Daily Archives

April 7, 2023

ବଢୁଛି କରୋନା ସଂକ୍ରମଣ: ପୁଡୁଚେରୀର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ।

କନକ ବ୍ୟୁରୋ: ପୁଡୁଚେରୀରେ ବଢୁଛି କରୋନା ସଂକ୍ରମଣ । ଏନେଇ ଆଗୁଆ ସର୍ତକ ହୋଇଛନ୍ତି ରାଜ୍ୟ ସରକାର । ପୁଡୁଚେରୀର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ବୃଦ୍ଧି ପରେ ଏଭଳି ନିଷ୍ପତି ନିଆଯାଇଛି । ସ୍କୁଲରେ ଶିକ୍ଷକ ଓ ଛାତ୍ରଙ୍କ ପାଇଁ ମଧ୍ୟ ମାସ୍କ…

ପୋଷ୍ଟାଲ ଏଜେଣ୍ଟଙ୍କ ହାଇପ୍ରୋଫାଇଲ କାରନାମା: ବିଶ୍ୱାସରେ ବିଷ ଦେଇ ଖାଇଗଲେ କୋଟିଏ ଟଙ୍କା

କନକ ବ୍ୟୁରୋ: ରିମାଣ୍ଡରେ ଆସିବେ ପୋଷ୍ଟାଲ ଏଜେଂଟ ସ୍ୱର୍ଣ୍ଣଲତା । ମିଛ କହି ପୁରୁଣା ଭୁବନେଶ୍ୱର ଅଂଚଳର ୯୮ ଜମାକାରୀଙ୍କ ଠାରୁ ଲୁଟି ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା । ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି କମିଶନରେଟ ପୋଲିସ୍ । ସ୍ୱର୍ଣ୍ଣଲତା ଦାସ । ମହିଳା ପୋଷ୍ଟାଲ ଏଜେଂଟ ।…

ଏଣିକି ଓଡ଼ିଆ ଫଳକ ବାଧ୍ୟତାମୂଳକ: ୭ ଦିନିଆ ନୋଟିସ୍ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ

କନକ ବ୍ୟୁରୋ: ଓଡିଆରେ ନାମଫଳକ ଲେଖିବା ପାଇଁ ରାଜ୍ୟ ସରକାର ର୍ପୂବରୁ ନିୟମ କରିଛନ୍ତି । କିନ୍ତୁ ନିୟମ କେମିତି ପାଳନ ହେଉଛି ଏସବୁ ହେଉଛି ତାର ପ୍ରମାଣ । ରାଜ୍ୟ ସରକାରଙ୍କ ନିୟମକୁ କିଛି ବ୍ୟବସାୟୀ ଏମିତି ମାନୁଛନ୍ତି । ଯାହାକୁ ନେଇ ପୁଣି ଥରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର ।…

ଉପ-ନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା: ଲଢ଼େଇ ପାଇଁ ବ୍ଲକ୍ ସ୍ତରରୁ ପ୍ରସ୍ତୁତ ବିଜେଡିର ଟିମ୍

କନକ ବ୍ୟୁରୋ: ରାଜନୀତିରେ ଦୁଇ ପାଦ ଆଗରେ ରହିବା ଯଦି କାହାକୁ କୁହାଯାଏ, ତେବେ ଝାରସୁୁଗୁଡ଼ାରେ ବିଜେଡିର ଏହି ପ୍ରସ୍ତୁତିକୁ କହିଲେ ହୁଏତ ଭୁଲ ହେବ ନାହିଁ । ନିର୍ବାଚନ ବିଜ୍ଞପ୍ତି ଆସିବା ଆଗରୁ, ବିରୋଧୀଙ୍କ ପ୍ରାର୍ଥୀ ଘୋଷଣା କରିବା ବହୁ ଆଗରୁ ଗ୍ରାଉଣ୍ଡ ଜିରୋରେ ଯାଇ ବ୍ଳକ୍ ସ୍ତରରେ ହୋମ୍…

ପିଲାଙ୍କ ଉପରୁ କେମିତି କମିବ ପରୀକ୍ଷା ଚାପ? ପ୍ରସ୍ତାବ ଦେଲା ନ୍ୟାସନାଲ୍ କରିକୁଲମ୍ ଫ୍ରେମୱର୍କ

କନକ ବ୍ୟୁରୋ: ମାଟ୍ରିକ ହେଉ କି ପ୍ଲସ-ଟୁ, ବୋର୍ଡ ପରୀକ୍ଷା ଆସିଲେ ପିଲାଙ୍କ ଆଖିରୁ ନିଦ ହଜିଯାଏ । ଚାପରେ ରହିଥାନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କ ଚାପ କମାଇବା ପାଇଁ ପରୀକ୍ଷାର ଢାଂଚା ପରିବର୍ତନ ପାଇଁ ପ୍ରସ୍ତାବ ଦେଇଛି ଏନସିଏଫ ବା ନେସନାଲ କରିକୁଲମ ଫ୍ରେମୱର୍କ । ଏନସିଏଫ ପକ୍ଷରୁ…

ଦକ୍ଷିଣ ଓଡ଼ିଶାରେ ଦଣ୍ଡଯାତ୍ରା: ଢ଼ୋଲ, ମହୁରୀ, ଝାଞ୍ଜ ବାଦ୍ୟର ଅନନ୍ୟ ପରମ୍ପରା ।

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ମହାପର୍ବ ଦଣ୍ଡପର୍ବ । ଦଣ୍ଡପର୍ବକୁ ଦଣ୍ଡଯାତ୍ରା ମଧ୍ୟ କୁହାଯାଏ । ଏହି ଯାତ୍ରା ସବୁଠାରୁ କମ୍ ୧୩ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ପାଳନ ହୁଏ । ଧର୍ମ ମଧ୍ୟରେ ମନୋରଞ୍ଜନ ଓ ଭକ୍ତି ମାର୍ଗର ନିଆରା ପରମ୍ପରା ହେଉଛି ଦଣ୍ଡ ପରମ୍ପରା ।…