Daily Archives

March 28, 2023

ଓଡ଼ିଶା ମାଟିରେ ବରପୁତ୍ରଙ୍କୁ ଅସମ୍ମାନ: ଜରାଜୀର୍ଣ୍ଣ ଅବସ୍ଥାରେ ନବକୃଷ୍ଣ ଚୌଧୁରୀଙ୍କ ଘର

କନକ ବ୍ୟୁରୋ: ଅବହେଳିତ, ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ଗର୍ବ, ଗୌରବ ଆଉ ଅସ୍ମିତାର ପରିଚୟ ନବକୃଷ୍ଣ ଚୌଧୁରୀଙ୍କ ଆଶ୍ରମ । ଚାଳ, ଛପର ଉପରେ ପଡିଛି ଜରି ପାଲ । ଘର ବାହାରେ ଏକ ଚଉକି ଉପରେ ରହିଛି ନବକୃଷ୍ଣ ଚୌଧୁରୀଙ୍କ ଫଟୋ । ଆଉ କୁଟିଆ ଘରର ଚାରିପଟେ ଅନାବନା ଝାଟି ବଣ ଘେରି ରହିଛି । ଏଭଳି…

ନାବାଳକ ଗାଡି ଚଳାଇ ରାସ୍ତାକୁ ବାହାରୁ ଥିଲେ ସାବଧାନ: ରାଜ୍ୟବ୍ୟାପି ଟ୍ରାଫିକ୍ ଚେକିଂ କଡାକଡି

କନକ ବ୍ୟୁରୋ: ରାଜ୍ୟବ୍ୟାପି ଜୋରଦାର ହୋଇଛି ଗାଡି ଯାଂଚ । ବିଶେଷକରି ନାବାଳକ ଗାଡି ଚାଳକଙ୍କୁ ଧରିବା ପାଇଁ ପରିବହନ ବିଭାଗର ଅଧିକାରୀ ଯାଂଚକୁ ଜୋରଦାର କରିଛନ୍ତି । ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ସ୍ପେଶାଲ ଡ୍ରାଇଭ ଚେକିଂ କରାଯାଉଛି । ଆଉ ଚେକିଂ ସମୟରେ ଧରାପଡିଛନ୍ତି ବହୁ…

ସରକାରୀ ବାସଭବନ ଛାଡ଼ିବାକୁ ରାଜି ହେଲେ ରାହୁଲ ଗାନ୍ଧୀ: ଚିଠି ଲେଖି ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀଙ୍କୁ କଲେ…

କନକ ବ୍ୟୁରୋ: ଯେଉଁ ତତ୍ପରତାରେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା, ଯେଉଁ ଢଙ୍ଗରେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ହୋଇଥିଲା, ସେଇ ସମାନ ଢଙ୍ଗରେ ତତ୍ପରତା ଦେଖାଇ ସରକାରୀ ବଙ୍ଗଳା ଛାଡ଼ିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟର ଉପସଚିବଙ୍କୁ ଚିଠି କରି,…

ରାଜନୀତିରେ ‘ଜୟ ଜଗନ୍ନାଥ‘ ନାରା: ସୋସିଆଲ ମିଡ଼ିଆରେ ବିଜେଡିର କ୍ୟାମ୍ପେନ୍, ବିଜେପି କହିଲା- ଜୟ ଜଗନ୍ନାଥ, ଜୟ ଶ୍ରୀରାମ

କନକ ବ୍ୟୁରୋ: ଏହି ନାରାବାଜୀ ହିଁ ପ୍ରମାଣିତ କରିଦେଉଛି, ରାଜନୀତିରେ ସ୍ଲୋଗାନର କେତେ ଗୁରୁତ୍ୱ? ଶାସକ ବିଜେଡି ଦଳ ଏବେ ସୋସିଆଲ ମିଡ଼ିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛି । ଯେଉଁ ଅଭିଯାନର ନାଁ ରଖାଯାଇଛି- ହେଜ୍ଟ୍ୟାକ୍ ଜୟ ଜଗନ୍ନାଥ । ଯେଉଁଥିରେ ଶାସକ ବିଜେଡି ଦଳର ନେତା ଏବଂ ନିର୍ବାଚିତ…

ବ୍ୟାପିଛି ଜାଲ ସାର୍ଟିଫିକେଟ୍ ରାକେଟ: ବଲାଙ୍ଗୀରରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ଚେର

କନକ ବ୍ୟୁରୋ: ଜାଲ ସାର୍ଟିଫିକେଟ୍ ରାକେଟ ସାରା ଓଡିଶାରେ ବ୍ୟାପିଛି । ବଲାଙ୍ଗୀର ପରେ, କେନ୍ଦ୍ରାପଡା, ଢ଼େଙ୍କାନାଳ ଓ ଫୁଲବାଣୀରୁ ଆସିଛି ଜାଲ ସାର୍ଟିଫିକେଟ୍ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବାର ପ୍ରମାଣ । କେନ୍ଦ୍ରାପଡା ଜିଲ୍ଳାରେ ନକଲି ମାଟ୍ରିକ ସାର୍ଟିଫିକେଟ ଦେଇ ଡାକ…

ସୁଟିଂ ସେଟରେ ହଙ୍ଗାମା: ଚୁକ୍ତି ଅନୁସାରେ ମିଳୁନାହିଁ ଟଙ୍କା? ଅଭିଯୋଗକୁ ଖଣ୍ଡନ କଲେ ଅକ୍ଷୟ ପରିଜା

କନକ ବ୍ୟୁରୋ: ସୁଟିଂ ସେଟ୍ ବାହାରେ ଟେଲି କଳାକାରଙ୍କ କରୁଛନ୍ତି ହଙ୍ଗାମା । ଆଉ ଏହି ହଙ୍ଗାମା ହେଉଛି ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ । ଭୁବନେଶ୍ୱର କଂଟାବାଡରେ ସୁଟିଂ ଚାଲିଥିବାବେଳେ କଳାକାରମାନେ ହଙ୍ଗାମା କରିଛନ୍ତି । କଳାକାରଙ୍କ ଅଭିଯୋଗ ହେଲା, ଅଭିନୟ ପାଇଁ ଚୁକ୍ତି କରି ଅକ୍ଷୟ…