନ୍ତ୍ରୀ ପ୍ରଦୀପ ଅମାତ, ମୁଖ୍ୟ ଶାସନ…

ସମ୍ବଲପୁର ଉପରେ ସତର୍କ ନଜର। ୪୮ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ୍।

କନକ ବ୍ୟୁରୋ: ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ ହେବା ପରେ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ରାଜ୍ୟ ସରକାର । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ, ଏସପି ଓ ଆଇଜିଙ୍କ ଉପସ୍ଥିତିରେ…